Browsing Category

ସ୍ପେଶାଲ୍ ରିପୋର୍ଟ

ଉଚ୍ଚଶିକ୍ଷା ପାଇଁ ବ୍ରିଟେନ୍ କାଉନସିଲର ବଡ ଘୋଷଣା ! ୫୦୦ ଜଣ ଭାରତୀୟ ଛାତ୍ରଙ୍କୁ ସ୍କଲାରସିପ୍ ଦେବ ବ୍ରିଟିଶ ।

ଭାରତରେ ବ୍ରିଟିଶ କାଉନସିଲର ନିର୍ଦ୍ଦେଶକ ଏଲନ୍ ଜେମେଲ୍ ଓବେ କହିଛନ୍ତି, ବ୍ରିଟେନର ବିଶ୍ୱବିଦ୍ୟାଳୟରେ ଆକାଡେମିକ୍ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଯାୟୀ, କାଉନସିଲ୍ ଦେଶର ୫୦୦ ଜଣ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ । ଓବେ କହିଛନ୍ତି, ବ୍ରିଟିଶ କାଉନସିଲ୍ ଚଳିତବର୍ଷ ବ୍ରିଟେନର ୪୪ଟି…
Read More...

ପୁଣି ଥରେ ସାମନାକୁ ଆସିଲା ପୋଲିସର ଅମାନବୀୟ କାଣ୍ଡ । ଅଭିଯୁକ୍ତକୁ ଜେଲ ପଠାଇବା ପରିବର୍ତ୍ତେ ଦୁଷ୍କର୍ମ ପୀଡିତାଙ୍କୁ…

କନକ ବ୍ୟୁରୋ : କିଛି ଦିନ ହେବ ଉତ୍ତରପ୍ରଦେଶରେ ଘଟୁଥିବା ଘଟଣାକୁ ନେଇ ଯୁପି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଉତ୍ତରପ୍ରଦେଶର ମେରଠରେ ପୁଲିସର ଏକ ନୂଆ କାରନାମା ଦେଖିବାକୁ ମିଳିଛି । ପୋଲିସ ଦୁଷ୍କର୍ମର ୫ମାସ ପରେ ଅଭିଯୁକ୍ତକୁ ଗିରଫ କରି ନ ଥିବା ବେଳେ ୫ମାସ…
Read More...

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର ! ହେବାକୁ ପଡିବନି ପୋଲିସ ତଦନ୍ତର…

ଏଣିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆଉ ପୁଲିସ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବରଂ ଏହା ପରିବର୍ତ୍ତେ ୨ ହଜାର ଟଙ୍କାର ପୁରସ୍କାର ରାଶି ସହିତ ମିଳିବ ପ୍ରମାଣପତ୍ର । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରତି ଦାୟିତ୍ୱ ଓ ସମ୍ବେଦନଶୀଳତା ସୃଷ୍ଟି…
Read More...

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି ! ଏଣିକି ରେଳ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି ।

ଏଣିକି ରେଳ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଅପାଠୁଆ ସ୍ତ୍ରୀଙ୍କୁ ମିଳିବ ଚାକିରି। ରେଲୱେ ତରଫରୁ ଦେଶରେ ଏପରି ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହାଦ୍ୱାରା କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ। କେବଳ ଏତିକି ନୁହେଁ ଘର…
Read More...

ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା ! ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇ ଥିବା ସ୍ୱୀକାରକଲା ଫେସବୁକ୍ ।

କନକ ବ୍ୟୁରୋ : ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା । ପ୍ରାୟ ୫କୋଟି ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ ଚୋରି କରିଥିବା ସ୍ୱୀକାର କଲେ ସିଇଓ ମାର୍କ ଜୁକରବର୍ଗ  । କମ୍ପ୍ୟୁଟର ନେଟୱର୍କ ଉପରେ ହମଲା କରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇଥିବା ସ୍ୱୀକାର କରିଛି ଫେସବୁକ୍…
Read More...

ସୁନାମୀ ଆଣିଥାଏ ମହା ପ୍ରଳୟ ! ଜାଣନ୍ତୁ ସମୁଦ୍ରରେ କାହିଁକି ସୃଷ୍ଟି ହୁଏ ସୁନାମୀ ଏବଂ ଏହାର କାରଣ କଣ ।

ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । ୨୦୦୪ରେ ମଧ୍ୟ ଇଣ୍ଡୋନେସିଆରେ ଏକ ମହାଭୟଙ୍କର ସୁନାମୀ ଆସିଥିଲା ଯାହାର ପ୍ରଳୟଙ୍କରୀ ପ୍ରଭାବ କେବଳ…
Read More...

