Daily Archives

June 22, 2020

ହତଭାଗା ମୁଁ , ଶେଷ ସମୟରେ ବାପାଙ୍କୁ ଟିକେ ଦେଖିପାରିଲନି । ପାଖରେ ଟଙ୍କା ନଥିବାରୁ ଘରକୁ ଫେରିପାରୁନଥିଲେ ଓଡ଼ିଆ ଯୁବକ…

କନକ ବ୍ୟୁରୋ : ମୁଁ ଏତେ ଅଭାଗା ଯେ, ଶେଷ ସମୟରେ ବାପାଙ୍କୁ ଟିକେ ଦେଖିପାରିଲିନି । ତାଲାବନ୍ଦ ଭିତରେ ବାପା ଚାଲିଗଲେ, ହେଲେ କଠୋର କଟକଣା ଯୋଗୁଁ ମଲା ଶେଯରେ ତାଙ୍କୁ ତୁଳସୀ ପାଣି ଟିକିଏ ଦେଇପାରିଲିନି କି  ବାପାଙ୍କ ମୁହଁରେ ନିଆ ଟିକେ ଦେଇପାରିଲିନି । ବାପା କହିଥିଲେ , ତୁ ଯେଉଁଠି ବି ଥା,…

ଆସନ୍ତାକାଲି ଦିନ ୧୨ଟାରୁ ଟଣାହେବ ରଥ । ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଶ୍ରୀମନ୍ଦିର…

କନକ ବ୍ୟୁରୋ: ଆସିଲା ରଥଯାତ୍ରା ନେଇ ନୀତିକାନ୍ତି । ଆସନ୍ତାକାଲି ଦିନ ୧୨ଟାରୁ ଗଡିବ ରଥ । ବଡଦାଣ୍ଡରେ କାଲି ମଧ୍ୟାହ୍ନ ୧୨ଟାରୁ ଟଣା ହେବ ରଥ । ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଏବଂ ସକାଳ ୧୦ଟାରେ ଶ୍ରୀଜିଉଙ୍କ ପହଣ୍ଡି ଶେଷ ହେବ । ସେହିପରି ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ…

ନବୀନ କହିଲେ ‘ଜୟ ଜଗନ୍ନାଥ’ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଜ ଟ୍ୱିଟର ପେଜରେ ଜୟ…

କନକ ବ୍ୟୁରୋ: ନବୀନ ଲେଖିଲେ ଜୟ ଜଗନ୍ନାଥ । ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନବୀନ ପଟ୍ଟନାୟକ କହିଲେ ଜୟ ଜଗନ୍ନାଥ । ତେବେ ବଡ ଦାଣ୍ଡରେ ରଥ ଗଡିବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ପରେ…

ମହାପ୍ରଭୁଙ୍କ ‘ଘୋଷଯାତ୍ରା’କୁ ସୁପ୍ରିମ୍ ଅନୁମତି: କେବଳ ପୁରୀରେ ବିନା ଭକ୍ତରେ ଗଡିବ ରଥ, ଅନ୍ୟ କେଉଁଠି ନୁହେଁ; କରୋନା…

କନକ ବ୍ୟୁରୋ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ…

‘ରଥଯାତ୍ରା’କୁ ନେଇ ଆସିଲା ବଡ ଖବର । ଚଳିତ ବର୍ଷ ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ବିଶ୍ୱ…

କନକ ବ୍ୟୁରୋ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆସିଲା ସୁପ୍ରିମ ରାୟ । ପୂର୍ବ ନିଷ୍ପତିକୁ ବଦଳାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଚଳିତ ବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମିଳିଲା ଅନୁମତି । ବିନା ଭକ୍ତରେ ବଡଦାଣ୍ଡରେ ରଥଯାତ୍ରା ପାଇଁ ଅନୁମତି ଦେଲେ…

ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଲା; ଭୁବନେଶ୍ୱର ମହାନଗର…

କନକ ବ୍ୟୁରୋ: ଭୁବନେଶ୍ୱରରରୁ ଆଜି ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯…