Daily Archives

June 2, 2020

ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା ।

କନକ ବ୍ୟୁରୋ : ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା । ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ ସ୍କୁଲ କଲେଜ୍ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ପରୀକ୍ଷା ହୋଇପାରିବ । କେନ୍ଦ୍ର ସରକାର ଅନଲକ୍-୧ ଘୋଷଣା କରିବା ପରେ ଗତକାଲି…

ସାମୁଦ୍ରିକ ଝଡ଼ର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା ‘ନିସର୍ଗ’ । କାଲି ଅପରାହ୍ଣରେ ଗୁଜରାଟର ହରିହରେଶ୍ୱର ଏବଂ…

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ନିସର୍ଗ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ପାଇଁ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ହାଇଆର୍ଲଟ ଜାରି କରାଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବତ୍ୟାକୁ ନେଇ ପୁରା ସଜାଗ ରହିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ବାତ୍ୟାକୁ…

ପାଣିପାଗ ସହ କରୋନାର ସମ୍ପର୍କ କ’ଣ? ଚମକାଇଦେଲା ସିଡନୀ ୟୁନିଭରସିଟି ରିପୋର୍ଟ, ଶୀତ ଦିନରେ ଆହୁରି ବଢିପାରେ ସଂକ୍ରମଣ ।

କନକ ବ୍ୟୁରୋ: ପାଣିପାଗ ସହ କରୋନାର କଣ ସମ୍ପର୍କ ରହିପାରେ ସେନେଇ ବିଶେଷଜ୍ଞ ମାନେ ନିଜର ଗବେଷଣା ଜାରି ରଖିଛନ୍ତି । ଆଉ ଠିକ ଏତିକି ବେଳେ ସିଡିନି ବିଶ୍ୱବିଦ୍ୟାଳୟ ରଖିଛି ଏକ ବଡ ତଥ୍ୟ । ଅଷ୍ଟ୍ରେଲିଆରେ କୋଭିଡ ୧୯ ସଂକ୍ରମଣକୁ ଅନୁଧ୍ୟାନ କରିବା ପରେ ସିଡିନି ବିଶ୍ୱବିଦ୍ୟାଳୟ କହିଛି ଶୀତ…

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ୪ ତାରିଖରୁ ୬ ତାରିଖ ଯାଏଁ କଟକଣା । ଶ୍ରୀମନ୍ଦିର ପ୍ରଶାସନକୁ…

କନକ ବ୍ୟୁରୋ : ଦୁଇ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବିନା ଭକ୍ତରେ ଏହି ଉତ୍ସବକୁ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ସତର୍କତା ଦୃଷ୍ଟିରୁ ଶ୍ରୀମନ୍ଦିର…

ଛତିଶଗଡରେ ପହଁଚିଥିବା ପଙ୍ଗପାଳଙ୍କ ଗତିବିଧି ଉପରେ ଓଡିଶାର ନଜର । ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ସୀମାନ୍ତ ଜିଲ୍ଲାରେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଙ୍ଗପାଳ ଚିନ୍ତା । ଏ ନେଇ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କୃଷି ନିର୍ଦ୍ଦେଶ କହିଛନ୍ତି, ପଙ୍ଗପାଳ ଏବେ ଛତିଶଗଡରୁ ମଧ୍ୟପ୍ରଦେଶ ଆଡେ ମୁହାଁଇଛନ୍ତି । ଓଡିଶା ଆସିବାର ସମ୍ଭାବନା ବି ରହିଛି । ପବନର ଦିଗ ଅନୁସାରେ…

ଜୁନ୍ ମାସରେ ବଢିପାରେ କରୋନା । ପ୍ରବାସୀ ଫେରନ୍ତା ଓ ମୌସୁମୀ ବଢାଇପାରେ ସଂକ୍ରମଣ, ଜୁନ୍ ମାସ ପାଇଁ ସତର୍କ ସରକାର ।

କନକ ବ୍ୟୁରୋ : ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି । ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା । କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର । ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ…