Daily Archives

July 1, 2020

ପହଣ୍ଡି ସମ୍ପନ୍ନ, ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି…ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରାପହଁରା ନୀତି

କନକ ବ୍ୟୁରୋ: ପହଣ୍ଡିବିଜେ ନୀତି ସଂପନ୍ନ । ରଥାରୁଢ ହେଲେ ଚତୁର୍ଧମୂର୍ତ୍ତି । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ…

ଜମ୍ମୁ-କାଶ୍ମୀର ସୋପରରେ ଆତଙ୍କୀ ହମଲା । ଗୁଳିକାଣ୍ଡରେ ଦୁଇ ଯବାନ ସହିଦ, ଜଣେ ନାଗରିକ ମୃତ । ସେପଟେ ଜାରି ରହିଛି…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ସୋପରରେ ସେନା ଉପରକୁ ଆତଙ୍କୀଙ୍କ ଆକ୍ରମଣ । ଗୁଳିକାଣ୍ଡରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ନାଗରୀକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସକାଳୁ ସକାଳୁ ଜମ୍ମୁ-କାଶ୍ମୀର ସୋପରରେ ସିଆରପିଏଫର କିଛି ଯବାନ ପେଟ୍ରୋଲିଂରେ ବାହାରିଥିଲେ । ରାସ୍ତାରେ…

ଭାବ ବିନୋଦିଆର ପହଣ୍ଡି ଆରମ୍ଭ: ଅପରୂପା ଶୋଭାର ସମ୍ଭାର…ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି ଦୀନଜନ…

କନକ ବ୍ୟୁରୋ: ଆରମ୍ଭ ହେଲା ଭାବ ବିନୋଦିଆର ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରଥାରୂଢ଼ କରାଯାଇଛି । ଭାଇ…

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ: ଧାଡି ପହଣ୍ଡିରେ ଆସୁଛନ୍ତି ହଦଳୀମୁହିଁ ମା’ ସୁଭଦ୍ରା

କନକ ବ୍ୟୁରୋ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ । ଧାଡି ପହଣ୍ଡିରେ ଆସୁଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ମାଆ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମାଆ ସୁଭଦ୍ରା…

ଆପ୍ ବ୍ୟାନ୍ ପରେ ବିଳିବିଳଉଛି ଚୀନ୍ । ଭାରତ ସରକାରଙ୍କୁ ସମାଲୋଚନା କରିବା ସହ କହିଲା, ଦୁଇ ଦେଶ ମଧ୍ୟରେ ଆହୁରି ତୀବ୍ର…

କନକ ବ୍ୟୁରୋ : ଭାରତ ଚାଇନା ସୀମାରେ ବଢୁଥିବା ଉତ୍ତେଜନା ମଧ୍ୟରେ କଠୋର ହୋଇଛନ୍ତି ଭାରତ ସରକାର । ଦେଶରେ ବ୍ୟବହାର ହେଉଥିବା ୫୯ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଯାହାକୁ ନେଇ ବିଳିବିଳେଇ ଉଠିଛି ଚାଇନା । ଭାରତରେ ଚାଇନା ଆପ୍ ବ୍ୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ଚକ୍ରରାଜ ସୁଦର୍ଶନଙ୍କ ପରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ପହଣ୍ଡିରେ ପ୍ରଭୁ ବଳଦେବ; ଦିବ୍ୟ ଟାହିଆ ସୁଶୋଭିତ ହୋଇ…

କନକ ବ୍ୟୁରୋ: ସରିଲା ଚକ୍ରରାଜଙ୍କ ପହଣ୍ଡି, ଆରମ୍ଭ ହେଲା ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି । ପହଣ୍ଡିବିଜେ ନୀତି ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହୋଇଛନ୍ତି ଚକ୍ରରାଜ ସୁଦର୍ଶନ ମହାପ୍ରଭୁ । ଏହା ପରେ ପରେ ଆରମ୍ଭ ହୋଇଛି ବଡଭାଇ ବଳରାମଙ୍କ ପହଣ୍ଡିବିଜେ ନୀତି । ବରଷକେ…