Daily Archives

June 2, 2020

ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ବାହାରିଲା ସ୍ଥାନୀୟ ସଂକ୍ରମଣ: ୩୧ ଜଣ ସ୍ଥାନୀୟ ଲୋକଙ୍କଠାରେ…

କନକ ବ୍ୟୁରୋ: ରାଜ୍ୟରେ ଆଜି ୧୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରେ ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି । ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଢେଙ୍କାନାଳ କାମାକ୍ଷାନଗର ହସ୍ପିଟାଲରେ ଅଭାବନୀୟ ଘଟଣା: ଟର୍ଚ୍ଚ ଲାଇଟରେ କରାଗଲା ଅପରେସନ; କାଳବୈଶାଖୀ ଯୋଗୁଁ…

କନକ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ହସ୍ପିଟାଲରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟର୍ଚ୍ଚ ଲାଇଟରେ ଅପରେସନ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କ୍ୟାମେରାରେ କଏଦ ହେଲା ଅପରେସନର ପୁରା ଦୃଶ୍ୟ । କାଳବୈଶାଖୀ ବର୍ଷା ଯୋଗୁଁ ହସ୍ପିଟାଲରେ ଲାଇନ କଟି ଯାଇଥିବାରୁ ମୋବାଇଲ ଟର୍ଚରେ…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥିତିରେ ସମୀକ୍ଷା ପରେ ସଜାଗ ରହିବାକୁ ନବୀନଙ୍କ ପରାମର୍ଶ; ୫…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଙ୍ଗପାଳ ଚିନ୍ତା । ଏ ନେଇ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କୃଷି ନିର୍ଦ୍ଦେଶ କହିଛନ୍ତି, ପଙ୍ଗପାଳ ଏବେ ଛତିଶଗଡରୁ ମଧ୍ୟପ୍ରଦେଶ ଆଡେ ମୁହାଁଇଛନ୍ତି । ଓଡିଶା ଆସିବାର ସମ୍ଭାବନା ବି ରହିଛି । ପବନର ଦିଗ ଅନୁସାରେ…

କରୋନା ଭୁତାଣୁରେ ଆକ୍ରାନ୍ତ ହେଲେ ୱାଜିଦଙ୍କ ମା’ : ପୁଅ ମୃତ୍ୟୁର ଏଯାଏଁ ମିଳିନି ଖବର ।

ଗତକାଲି ବଲିଉଡର ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କର ପରଲୋକ ଘଟିଛି । ତାଙ୍କ ଦେହାନ୍ତରେ ସମ୍ପୁର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ସଂଗୀତ ଜଗତର ଚର୍ଚ୍ଚିତ ଯୋଡି ସାଜିଦ୍-ୱାଜିଦଙ୍କ ଭିତରୁ ୱାଜିଦଙ୍କୁ ଝୁରୁଛି ବଲିଉଡ୍ । ପ୍ରଥମେ କିଡନୀ ରୋଗ ଏବଂ ପରେ…

ଲକଡ଼ାଉନ୍ ସମୟରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରି ରେକର୍ଡ କଲା ଉତ୍ତରପ୍ରଦେଶ : ୨ ମାସରେ ବଣ୍ଟାଗଲା ୨୯.୬୬ ଲକ୍ଷ…

ବର୍ତ୍ତମାନ ଦେଶରେ ଲକଡ଼ାଉନର ଲହରୀ ଚାଲିଛି । ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କ ପାଇଁ ଭୁତାଣୁ ଭୟ କମ୍ ଭୋକର ଭୟ ଅଧିକ ବଢିଯାଇଛି । ସବୁ ରାଜ୍ୟର ସରକାର ଏବଂ ସମାଜସେବୀ ସେଠାକାର ଗରିବ , ଅସହାୟଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ମାନବିକତାକୁ ବଂଚାଇ ରଖିଛନ୍ତି ।  ତେବେ ଏହି ଲକଡ଼ାଉନ୍ ର ୨ ମାସ…

ଆରବ ସାଗରରେ ବାତ୍ୟା ନିସର୍ଗ ମହାରାଷ୍ଟ୍ର-ଗୁଜରାଟ ମୁହାଁ : ମୁକାବିଲା ପାଇଁ ଦୁଇ ରାଜ୍ୟରେ ରେଡ ଆଲର୍ଟ ଜାରିକଲା…

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତ ହୋଇ ରହିଛି । ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଆକାରରେ ସ୍ଥଳ ଭାଗ ଆଡକୁ ମୁହାଁଇବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ନିସର୍ଗ ଜୁନ୍ ୩ତାରିଖରେ ମହାରାଷ୍ଟ୍ର ଓ ଗୁଜରାଟର ମଧ୍ୟଭାଗରେ ସ୍ଥଳଭାଗ…