Daily Archives

July 1, 2020

ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । ସକାଳ ଧୂପ ପରେ ପହଣ୍ଡି ଆରମ୍ଭ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନୀତି

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା , ଲୀଳାଖେଳା ସାରି ଆଜି ପୁଣି ନୀଳକନ୍ଦରକୁ ବାହୁଡି ଯିବେ ଚତୁର୍ଧାମୂରତି । ତେବେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ…

ଏଥରକ ଆଉ ଛାଡ ନାହିଁ । କଡାକଡି ହେବ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିୟମ । ନମାନିଲେ ହେବ କଡା…

କରୋନା ସହ ଚାଲିବ ଏକ ଲମ୍ବା ଲଢ଼େଇ । ମାର୍ଚ୍ଚ ୧୫ ତାରିଖଠାରୁ ଏଯାବତ୍ ରାଜ୍ୟ ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରି ଚାଲିଛି । ଏଥିରେ ସଫଳତା ମଧ୍ୟ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଆଜି ଜୁଲାଇ ମା‌ସରେ…

ଆଜିଠୁ କାଉଣ୍ଟରରେ ମିଳିବ ବିଦେଶୀ ମଦ: ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଖୋଲିବ ମଦ; ଭିଡ ନିୟନ୍ତ୍ରଣ ପାଇଁ ଇ-ଟୋକନ୍…

କନକ ବ୍ୟୁରୋ: ବିଦେଶୀ ମଦ ବିକ୍ରି ପାଇଁ ହୋମ୍ ଡେଲିଭରି ବ୍ୟବସ୍ଥା ପରେ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ସାରା ରାଜ୍ୟରେ ସମସ୍ତ ଠିପି ବନ୍ଦ ଓ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। କୋଭିଡ୍ ପାଇଁ ଥିବା…

ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧା ପ୍ରସାରଣ । କରୋନା କଟକଣା ପାଇଁ ଶ୍ରୀବିଗ୍ରହଙ୍କ ବାହୁଡା ଯାତ୍ରାକୁ ଟିଭି ପରଦାରେ…

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାରି ନିର୍ଦେଶାବଳୀ ଅନୁଯାୟୀ ରଥଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯାଇ ବୈଦ୍ୟୁତିକ ଗଣମାଧ୍ୟମ/ୱେବମିଡିଆକୁ ମାଗଣାରେ…

ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ମାହାତ୍ମ୍ୟ ! ବାହୁଡ଼ା ଯାତ୍ରାକୁ କାହିଁକି ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ? ଜାଣନ୍ତୁ

କନକ ବ୍ୟୁରୋ: ଶ୍ରୀବିଗ୍ରହମାନଙ୍କର ଫେରନ୍ତଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ । ଶ୍ରୀବିଗ୍ରହ ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳ ଠାକୁରମାନଙ୍କୁ ଦର୍ଶନ କଲେ ଗୁଣ୍ଡିଚାଯାତ୍ରା ଦିନ କରିଥିବା ଉତ୍ତରାଭିମୁଖ ଦର୍ଶନର ଫଳ ମିଳିଥାଏ ବୋଲି…

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡାଯାତ୍ରା । କର୍ଫ୍ୟୁ ଓ କଟକଣା ଭିତରେ ଚାଲିଛି ଠାକୁରଙ୍କ ନୀତିକାନ୍ତି । ୮ଟାରୁ…

କନକ ବ୍ୟୁରୋ: ଆଜି ପବିତ୍ର ବାହୁଡାଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବେ। ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି।ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି।…