Browsing Category

ସ୍ପେଶାଲ୍ ରିପୋର୍ଟ

ଟ୍ରେନରେ ତତ୍କାଳ ଟିକେଟ୍ ପାଇଁ ନାହିନଥିବା ଅସୁବିଧା ଭୋଗୁଛନ୍ତି କି ? ଏହି ଗୋଟିଏ ଉପାୟ ଆପଣାଇ ୩୦ ସେକେଣ୍ଡରେ…

ଫେଷ୍ଟିଭ୍ ସିଜନର ଆରମ୍ଭ ହୋଇଯାଇଛି । ଏହି ସମୟରେ ମଲର ସେଲ୍ ଏବଂ ଯାତାୟତରେ ରିହାତି ପ୍ରତି ସମସ୍ତଙ୍କ ନଜର ଥାଏ । ଏଥିରେ ଅଧିକ ଟ୍ରେନ୍ ଟିକେଟ୍ ପାଇବା ପାଇଁ ଧସ୍ତାଧସ୍ତି ଲାଗିଥାଏ । ତେବେ ଅଧିକତର ମାମଲାରେ ଏଭଳି ହୋଇଥାଏ ଯେ ଆମେ କୌଣସି ପର୍ବପର୍ବାଣୀରେ ଯେତେବେଳେ ବି ବାହାରକୁ ଯିବାକୁ…
Read More...

ଯଦି ପେଟ୍ରୋଲ ଓ ଡିଜେଲ ଦର ୧୦୦ ଛୁଇଁବ ତେବେ କାମ କରିବନି ମେସିନ! ଜାଣନ୍ତୁ କାହିଁକି

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ଦେଶରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିବାକୁ ଆଉ ମାତ୍ର ୧୦ ଟଙ୍କାରୁ ମଧ୍ୟ କମ ରହିଛି । ତେଣୁ ଖୁବଶୀଘ୍ର ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ଆଉ ପେଟ୍ରୋଲ…
Read More...

ନାଁ ପକାଇଲେ ପାକିସ୍ତାନ ଅଫିସର ! ହାଇକ୍ଲାସ୍ ଅଫିସର ହୋଇ କରୁଥିଲେ ଚୋରୀ,ଭିଡିଓ ହେଲା ଭାଇରାଲ୍ ।

ପାକିସ୍ତାନର ଜଣେ ଅଧିକାରୀ ନିଜ ଆଚରଣ ଯୋଗୁଁ ହାସ୍ୟାସ୍ପଦ ଏବଂ ଲଜ୍ଜିତର ପାତ୍ର ହୋଇଛନ୍ତି । ଏହି ସରକାରୀ ଅଧିକାରୀ ଜଣକ ଏକ ଉଚ୍ଚ ସ୍ତରୀୟ ମିଟିଂଙ୍ଗ୍ ରେ ଚୋରୀ କରୁଥିବାର ନଜର ଆସିଛନ୍ତି । ତେବେ ଏହି ମହାଶୟ ଜଣକ କେଉଁ ମାମୁଲି ଅଧିକାରୀ ନୁହଁନ୍ତି,ସେ ହେଉଛନ୍ତି ଉପସଚିବ ହେଦର ଖାନ୍ ।…
Read More...

ମହଙ୍ଗା ପଡିଲା ଅପଶବ୍ଦ କହିବା ! ସାଙ୍ଗ କାଟିଲା ସାଙ୍ଗର ମୁଣ୍ଡ ।

କର୍ଣ୍ଣାଟକର ମଣ୍ଡୟା ଜିଲ୍ଲାରେ ଜଣେ ୨୪ ବର୍ଷୀୟ ପଶୁପତି ନାମକ ଯୁବକ ହଠାତ୍ ଥାନାରେ ଏକ କଟାମୁଣ୍ଡ ନେଇ ପହଞ୍ôଚଲେ । ପୋଲିସ୍ ଉକ୍ତ ଯୁବକକୁ ପଚରାଉଚରା କରିବାରୁ ଯୁବକ କଙ୍କାମୁଣ୍ଡକୁ ନିଜ ସାଙ୍ଗ ଗିରୀଶ କହି ପରିଚୟ ଦେବା ସହ ସେ ମା’ଙ୍କୁ ଅପଶବ୍ଦ ପ୍ରୟୋଗ କରି କହିବା ହେତୁ ଦୁହିଁଙ୍କ…
Read More...

ତେଲେଙ୍ଗାନା ପୋଲିସର ମହାନତା । ମା’ ପରୀକ୍ଷା ଦେଉଥିବା ସମୟରେ ଛୋଟ ପିଲାଟି କାନ୍ଦିବାକୁ ଲାଗିଲା ଆଉ ଡ୍ୟୁଟିରେ ଥିବା…

କନକ ବ୍ୟୁରୋ : ମାଆଠାରୁ କିଛି ସମୟ ପାଇଁ ଦୂରେଇ ଯିବା ପରେ ଶିଶୁଟି କାନ୍ଦିବାକୁ ଆରମ୍ଭ କରିଥିଲା। ବୁଝେଇବାକୁ ପାଖରେ କେହି ନଥିଲେ। ସେପଟେ ନିଜ କ୍ୟାରିୟର୍ ପାଇଁ ଅପାର ସ୍ବପ୍ନ ଦେଖୁଥିବା ମାଆ ପରୀକ୍ଷା କେନ୍ଦ୍ରରେ ବସି ନିରୁପାୟ ହୋଇପଡ଼ିଥିଲେ। ଏହି ସମୟରେ ତେଲେଙ୍ଗାନା ପୁଲିସ ହେଡ୍…
Read More...