ବିଶ୍ୱ ହୃଦୟ ଦିବସରେ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ ! ଜନ ସଚେତନତା ପାଇଁ ସମ୍ବାଦ-କନକ ନ୍ୟୁଜ ଓ କଳିଙ୍ଗ…

କନକ ବ୍ୟୁରୋ : ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା । ବିଶ୍ୱ ହୃତପିଣ୍ଡ ଦିବସରେ ଏକ ସର୍ଭେରୁ ଜଣାପଡିଛି, ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବା ସମ୍ଭାବନା  ଅଧିକ । ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଯୋଗୁଁ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ କରାଉଛି । ରିପୋର୍ଟ କହୁଛି, ମହିଳା…
Read More...

କେଇ ଘଣ୍ଟାର ମୃତ୍ୟୁ ପରେ ପୁଣି ଫେରିଲା ଜୀବନ ! ମୃତ୍ୟୁ ଶଯ୍ୟାରୁ ଜିଇଁ ଉଠିଲେ ମହିଳା, ବଖାଣିଲେ ସ୍ୱର୍ଗପୁରର କାହାଣୀ…

ଏମିତି ଏକ ଘଟଣା, ଯାହା ଆପଣଙ୍କ ଛାତି ଦୋହଲାଇ ଦେବ । ମୃତ୍ୟୁ ପରେ ପୁଣି ଥରେ ଯେ, କିଏ ଫେରି ଆସିବ ତାହା ସହଯେ କେହି ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏଭଳି ଏକ ଘଟଣା ପଞ୍ଜାବର ଗୁରୁଦାସପୁର ଠାରେ ସତ୍ୟତାରେ ପରିଣତ ହୋଇଛି । ମୃତ୍ୟୁର ୮ ଘଣ୍ଟା ପରେ ପୁଣି ଥରେ ଜିଇଁ ଉଠିଛନ୍ତି ଜଣେ…
Read More...

ବିପଦରେ ଗଣମାଧ୍ୟମ । ଯିଏ ସତକୁ ଆପଣଙ୍କ ସମ୍ମୁଖକୁ ଆଣନ୍ତି, ସେମାନେ ସୁରକ୍ଷିତ ନୁହନ୍ତି । ପୁଲିସ, ଦୁର୍ବୃତ୍ତ ଓ…

କନକ ବ୍ୟୁରୋ: ଓଡ଼ିଶାରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ଭ । ସାରା ରାଜ୍ୟରେ କିଛି ଦିନ ହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଆଉ ଚୁପ୍ ବସିଛି ପ୍ରଶାସନ । କାର୍ଯ୍ୟରତ ସାମ୍ବାଦିକ କେଉଁଠି ପୋଲିସ୍ ତ ଆଉ କେଉଁଠି ରାଜନେତା ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ଆକ୍ରମଣ । ତେବେ ଏଠି ପ୍ରଶ୍ନ…
Read More...

ମରିଗଲେ ହେଲେ ଭୁଲିଲେନି କର୍ତ୍ତବ୍ୟ । ମହାସୁନାମୀରେ ଆସିଲା ମାନବିକତାର ମହାନ ଚିତ୍ର । ନିଜେ ମରି ବଂଚାଇଲେ ଶହ ଶହ…

ଉତ୍ତର ଇଣ୍ଡୋନେସିଆର ସୁଲାବେସି ଦ୍ୱୀପରେ ଗତକାଲି ଆସିଥିବା ଭୂକମ୍ପ ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରଳୟ ସୃଷ୍ଟି କରିଛି ।୭.୫ ତୀବ୍ରତାର ଭୂକମ୍ପ ପରେ ୧୮ ଫୁଟ ଉଚ୍ଚକୁ ଉଠିଥିଲା ସମୂଦ୍ର ଜୁଆର । ସୁନାମି ଫଳରେ ସୁଲାବେସି ଦ୍ୱୀପରେ ଯେଉଁ ଜଳ ପ୍ରଳୟ ସୃଷ୍ଟି ହୋଇଛି ସେଥିରେ ଦିନକୁ ଦିନ ମୃତ୍ୟୂ…
Read More...