Daily Archives

July 1, 2020

ନବରଙ୍ଗପୁରରେ ୨ ଦିନିଆ ସଟଡାଉନ୍ ନେଇ ଜିଲ୍ଲାପାଳଙ୍କ ଘୋଷଣା : ଶନିବାର ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର;…

କନକ ବ୍ୟୁରୋ :  ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ ଘୋଷଣା । ଜୁଲାଇ ୩୧ ଯାଏ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ରହିବ । ଜିଲ୍ଳାପାଳ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ପୂର୍ବ ପରି ସ୍ୱାସ୍ଥ୍ୟ ସେବା ଜାରି ରହିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ…

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୧୯ ଜିଲ୍ଲାରୁ ୨୫୧ ପଜିଟିଭ; ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ…

କନକ ବ୍ୟୁରୋ:  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା କାୟ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ଆଉ ୧୯ ଜିଲ୍ଲାରୁ ୨୫୧ ଜଣ ନୂଆ କରୋନା ।କ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ େ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

ଚର୍ଚ୍ଚାରେ ବାରିକଙ୍କ ସୁନା କଇଁଚି : ତିନି ମାସ ପରେ ଦୋକାନ ଖୋଲିବାର ଖୁସି , ୧୦ ତୋଳାର ସୁନା କଇଁଚିରେ ଗ୍ରାହକଙ୍କ…

କରୋନା ମୁକାବିଲା ପାଇଁ ତାଲାବନ୍ଦରେ କିଛି ବ୍ୟବସାୟ ଉପରେ ରୋକ୍ ଲଗାଯାଇଥିଲା । ଏଥିରେ ସେଲୁନ୍ , ପାର୍ଲର୍ ଭଳି ବ୍ୟବସାୟ ମଧ୍ୟ ସାମିଲ୍ ଥିଲା । ତେବେ ମହାରାଷ୍ଟ୍ରରେ ପାଖାପାଖି ୩ ମାସ ପରେ ସେଲୁନ୍ ଏବଂ ପାର୍ଲର ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ମହାମାରୀର ମୁକାବିଲା…

ଦେଶରେ ଉପର ମୁହାଁ କରୋନା: ୬ ଲକ୍ଷ ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ୧୮ହଜାରରୁ ଅଧିକ ନୂଆ ଆକ୍ରାନ୍ତ…

କନକ ବ୍ୟୁରୋ: ଦେଶରେ ୫୮୫୪୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୪୭୯୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୭୪୦୦…

ବୀରମିତ୍ରପୁରର ପୂର୍ବତନ ଆଇଆଇସିି ଆନନ୍ଦ ମାଝି ଚାକିରୀରୁ ବହିଷ୍କୃତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ…

କନକ ବ୍ୟୁରୋ: ବୀରମିତ୍ରପୁରର ପୂର୍ବତନ ଆଇଆଇସି  କାର୍ଯ୍ୟରୁ ବହିଷ୍କୃତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜିପି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ।…

ଗାତରେ ଫିଙ୍ଗାହେଲା ଆକ୍ରାନ୍ତଙ୍କ ଶବ । ସୋସିଆଲ ମିଡିଆଲେ ଭାଇରାଲ ହେଲା ଭିଡିଓ । ବିଜେପିକୁ ଘରିଲେ କଂଗ୍ରେସ-ଜେଡିଏସ୍,…

କନକ ବ୍ୟୁରୋ: କର୍ଣ୍ଣାଟକରୁ ଆସିଲା ଅଭାବନୀୟ ଚିତ୍ର । କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ଶବକୁ ଗାତରେ ଫିଙ୍ଗିଦିଆଯାଉଛି । ଜେସିବି ସାହାଯ୍ୟରେ ବିରାଟ ଗାତ ଖୋଳି ସେଥିରେ ଆକ୍ରାନ୍ତଙ୍କ ଶବକୁ ଅଳିଆ ଆବର୍ଜନା ଭଳି ଫୋପଡାଯାଉଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…