Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କ ଆଧାର ନମ୍ବରରେ କେତୋଟି ମୋବାଇଲ କନେକ୍ସନ୍ ଚାଲୁଛି ? ଜାଣି ନିଅନ୍ତୁ, ନଚେତ୍ ହୋଇପାରେ ଏହି ମହିଳାଙ୍କ ଭଳି…

ଗତ କିଛି ଦିନ ହେବ ଭାରତରେ ଆଧାରର ବଡ ଚର୍ଚ୍ଚା ହେଉଛି । କାହିଁକି ନ ହେବ ? ପ୍ରତ୍ୟେକ ଜିନିଷରେ ଆଧାର ଲିଙ୍କ କରିବା ଜରୁରୀ ହୋଇଯାଇଥିଲା ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକଙ୍କୁ ଆଶ୍ୱସ୍ଥି ମିଳିଛି । କିନ୍ତୁ ଆଧାର ଉପରେ ଶୁଣାଣି ହେବା ପୂର୍ବରୁ ଏହି ମହିଳାଙ୍କ ସହିତ ଆଧାର…
Read More...

ସପିଂ ମଲ୍ ବାଥରୁମରେ ପଡି ରହିଥିଲା ଲକ୍ଷ ଲକ୍ଷ ଟଙ୍କାର ୧ ହଜାର ଓ ୫୦୦ ଟଙ୍କିଆ ପୁରୁଣା ନୋଟ୍ ! କେଉଁଠୁ ଆସିଲା ଏତେ…

ସପିଂ ମଲରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ନୋଟ୍ । ନୋଏଡା ସହରର ନାମିଦାମୀ ଡିଏଲଏଫ୍ ମଲର ମହିଳା ୱାସରୁମରୁ ସାତ ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ ହେବା ପରେ ମଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେକ୍ଟର ୧୮ ସ୍ଥିତ ମଲର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦର୍ଶାଇ କୌଣସି ଜଣେ ମହିଳା ଏହି…
Read More...

ଅଷ୍ଟମ ପାସଙ୍କ ପାଇଁ ଜବରଦସ୍ତ ଚାକିରୀ : ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମାସିକ ଦରମା ୧୬…

କଲିକତା ହାଇକୋର୍ଟ ତରଫରୁ ଗ୍ରୁପ୍ ଡି (ପିଅନ, ଦରୱାନ, ନାଇଟ୍ ଗାର୍ଡ ଏବଂ ସୁଇପର ତଥା କ୍ଲିନର) ଆଦି ପଦରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ନିୟମାବଳୀ ଅନୁସାରେ ଆବେଦନ କରିପାରିବେ । ପଦବୀ ସଂପର୍କିତ ତଥ୍ୟ ପଦବୀ…
Read More...

ବାଲି ତଳେ ବିସ୍ଫୋଟକ ! ଗଙ୍ଗାତଟ ବାଲିପଟାରେ ପୋତା ହୋଇଥିଲା କିଛି ଏଭଳି ଜିନିଷ,ଯାହାକୁ ଦେଖି ଲୋକେ ହେଲେ ଆଚମ୍ବିତ ।

ବିହାରର ମୁଙ୍ଗେର ପୋଲିସ୍ ଶନିବାର ଗଙ୍ଗାକୂଳରେ ହଠାତ୍ କିଛି ଖୋଜିବାକୁ ଲାଗିଥିଲେ । ଏତେ ମାତ୍ରାରେ ପୋଲିସ୍ କର୍ମଚାରୀ କାହିଁକି ଗଙ୍ଗା ତଟରେ ଖୋଳାଖୋଳି କରୁଛନ୍ତି ଭାବି ସ୍ଥାନୀୟ ବାସିନ୍ଦାଙ୍କର ସେଠାରେ ଗହଳି ଜମିଲା । ଉତ୍କଣ୍ଠାର ସହ ସବୁ କ’ଣ ବାହାରିବ ଏହା ନେଇ ଚାହିଁ ରହିଥିଲେ ।…
Read More...

ରାଷ୍ଟ୍ରପତି ଭବନରେ ସାପ ! ପାଇପରେ ଫସିରହିଥିଲା ନାଗ ଛୁଆ, ଉଦ୍ଧାରକଲେ ବନ୍ୟଜୀବ ସଂଗଠନ ଟିମ୍ ।

ରାଷ୍ଟ୍ରପତି ଭବନର ଏକ ଗେଟ୍ ପାଖରେ ଶନିବାର ଏକ ନାଗସାପ ଛୁଆ ମିଳିଛି । ଯାହାକୁ ଏକ ବନ୍ୟଜୀବ ସଂଗଠନ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ, ବର୍ଷାଜଳ ନିଷ୍କାସନ ପାଇପରେ ଏକ ନାଗ ସାପ ଛୁଆ ରହିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ଏକ ବନ୍ୟଜୀବ ସଂଗଠନ…
Read More...

