Daily Archives

June 2, 2020

ଭୁବନେଶ୍ୱର ବିଜେପିରେ କେଁ? ‘ପଦ୍ମ’ ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ଦେଲେ…

କନକ ବ୍ୟୁରୋ: ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଲେ ଜଗନ୍ନାଥ । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ…

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମଡେସିବିର ମେଡିସିନକୁ କେନ୍ଦ୍ରର ହଁ । ଗୁରୁତର ଆକ୍ରାନ୍ତଙ୍କ ପାଇଁ ବ୍ୟବହାର…

କନକ ବ୍ୟୁରୋ: ମହାମାରୀ କରୋନା କାୟା ବିସ୍ତାର କରଚାଲିଛି । ବିଶ୍ୱରେ ଏହି ଭାଇରସ ୩ଲକ୍ଷ ୭୭ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବାବେଳେ ୬୩ଲକ୍ଷରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ କରୋନା ଭ୍ୟାକ୍ସିନ ନେଇ ଅନେକ ଗବେଷଣା ମଧ୍ୟ ଚାଲିଛି । ବିଶେଷଜ୍ଞମାନେ କହୁଛନ୍ତି କି ଅନେକ ବର୍ଷ…

ଦୁଇ ଦିନ ଯାଏଁ ଓଡ଼ିଶାକୁ ସତର୍କ ଘଣ୍ଟି ! ଆସନ୍ତା ୪୮ ଘଣ୍ଟା ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ…

କନକ ବ୍ୟୁରୋ: ଓଡ଼ିଶାକୁ ସତର୍କ ଘଣ୍ଟି । କରୋନା ଲଢ଼େଇ ଭିତରେ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ସହ ବଜ୍ରପାତ ବିପଦ ଥିବା…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା: ଜାଣନ୍ତୁ ଶ୍ରୀକ୍ଷେତ୍ରର କେଉଁଠୁ କେଉଁ ଯାଏଁ ଲାଗୁ ହେବ ୧୪୪; ଶ୍ରୀମନ୍ଦିର…

କନକ ବ୍ୟୁରୋ: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକଠାରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଥିବା ବେଳେ ୪ ତାରିଖରୁ ୬ ତାରିଖ ଯାଏଁ କଟକଣା ଲାଗୁ ହେବ । ନୀତି ସୁପରିଚାଳନା…

ଓଡ଼ିଶା ପାଇଁ ଖୁସି ଖବର: ପୁଣି କରୋନାରୁ ୮୦ ସୁସ୍ଥ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୩୨୫କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର  । ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ଏକାଥରେ ୮୦ ଆକ୍ରାନ୍ତ । ଏକାଥରେ ୧୪ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୮୦ କରୋନା ଆକ୍ରାନ୍ତ । ତେବେ ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼ରୁ ୩,…

ପୁଣି ନବୀନ ନମ୍ବର ୱାନ୍ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା ଶୀର୍ଷରେ ପୁଣି ନବୀନ । ସି-ଭୋଟର ସର୍ଭେରେ ୮୨.୯୬%…

କନକ ବ୍ୟୁରୋ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ପକ୍ଷରୁ କରାଯାଇଥିବା ଷ୍ଟେଟ ଅଫ ଦି ନେସନ ୨୦୨୦ –ମେ ସର୍ଭେ ପରେ ଏହି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ…