Daily Archives

July 3, 2020

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା,ସୂଚନା ଦେଲେ ସାମାଜିକ…

କନକ ବ୍ୟୁରୋ : ରାଜ୍ୟରେ କିନ୍ନରଙ୍କ ପାଇଁ ଖୁସି ଖବର । କିନ୍ନରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ।  ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କିନ୍ନରଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କଲେ । ସେମାନେ…

ମାସ୍କକୁ ନେଇ ସତର୍କ କରାଇଲେ ଡାକ୍ତର: ସଂକ୍ରମଣକୁ ରୋକିବାରେ ନୁହେଁ ବରଂ ବ୍ୟାପିବାରେ ସହାୟକ କରିଥାଏ ଏଭଳି ଧରଣର ଫେସ୍…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ମାସ୍କ ! କରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆପଣ ବ୍ୟବହାର କରୁଥିବା ଫେସ୍ ମାସ୍କ ହିଁ ଆପଣଙ୍କୁ ପକାଇପାରେ ବିପଦରେ । ଏକଥା ଆମେ କହୁନାହୁଁ ବରଂ ଏଭଳି ଏକ ବଡ ବୟାନ ଦେଇଛନ୍ତି ବିଶ୍ୱର ବଡ ବଡ ଡାକ୍ତର ତଥା ବିଶେଷଜ୍ଞମାନେ…

‘ଘାତକ୍’ କମାଣ୍ଡୋ ପାଇଁ ଚୀନ ଛାତିରେ ଛନକା । ପ୍ରତିକୂଳ ପରିସ୍ଥିତିରେ ଆକ୍ରମଣକାରୀଙ୍କ ଉପରେ ଏକୁଟିଆ ଭାରି ।…

କନକ ବ୍ୟୁରୋ : ଭାରତର ‘ଘାତକ୍’ କମାଣ୍ଡୋ ପାଇଁ ଚୀନ ଛାତିରେ ଛନକା । ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭୟରେ ବେଜିଂ । ୧୫ ଜୁନରେ ପରାକ୍ରମ ଦେଖାଇଥିଲେ ଘାତକ କମାଣ୍ଡୋ । ଶତ୍ରୁକୁ ସୀମାରେ କଡ଼ା ଜବାବ ଦେବା ସହ ନାଲି ଆଖି ଦେଖାଉଥିବା ଚୀନକୁ ମଜା ଚଖାଇଥିଲେ । ଉଭୟ ଦେଶ ମଧ୍ୟରେ…

ଲଞ୍ଚ୍ ହେଲା “ଜିଓମିଟ୍” ଆପ୍ : ଚୀନ୍ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ନୂଆ ଫ୍ରି ଭିଡ଼ିଓ କନଫରେନ୍ସିଂ ଆପ୍…

ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ । ରିଲାଏନ୍ସ ଜିଓ କମ୍ପାନୀ ନିଜର ଫ୍ରି ଭିଡିଓ କନଫରେନ୍ସିଂ ଆପ୍ କୁ ଗତକାଲି ଲଞ୍ଚ୍ କରିଛି । ଯାହାକୁ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରରେ ଉପଲବ୍ଧ କରାଯାଇଛି । ଗତ କିଛିମାସ ପୂର୍ବରୁ ଏହି ଆପ୍ କିଛି…

ପୁଅ କରୋନା ଆକ୍ରାନ୍ତ ଶୁଣିବା ପରେ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ : ହେଲେ ଶବକୁ କାନ୍ଧ ଦେବାକୁ କେହି ଆସିଲେନି ;…

କନକ ବ୍ୟୁରୋ : କରୋନା ଭୟ ଭିତରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ଆସିଲା ହୃଦୟବିଦାରକ ଖବର । ଶବକୁ ମିଳିଲାନି କାନ୍ଧ ଅଟୋରେ ବୁହାହେଲା ମୃତଦେହ । ପୁଅ କରୋନା ପଜିଟିଭ ଆସିବା ପରେ ବାପାର ହୃତଘାତରେ ପରଲୋକ ହୋଇଯାଇଥିଲା । କିନ୍ତୁ ମୃତଦେହକୁ କେହି କାନ୍ଧଦେଲେନି । ଖବର ଅନୁସାରେ, ସହରର…

ସୀମାରେ ଉତ୍ତେଜନା ଭିତରେ ଅଚାନକ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ । ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ…

କନକ ବ୍ୟୁରୋ : ସୀମାରେ ଚୀନ ସହ ଲାଗିରହିଥିବା ବେଳେ ହଠାତ ଲଦାଖର ରାଜଧାନୀ ଲେହରେ ପହଚିଂଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ମଧ୍ୟ ତାଙ୍କ ସହ ପହଚିଂଛନ୍ତି । ସୀମାରେ ମୁତୟନ ଥିବା ଯବାନଙ୍କ ସହ ଭେଟି ସେମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି…