Browsing Category

ସ୍ପେଶାଲ୍ ରିପୋର୍ଟ

ଦୁଇରୁ ଅଧିକ ଛୁଆ ଥିଲେ ଲଢିପାରିବେନି ପଂଚାୟତ ନିର୍ବାଚନ ! ଉତ୍ତରାଖଣ୍ଡ ସରକାରଙ୍କ ନୂଆ ନିୟମ

୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡ ସରକାର ପଂଚାୟତ ନିର୍ବାଚନରେ ଲଢିବାକୁ…
Read More...

ଏୟାର ଇଣ୍ଡିଆରେ ନିଯୁକ୍ତି ସୁଯୋଗ ! ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ଚୟନ, ଜାଣନ୍ତୁ କିଭଳି କରିବେ ଆବେଦନ ।

ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡରେ ୬ଟି ପଦ ପାଇଁ ରହିଛି ନିଯୁକ୍ତି ସୁଯୋଗ । ଏହି ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀ ମାନେ ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ଇଣ୍ଟରଭ୍ୟୁରେ ଭାଗ ନେଇପାରିବେ । ପଦର ନାମ – ଜୁନିୟର ଆନାଲିଷ୍ଟ ପଦ ସଂଖ୍ୟା – ୬ ଶିକ୍ଷାଗତ…
Read More...

ବିଜେପି ରାଲିରେ ଜାତୀୟ ପତାକାକୁ ଅସମ୍ମାନ ! ଲାଗିଲା ଓଲଟା ତ୍ରିରଙ୍ଗା, ଦାଏର ହେଲା ମାମଲା ।

ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାଜୀବ ଜସରୋଟିଆଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ରାଲିରେ ଜାତୀୟ ପତାକାକୁ ଓଲଟା ଭାବେ ଲଗାଯାଇଥିବା ଅଭିଯୋଗ ହୋଇଛି । ଏହି ରାଲି ଶେଷ ହେବା ପରେ ତ୍ରିରଙ୍ଗାର ଅପମାନ ହୋଇଥିବା ଦର୍ଶାଇ ଏକ ମାମଲା ରୁଜୁ କରାଯାଇଛି ।…
Read More...

ଫେସ୍ବୁକ୍ ଉପରେ ବିପଦ ! ଫେସ୍ବୁକ୍ ଅପଡେଟ୍ ଭର୍ସନରେ ପ୍ରଭାବିତ ହେଲା ୫ କୋଟି ୟୁଜର୍ସଙ୍କ ଆକାଉଣ୍ଟ । କେମିତି…

କନକ ବ୍ୟୁରୋ: ୫ କୋଟି ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟ ପ୍ରଭାବିତ ହୋଇଛି । ଏନେଇ ସୁଚନା ଦେଇଛନ୍ତି ଖୋଦ୍ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ପ୍ରାୟ ୫ କୋଟି ଫେସ୍ବୁକ୍ ଆକାଉଣ୍ଟ ସିକ୍ୟୁରିଟୀ ନିୟମ ଅପଡେଟ୍ ଭର୍ସନରେ ଏକ ନୂଆ ଫିଚର୍ ‘ଭିୟୁ ଆଜ୍’ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଫେସବୁକର…
Read More...

ସଡକ ପରିବହନର ନୂଆ ନିୟମ: ବୁକିଂ ପରେ ଯଦି ନ ଆସେ ଓଲା କି ଉବେର, ତେବେ କଂପାନୀକୁ ଗଣିବାକୁ ପଡିବ ୨୫ ହଜାର ଟଙ୍କାର…

ଯଦି ଆପଣ ମୋବାଇଲ ଆପ ଜରିଆରେ କ୍ୟାବ୍ ବୁକ୍ କରିଛନ୍ତି ଏବଂ ଶେଷ ମୁହୂର୍ତରେ ହିଁ କ୍ୟାବ୍ ଡ୍ରାଇବର ଆସିବାକୁ ମନା କରିଦିଏ ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଯଦି ଏଭଳି ହୁଏ ତେବେ କଂପାନୀ ଆପଣଙ୍କୁ କ୍ଷତିପୂରଣ ଦେବ । ଆଉ ସେ ବି ପୁଣି ନଗଦ ୨୫ ହଜାର ଟଙ୍କା…
Read More...

