Daily Archives

July 3, 2020

ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି…ଆସନ୍ତାକାଲି ନିଳାଦ୍ରୀ ବିଜେ ସହ ଶେଷ ହେବ ରଥଯାତ୍ରା

କନକ ବ୍ୟୁରୋ: ଆଜି ରଥ ଉପରେ ପାଳିତ ହେବ ଶ୍ରୀଜଗନ୍ନାଥଙ୍କ ଅଧରପଣା ନୀତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ…

ରାଜ୍ୟରେ କରୋନା ସ୍ଥିତି ନେଇ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ: ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ସଂକ୍ରମଣ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତି ନେଇ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ । ଲକ୍ଷଣ ନଲୁଚାଇବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଲକ୍ଷଣ ଲୁଚାଇଲେ ସୁସ୍ଥରୁ ଭେଂଟିଲେଟରର ଦୂରତା କେବଳ ୨୪ଘଂଟାର ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି । ଏବଂ ସାମାନ୍ୟତମ ଲକ୍ଷଣରୁ ମୃତ୍ୟୁର…

ରାଜଧାନୀରୁ ଆଜି ଆଉ ୨୪ ଆକ୍ରାନ୍ତ ଚିହ୍ନଟ । କ୍ୱାରେଂଟିନରୁ ୨୦ ଓ ଅନ୍ୟ ୪ ଲୋକାଲ୍ କଣ୍ଟାକ୍ଟ କେସ୍

କନକ ବ୍ୟୁରୋ: ଆଜି ଭୁବନେଶ୍ୱରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଏହା ସହ ଚିକିତ୍ସିତ ହେଉଥିବା ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଉତେଜନା ଭିତରେ ସୀମାରୁ ପ୍ରଧାନମନ୍ତ୍ରୀଙ୍କ ବଡ ବାର୍ତ୍ତା: କହିଲେ, ଗଲୱାନ ଘାଟି ଆମର, ଲଦାଖର ପୁରା ଅଂଶ ଭାରତର ମାନ…

କନକ ବ୍ୟୁରୋ: ଉତେଜନା ଭିତରେ ସୀମାରୁ ବଡ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଚାନକ ଲଦାଖ ଗସ୍ତ କରିଥିବା ମୋଦୀ ଯବାନଙ୍କ ମନୋବଳ ବଢାଉନ୍ତି । ଗଲୱାନ ଘାଟି ଆମର ବୋଲି ସୀମାରୁ ବାର୍ତା ଦେଇଚନ୍ତି ମୋଦି । ସୀମା ବିବାଦ ମଧ୍ୟରେ ଯବାନଙ୍କ ମନୋବଳ ବଢାଇଛନ୍ତି ମୋଦୀ । ଗଲୱାନ…

ଦୁନିଆର ପ୍ରଥମ ସୁନା ହୋଟେଲର ଶୁଭାରମ୍ଭ : କବାଟରୁ ଆରମ୍ଭ କରି କୋଠରୀ ପର୍ଯ୍ୟନ୍ତ ସବୁଠି ଖଞ୍ଜା ହୋଇଛି ସୁନା , ଗୋଟିଏ…

ମୂଲ୍ୟବାଦ ବସ୍ତୁ ସୁନାକୁ ନେଇ କିଏ କେଉଁ ଉପାୟରେ ପ୍ରୟୋଗ କରୁଛି । ସାମର୍ଥ୍ୟ ଅନୁସାରେ ସୁନା ସୌଖିନ ମଣିଷ ବେକରେ ଗଦା ଗଦା ଅଳଙ୍କାର ଝୁଲାଇ ବୁଲୁଛି ତ ଆଉ କେଉଁଠି ବାରିକ ସୁନା କଇଁଚିରେ ଚୁଟି କାଟୁଛି । ହେଲେ ଏସବୁରୁ ଉଦ୍ଧ୍ୱର୍ରେ ଉଠି ସୁନାରେ ହୋଟେଲ୍ ତିଆରି କରିଦେଇଛି ଭିଏତନାମା ହନୋଇ…

କରୋନା ନେଇ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ ଆଶଙ୍କା: କହିଲେ, ଓଡିଶାରେ ହୋଇପାରୁନି ସମସ୍ତ ଆକ୍ରାନ୍ତଙ୍କ କଂଟ୍ରାକ୍ଟ…

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବଡ ଆଶଙ୍କା କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । କହିଛନ୍ତି, ଓଡିଶାରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।ଯେତେବେଳେ କଂଟାକ୍ଟ ଟ୍ରେସିଂ ହୋଇନପାରେ ସେତେବେଳେ ଗୋଷ୍ଠୀ…