ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା ।

12,606

କନକ ବ୍ୟୁରୋ : ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା । ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ ସ୍କୁଲ କଲେଜ୍ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ପରୀକ୍ଷା ହୋଇପାରିବ ।

କେନ୍ଦ୍ର ସରକାର ଅନଲକ୍-୧ ଘୋଷଣା କରିବା ପରେ ଗତକାଲି ରାଜ୍ୟ ସରକାର ଆଣିଥିଲେ ନୂଆ ଗାଇଡଲାଇନ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁଲାଇ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.