Daily Archives

July 9, 2020

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ଏଯାବତ୍ ଦିନକରେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ସୁସ୍ଥଙ୍କ…

କନକ ବ୍ୟୁରୋ: ଓଡ଼ିଶାକ କରୁଛି କରୋନା ମୁକାବିଲା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପାଇଁ ଖୁସି ଖବର । ଦିନକରେ ସର୍ବାଧିକ କରୋନାରୁ ସୁସ୍ଥ ହେଲେ ୪୦୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୪୦୭କୁ ବୃଦ୍ଧି । ଏନେଇ ସୂଚନା ଦେଇଛନ୍ତି…

ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କଲା ମହିଳା ଥାନା ପୁଲିସ,…

କନକ ବ୍ୟୁରୋ: ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବିଭୁପ୍ରସାଦଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଯୁବତୀଙ୍କ ଅଭିଯୋଗ ଆଧାରରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ଦଫା ୩୫୪, ଆଇଟି ଆକ୍ଟ…

ଆସିଲା ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ମୁଣ୍ଡରେ ଶକ୍ତ ଆଘାତ ପାଇଁ ମାନବପ୍ରେମୀଙ୍କ ମୃତ୍ୟୁ । ସୁଇସାଇଡ୍ ନୋଟକୁ…

କନକ ବ୍ୟୁରୋ: ସମାଜସେବୀ ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଧୀରେ ଧୀରେ ରହସ୍ୟ ଘେରକୁ ଚାଲିଯାଉଛି। ଏହାରି ଭିତରେ ଆଜି ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ସୂଚିତ ରହିଛି କି, ସମାଜସେବୀ ଆଦିତ୍ୟ ଦାଶଙ୍କ ମସ୍ତିଷ୍କରେ ଶକ୍ତ ଆଘାତ ( ବ୍ରେନ୍ ହାମରେଜ୍) ଲାଗିବା…

ରାଜଧାନୀରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ , ଭୁବନେଶ୍ୱରରେ…

ଭୁବନେଶ୍ୱରରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୫୭ ରେ ପହଁଚିଛି । ତେବେ ଏଠାରେ…

ଆଜି ଆମ ବାହାଘରକୁ ମାସେ ପୂରିଥାନ୍ତା… ହୁଏତ ଆଜି ଆଦିତ୍ୟ ଥିଲେ ସ୍ୱାମୀ-ସ୍ତ୍ରୀ ଦୁହେଁ ମନ୍ଦିର…

କନକ ବ୍ୟୁରୋ: ମାସେ ପୂର୍ବରୁ ଲିଭିଗଲା ମଥାର ସିନ୍ଦୂର । ହାତରୁ ଭାଙ୍ଗିଗଲା ସମ୍ପର୍କର ଶଙ୍ଖା । ଏକାକରି ଚାଲିଗଲା ଜୀବନ ସାଥୀ । ଆଜିକୁ ଠିକ ମାସେ ତଳେ ଆଦିତ୍ୟଙ୍କ ଅର୍ଦ୍ଧାଙ୍ଗୀନୀ ସାଜିଥିଲେ ବିଦ୍ୟାଶ୍ରୀ । ପ୍ରେମର ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧି ଜୁନ ୯ ତାରିଖରେ ସାତ ଜନମ ପାଇଁ…

ବର ଏକ , କନିଆ ଦୁଇ : ପ୍ରେମ ଓ ପରିବାର ପସନ୍ଦକୁ ଆପଣାଇଲେ ଆଦିବାସୀ ଯୁବକ , ଗୋଟିଏ ମଣ୍ଡପରେ ୨ ଜଣ କନ୍ୟାକୁ ବିବାହ…

ଗୋଟିଏ ମଣ୍ଡପ , ଜଣେ ବର କିନ୍ତୁ କନିଆ ଦୁଇ । ମଧ୍ୟପ୍ରଦେଶର ସଲେୟା ଗାଁରୁ ଆସିଲା ଅଜବ ବାହାଘରର ଖବର । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ବର ଦୁଇଜଣ କନିଆଙ୍କ ସହ ବିବାହ କରୁଥିବା ଦେଖାଯାଉଛନ୍ତି । ସୂଚନା ଅନୁସାରେ , ଜୁନ୍ ୨୯ ରେ ଏହି ଯୁବକ ଗୋଟିଏ…