ଯଦି କେହି ଆପଣଙ୍କ ନାଁରେ କରୁଛି ମିଥ୍ୟା ଅଭିଯୋଗ ! ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ,ପୋଲିସ୍ ବି କରିପାରିବନାହିଁ…

ଯଦି କେହି ଆପଣଙ୍କ ବିରୋଧରେ ଥାନାରେ କୌଣସି ମିଥ୍ୟା ଅଭିଯୋଗ ତଥା ମିଛ ଏଫଆଇଆର ଦାଖଲ କରିଛନ୍ତି ତେବେ ଆପଣ ତାଙ୍କୁ ଚ୍ୟାଲେଂଜ କରିପାରିବେ । ଏଭଳି ପରିସ୍ଥିତିରେ ଆପଣଙ୍କ ନିକଟରେ ଥିବା ସମସ୍ତ ପ୍ରମାଣପତ୍ର ତଥା ଦସ୍ତାବିଜ ଯଦି ସଠିକ୍ ହୋଇଥିବ ତେବେ ଆପଣଙ୍କୁ କୋର୍ଟ ଜରିଆରେ ଆଶ୍ୱସ୍ତି…
Read More...

ଏହି ୫ଟି ସଙ୍କେତକୁ ଆଦୌ କରନ୍ତୁନି ଅଣଦେଖା, କୌଣସି ବି ମୁହୂର୍ତ୍ତରେ ନେଇପାରେ ଆପଣଙ୍କ ଜୀବନ । ଜାଣନ୍ତୁ ହାର୍ଟ ଆଟାକର…

ଆପଣ ଅଧିକାଂଶ ଲୋକଙ୍କ ସଂପର୍କରେ ଶୁଣିଥିବେ ଯେଉଁମାନଙ୍କର ମୃତ୍ୟୁ ହାର୍ଟଆଟାକ୍ ଜନିତ କାରଣରୁ ଘଟିଛି । ଏହି ରୋଗ ଏଭଳି ନୁହେଁ ଯେ, କାହାକୁ ବି ହଠାତ୍ ହୋଇଯିବ । ହାର୍ଟ ଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ । ଏସଂପର୍କରେ ନଜାଣିବା କାରଣରୁ ଅଧିକାଂଶ ସମୟରେ ଲୋକେ…
Read More...

ଉଚ୍ଚଶିକ୍ଷା ପାଇଁ ବ୍ରିଟେନ୍ କାଉନସିଲର ବଡ ଘୋଷଣା ! ୫୦୦ ଜଣ ଭାରତୀୟ ଛାତ୍ରଙ୍କୁ ସ୍କଲାରସିପ୍ ଦେବ ବ୍ରିଟିଶ ।

ଭାରତରେ ବ୍ରିଟିଶ କାଉନସିଲର ନିର୍ଦ୍ଦେଶକ ଏଲନ୍ ଜେମେଲ୍ ଓବେ କହିଛନ୍ତି, ବ୍ରିଟେନର ବିଶ୍ୱବିଦ୍ୟାଳୟରେ ଆକାଡେମିକ୍ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଯାୟୀ, କାଉନସିଲ୍ ଦେଶର ୫୦୦ ଜଣ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ । ଓବେ କହିଛନ୍ତି, ବ୍ରିଟିଶ କାଉନସିଲ୍ ଚଳିତବର୍ଷ ବ୍ରିଟେନର ୪୪ଟି…
Read More...

ପୁଣି ଥରେ ସାମନାକୁ ଆସିଲା ପୋଲିସର ଅମାନବୀୟ କାଣ୍ଡ । ଅଭିଯୁକ୍ତକୁ ଜେଲ ପଠାଇବା ପରିବର୍ତ୍ତେ ଦୁଷ୍କର୍ମ ପୀଡିତାଙ୍କୁ…

କନକ ବ୍ୟୁରୋ : କିଛି ଦିନ ହେବ ଉତ୍ତରପ୍ରଦେଶରେ ଘଟୁଥିବା ଘଟଣାକୁ ନେଇ ଯୁପି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଉତ୍ତରପ୍ରଦେଶର ମେରଠରେ ପୁଲିସର ଏକ ନୂଆ କାରନାମା ଦେଖିବାକୁ ମିଳିଛି । ପୋଲିସ ଦୁଷ୍କର୍ମର ୫ମାସ ପରେ ଅଭିଯୁକ୍ତକୁ ଗିରଫ କରି ନ ଥିବା ବେଳେ ୫ମାସ…
Read More...

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର ! ହେବାକୁ ପଡିବନି ପୋଲିସ ତଦନ୍ତର…

ଏଣିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆଉ ପୁଲିସ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବରଂ ଏହା ପରିବର୍ତ୍ତେ ୨ ହଜାର ଟଙ୍କାର ପୁରସ୍କାର ରାଶି ସହିତ ମିଳିବ ପ୍ରମାଣପତ୍ର । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରତି ଦାୟିତ୍ୱ ଓ ସମ୍ବେଦନଶୀଳତା ସୃଷ୍ଟି…
Read More...