ଏହି ଗୋଟିଏ ଉଦାହରଣ ଦେଇ ପିଲାଙ୍କୁ ବୁଝାନ୍ତୁ ଭଲ ଓ ଖରାପ ସ୍ପର୍ଶ ମଧ୍ୟରେ ଫରକ୍ ! ଖୁବଶୀଘ୍ର ଚାଇଲ୍ଡ ଲାଇନ୍ ପକ୍ଷରୁ…

କୋମଳମତି ଶିଶୁଙ୍କ ସହ ହେଉଥିବା ନିର‌୍ୟ୍ୟାତନା ତଥା ଷଦୁଷ୍କର୍ମ ଭଳି କୁତ୍ସିତ ଘଟଣାରୁ ଜଣା ପଡିଯାଉଛି କି, ସେମାନଙ୍କୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିବିଶେଷ ବାହାର କୌଣସି ବ୍ୟକ୍ତି ନୁହଁନ୍ତି ବରଂ କେହି ପରିଚିତ ଲୋକ ହିଁ ହୋଇଥାନ୍ତି । ଯାହାଙ୍କ ମିଠା ମିଠା କଥାରେ ଛୋଟପିଲା ଅତି ସହଜରେ…
Read More...

ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଲେ ଏହି ଏୟାର ଟ୍ରାଫିକ କଣ୍ଟ୍ରୋଲର ! ଭୂମିକମ୍ପ ଆସୁଥିବା ଜାଣି…

ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ହୋଇଥିବା ୭.୫ ରିକ୍ଟର ତୀବ୍ରତାର ଭୂମିକମ୍ପ ଏବଂ ପରେ ହୋଇଥିବା ସୁନାମୀରେ ଇଣ୍ଡୋନେସିଆର ପାଲୁ ସହର ଦୋହଲି ଯାଇଛି । ଏଥିରେ ଅନେକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଇଣ୍ଡୋନେସିଆର ସୁଲାେଓ୍ଵସି ଦ୍ୱୀପ…
Read More...

ଫିଲ୍ମ ନୁହେଁ ସତ କାହାଣୀ ! ଟଙ୍କା ଲୋଭରେ ୩ ଦିନ ଧରି ମୃତ ବ୍ୟକ୍ତିର ଚିକିତ୍ସା କଲେ ଡାକ୍ତର, ପୁଅକୁ କହିଲେ…

ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନବାଚୀ । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ୩ଦିନ ଧରି ଡାକ୍ତର ଖାନାରେ ଚିକିତ୍ସା କଲେ ଡାକ୍ତର । ସାଧାରଣତଃ ଲୋକମାନେ ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି । ଯଦି କୌଣସି ବ୍ୟକ୍ତି ରୋଗରେ ପଡେ ତେବେ ତିଳେ ମାତ୍ର ଚିନ୍ତା ନକରି ରୋଗୀଙ୍କୁ…
Read More...

ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ! ମୃତ୍ୟୁସଂଖ୍ୟା ଟପିଲା ୮୦୦, ହଜାର ହଜାର ଏବେ ମଧ୍ୟ ନିଖୋଜ

କନକ ବ୍ୟୁରୋ : ସୁନାମୀର ଦେଶ ଇଣ୍ଡୋନେସିଆରେ ସୁନାମୀର ବିଭୀଷିକା । ଭୂକମ୍ପ ଓ ସୁନାମୀରେ ଏଯାଏଁ ମୃତ୍ୟୁସଂଖ୍ୟା ୮ଶହ ଟପିଲାଣି । ବେସରକାରୀ ସୁତ୍ରରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଚାରିଆଡେ କୁଢ କୁଢ ଶବ ପଡିରହିଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଉଦ୍ଧାରକାର‌୍ୟ୍ୟ…
Read More...

ବୈଜ୍ଞାନିକଙ୍କ ବଡ ସଫଳତା ! କୃତ୍ରିମ ଉପାୟରେ ଜନ୍ମ ନେଲା ଦୁନିଆର ପ୍ରଥମ ସିଂହ ଛୁଆ ।

ଦକ୍ଷିଣ ଅଫ୍ରିକାର ରାଜଧାନୀ ପ୍ରିଟୋରିଆରେ ଏକ ସଂରକ୍ଷଣ କେନ୍ଦ୍ର ପକ୍ଷରୁ ସେୟାର କରାଯାଇଥିବା ଦୁଇଟି ସିଂହ ଛୁଆଙ୍କ ଫଟୋ ଟିକେ ଅଲଗା ରହିଛି। ଏହି ସିଂହ ଛୁଆ ଦୁଇଟି କୃତ୍ରିମ ପଦ୍ଧତିରେ ଜନ୍ମ ନେଇଛନ୍ତି। ଏହାକୁ ଦୁନିଆର କୃତ୍ରିମ ଉପାୟରେ ଜନ୍ମ ନେଇଥିବା ପ୍ରଥମ ସିଂହ ଛୁଆ ଯୋଡ଼ି ବୋଲି…
Read More...