Daily Archives

July 7, 2020

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୯ ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୪ ଜଣ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୧୪ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୧୪ ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍…

ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଟେକ ମହିନ୍ଦ୍ରା ଅଫିସ୍: ଗତ ୩ ଦିନରେ ଲଗାତର ୭ କରୋନା ଆକ୍ରାନ୍ତ ଚିହ୍ନଟ…

କନକ ବ୍ୟୁରୋ: ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ଗତ ୩ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜିଠାରୁ ପୁରା ବିଲଣ୍ଡିଂକୁ ସିଲ୍ କରାଯିବା ସହ ୨୦ତାରିଖ ଯାଏଁ ସମସ୍ତ…

ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ରୋଗୀ ଓ କୋଭିଡ…

କନକ ବ୍ୟୁରୋ: ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା । ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀ ଓ କରୋନା ଯୋଦ୍ଧାଙ୍କ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ…

ପଜିଟିଭ ଚିହ୍ନଟ ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କନକ ନ୍ୟୁଜକୁ ପ୍ରତିକ୍ରିୟା: କହିଲେ, ତାଙ୍କଠାରେ ନଥିଲା…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ କରୋନା ସଂକ୍ରମଣ ନେଇ ସୁକାନ୍ତ ନାୟକ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,…

ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ଆତ୍ମହତ୍ୟା: ସୁନ୍ଦରପଦା ରେଳଧାରଣାରୁ ମିଳିଲା ମୃତଦେହ; ମୃତ୍ୟୁ ପୂର୍ବରୁ ସୋସିଆଲ…

କନକ ବ୍ୟୁରୋ: ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟସୁନ୍ଦର ଦାସ ଆତ୍ମହତ୍ୟା କରିଛନ୍ତି । ରାଜଧାନୀର ସୁନ୍ଦରପଦା ରେଳଧାରଣାରୁ ଆଦିତ୍ୟସୁନ୍ଦରଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଦିନ ତଳେ ଆଦିତ୍ୟସୁନ୍ଦର ଦାସଙ୍କ ବିବାହ ହୋଇଥିଲା । ତେବେ ତାଙ୍କ…

ନାବାଳିକାର ବେଆଇନ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ଗିରଫ: ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ…

କନକ ବ୍ୟୁରୋ: ନାବାଳିକା ଗର୍ଭପାତ ମାମଲାରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗିରଫ ।ବେଆଇନ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଥାନାକୁ ଡାକି ପଚରାଉଚରା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ…