Browsing Category

ଦେଶ ବିଦେଶ

ତୁର୍କୀରୁ ୫କମାଣ୍ଡରକୁ ନିଜ ଦେଶକୁ ଫେରାଇ ଆଣିଲା ୟୁକ୍ରେନ୍ । ବନ୍ଦୀ ବଦଳ ଚୁକ୍ତିନାମାର ଉଲଂଘନ’ ବୋଲି ଋଷର ଅଭିଯୋଗ

ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର ଉଲ୍ଲଂଘନ’…
Read More...

ଶରଦଙ୍କୁ ଛାଡୁଛନ୍ତି, ଅଜିତଙ୍କ ହାତ ଧରୁଛନ୍ତି । ମହାରାଷ୍ଟ୍ରରେ ଧୀରେ ଧୀରେ ବଢୁଛି ଅଜିତଙ୍କ ପାୱାର । ଗୋଷ୍ଠୀ…

କନକ ବ୍ୟୁରୋ: ଶରଦ ପାୱାରଙ୍କ ସହ ବିଦ୍ରୋହ ପରେ ଏବେ ଧୀରେ ଧୀରେ ବଢିବାକୁ ଲାଗୁଛି ଅଜିତ୍ ପାୱାରଙ୍କ ପାୱାର । ମହାରାଷ୍ଟ୍ରରେ ଏବେ ବିଧାୟକଙ୍କ ଅଦଳବଦଳ ଚାଲିଥିବାବେଳେ, ଅଜିତଙ୍କ ଗୋଷ୍ଠୀ ଧୀରେ ଧୀରେ ଆହୁରି ଅଧିକ ଶକ୍ତିଶାଳୀ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଶରଦ ପାୱାର ନିଜ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତରେ ଆସିପାରେ ଖୁସି ଖବର । ବଢିବ ଭାରତୀୟ ନୌସେନାର ବଳ । ଭାରତୀୟ ନୌସେନାକୁ…

କନକ ବ୍ୟୁରୋ: ପୁଣି ବଢିବ ଭାରତୀୟ ନୌସେନାର ବଳ । ଡରିବେ ଭାରତର ପଡୋଶୀ ଶତ୍ରୁ । ଗତ କିଛି ବର୍ଷ ଧରି ସୀମାରେ ଆହୁରି ସଶକ୍ତ ହେଉଥିବା ଭାରତୀୟ ନୌସେନାର ବଳ ଆହୁରି ଅଧିକ ବଢିବାକୁ ଯାଉଛି । ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ଆସିବାକୁ ଯାଉଛି ଆଉ ୨୬ଟି ରାଫେଲ ବିମାନ । ସମ୍ଭବତଃ…
Read More...

ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ମହାରାଷ୍ଟ୍ରରେ ପାୱାର ପଲିଟିକ୍ସ । ଅର୍ଥ ମନ୍ତ୍ରାଳୟକୁ ନେଇ ଛିଡୁନି ଅଙ୍କ? କିଏ ହେବ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘମାସନ ଭିତରେ ପାୱାର ପଲିଟିକ୍ସର ଗେମ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ହେଇସାରିଥିବାବେଳେ, ଏବେ ବିଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଉଁ ନେତା କେଉଁ ବିଭାଗ ପାଇବେ?…
Read More...

୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି : ୧୮ରେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏର ବୈଠକ; ବିହାରରୁ ୩ ଦଳର ନେତା…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରସ୍ତୁତି । ୧୮ ତାରିଖରେ ଦିଲ୍ଲୀରେ ଏହି ବୈଠକ ବସିବ । ବିରୋଧୀ ଏକାଠି ହୋଇ ପାଟନା ପରେ ଏବେ ବେଙ୍ଗାଲୁରୁରେ ବୈଠକ କରିବାକୁ ଯାଉଛନ୍ତି । ଆଉ ଏହାରି ଭିତରେ ଏନଡିଏ ମଧ୍ୟ ବୈଠକ ପାଇଁ ପ୍ରସ୍ତୁତି…
Read More...

ପଶ୍ଚିମବଙ୍ଗର ୬୦୪ ବୁଥରେ ଆଜି ସାନି ନିର୍ବାଚନ : ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ ପରେ ପୁଣି ମତଦାନ ପାଇଁ ରାଜ୍ୟ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଶନିବାର ହୋଇଥିବା ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଆଜି ପୁଣି ହିଂସାକାଣ୍ଡ ଘଟିଥିବା ୬୦୪ ବୁଥରେ ସାନି ନିର୍ବାଚନ ହେବ । ନଦିଆ ପୁରଲିଆ, ମାଲଦା, ମୁର୍ଶିଦାବାଦ, ବୀରଭୂମି, ଜଲପାଇଗୁଡି,…
Read More...

ବିଶ୍ୱକପକୁ ବୟକଟ୍ କରିବାକୁ ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ଧମକ । କହିଲେ, ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ…

କନକ ବ୍ୟୁରୋ: ଆସନ୍ତା ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ଆଉ ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ…
Read More...

ଦିଲ୍ଲୀରେ ଲାଗୁ ହେବ ଗୁଜରାଟର ଆଇନ୍ ! କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନୂଆ ଆଇନ୍ ପାଇଁ ସୁପାରିଶ କଲେ ଦିଲ୍ଲୀ ଉପରାଜ୍ୟପାଳ…

କନକ ବ୍ୟୁରୋ: ଦିଲ୍ଲୀରେ ଲାଗୁହେବ ଗୁଜରାଟର ଆଇନ୍ । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’ ଲାଗୁ କରିବାକୁ ସୁପାରିଶ କରିଛନ୍ତି । ଏ ସମ୍ପର୍କରେ ସେ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ…
Read More...

ବର୍ଷାର ପ୍ରକୋପ ଜାରି । ବଦ୍ରିନାଥ ଜାତୀୟ ରାଜପଥ, ଅଟଳ ଟନେଲ ବନ୍ଦ

କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷ ୪୧ ବର୍ଷର ରେକର୍ଡ ଭାଙ୍ଗିିସାରିଥିବା ବେଳେ ଅନ୍ୟପଟେ ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ସମେତ ପଞ୍ଜାବ, ହରିୟାଣା…
Read More...

ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି । ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ…
Read More...