Daily Archives

June 20, 2020

ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି: ସୁବାସ ନଗର ବସ୍ତିରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ…

କନକ ବ୍ୟୁରୋ: ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି । ଡୁମଡୁମା ସୁବାସ ନଗର ବସ୍ତିରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଠୋର ହେଲା କଟକଣା । ନିର୍ଦ୍ଧିଷ୍ଟ ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।…

ଫେୟାରନେସ୍ ପ୍ରଡ଼କ୍ଟ ଉପରେ ସାମାଜିକ ଚାପ ! ଭାରତରେ ବନ୍ଦ ହେବ କ୍ଲିନ୍ ଆଣ୍ଡ୍ କ୍ଲିୟର୍ ଫେୟାରନେସ୍ ପ୍ରଡ଼କ୍ଟ , ବିକ୍ରି…

ନିକଟରେ ବିଶ୍ୱସ୍ତରରେ କଳାଗୋରା ଭେଦଭାବକୁ ନେଇ ଖୁବ୍ ତର୍କବିତର୍କ ଚାଲିଥିଲା । ସୋସିଆଲ୍ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥିଲା । କିଛି ବହିରେ କଳାଗୋରାର ଭେଦଭାବ ନଜରକୁ ଆସିବା କ୍ଷଣି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କଳାଗୋରା ଭେଦଭାବ…

ମୋତେ ଛୁଅନି ମୁଁ କରୋନା ପଜିଟିଭ…ବିଚ୍ ରାସ୍ତାରେ ଉନ୍ମକ୍ତ କାଣ୍ଡ…ମୁଁ କରୋନା ସଂକ୍ରମିତ କହି କାର ଆଗରେ…

କନକ ବ୍ୟୁରୋ: ମୋତେ ଛୁଅନି ମୁଁ କରୋନା ପଜିଟିଭ । ଏମିତି କହି ହଠାତ୍ ରାସ୍ତାରେ ଯାଉଥିବା ଏକ କାର ସାମ୍ନାରେ ଶୋଇପଡିଲେ ଯୁବକ । ଚାହୁଁ ଚାହୁଁ ଶୂନଶାନ ରାସ୍ତାଟି ପାଲଟିଗଲା ଜନସମୁଦ୍ର । ଶୁକ୍ରବାର ଦିନ ଏଭଳି କିଛି ଘଟିଥିଲା ଉତର ପ୍ରଦେଶ ମେରଠ ସହରରେ । ଜଣେ ଯୁବକଙ୍କ ଅମାନିଆ କାଣ୍ଡକୁ ନେଇ…

ଭାରତ ଆକାଶରେ ପାକିସ୍ତାନୀ ଡ୍ରୋନ୍: ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାରେ ଧରାପଡିଲା ପାକ୍ ଡ୍ରୋନ୍

କନକ ବ୍ୟୁରୋ: ଚୀନ୍ ସହିତ ସୀମା ବିବାଦର ଖବର ଭିତରେ ଏବେ ପାକିସ୍ତାନ ଭାରତ ଆକାଶରେ ଗୁଇନ୍ଦାଗିରି କରିବାକୁ ଉଦ୍ୟମ କରିଛି । ଭାରତ ଆକାଶରେ ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ୍ । ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ…

ପୁରୀରେ ରଥଯାତ୍ରା ହେବ କି ନାହିଁ , ଦ୍ୱନ୍ଦ୍ୱ ଭିତରେ ସାମ୍ନାକୁ ଆସୁଛି ଭିନ୍ନ ମତ: ବରିଷ୍ଠ ବିଜେପି ନେତା ଖାରବେଳ…

କନକ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ । ଏବେ ବି ସୁପ୍ରିମକୋର୍ଟରେ ଅଛି ବଲ୍। ରଥ ଯାତ୍ରା ବନ୍ଦ କରିବାକୁ କୋର୍ଟ ରାୟ ଦେବା ପରେ ପୁନଃବିଚାର ପାଇଁ ଦାବି ହୋଇଛି । ତେବେ ପୁରୀ ରଥଯାତ୍ରା ହେଲେ ବିଶ୍ୱକୁ ଏକ ନକରାତ୍ମକ ବାର୍ତ୍ତା ଯିବ । ଅନ୍ତର୍ଜାତୀୟ ସମୁଦାୟରେ ଭରତର ଛବି ତଳକୁ…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର: ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଚିକିତ୍ସା ପାଇଁ…

କନକ ବ୍ୟୁରୋ: ରାଜ୍ୟର ପରିଚିତ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦିନେ ଆଲବମରେ ଅଭିନୟ କରି ଲୋକଙ୍କୁ ମନୋରଂଜନ କରୁଥିଲେ ଏହି…