ବ୍ୟାଙ୍କରେ ଆଧାର ଜରୁରୀ ନୁହଁ ! ଏମିତିରେ ଆପଣଙ୍କୁ ଦେବାକୁ ପଡିବ ଏହି ୫ଟି ଡକ୍ୟୁମେଣ୍ଟ । ଜାଣନ୍ତୁ କ’ଣ କ’ଣ ?

ସୁପ୍ରିମକୋର୍ଟଙ୍କ ଆଧାର ଉପରେ ଫଇସଲା ଆସିବା ପରେ ଏବେ ବ୍ୟାଙ୍କ ଗ୍ରାହକଙ୍କୁ କେୱାଇସିର ଅନ୍ୟ ଦସ୍ତାବିଜ୍ ମାଗିପାରେ । ଏମିତିରେ ଗ୍ରାହକଙ୍କ ବ୍ୟାଙ୍କରେ ଦସ୍ତାବିଜ୍ ଭେଲିଡ ରହିବ । ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୋଟିଫାଏଡ୍ ଅନ୍ୟ…
Read More...

କାଳ ସାଜିଲା ଫ୍ରିଜ୍ ! ରେଫ୍ରିଜରେଟର ପାଇଁ ଚାଲିଗଲା ୪ ଜଣଙ୍କର ଜୀବନ,ତେବେ ଆପଣଙ୍କ ଫ୍ରିଜରେ ଦେଖା ଦେଉନି ତ ଏଭଳି…

ଜୀବନ ନେଇଗଲା ରେଫ୍ରିଜରେଟର । ଫ୍ରିଜ୍ ପାଇଁ ଚାଲି ଯାଇଛି ୪ ଜଣଙ୍କର ଜୀବନ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟରର ଦର୍ପଣ ନାମକ କଲୋନୀରେ । ଏଠାରେ ଏକ ଘର ଭିତରେ ଥିବା ଏକ ଫ୍ରିଜର କମ୍ପ୍ରେସର ଫାଟିବା କାରଣରୁ ଘରଟି ସଂପୂର୍ଣ୍ଣ ରୂପେ ଭଶୁଡି ପଡିଛି । ଯାହାଦ୍ୱାରା ୪ଜଣଙ୍କର ଜୀବନ…
Read More...

ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା : ବିଶ୍ୱ ହତୃପିଣ୍ଡ ଦିବସରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ୩୦ରୁ ୪୦ ବର୍ଷ…

କନକ ବ୍ୟୁରୋ : ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା । ବିଶ୍ୱ ହତୃପିଣ୍ଡ ଦିବସରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ବୟସ ମାନୁନି ହୃଦଘାତ । ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥିବା ସର୍ଭେରୁ ଜଣାପଡିଛି । ବିଶେଷକରି ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ…
Read More...

ମହଙ୍ଗା ପଡିଲା ଗୁଟଖା ଖାଇ ଛେପ ପକାଇବା : ନିଜର ଅସାବଧାନତା ଯୋଗୁଁ ଚାଲିଗଲା ଚାଳକଙ୍କ ଜୀବନ

ଯମୁନା ଏକ୍ସପ୍ରେସୱେର ଜିରୋ ପଏଣ୍ଟ ରେ ଦ୍ରୁତ ବେଗରେ ଯାଉଥିବା ଏକ କାର ଭିତରୁ ପାନ ମସଲା ଥୁକିବା ସମୟରେ ଚାଳକଙ୍କ ମୁଣ୍ଡ ଏକ ଗ୍ରିଲରେ ପିଟି ହେଲା । ଏହି ସମୟରେ କାରଟି ଅନିୟନ୍ତ୍ରିତ ହୋଇଗଲା ଓ ଯୁବକ ଜଣକ ଗୁରୁତର ଆହତ ହୋଇଗଲେ । ତାଙ୍କୁ ଦିଲ୍ଲୀର ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା,…
Read More...

ଭାଇ ଭୁଲିଗଲା ଭଉଣୀ ପ୍ରେମ ! ପ୍ରେମ ବିବାହ କରିବାରୁ ଭଉଣୀ,ଭେଣୋଇକୁ ଜିଅନ୍ତା କାଟିଲା ଭାଇ ।

ଗୁଜୁରାଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ସର୍ବସମ୍ମୁଖରେ ନବଦମ୍ପତୀଙ୍କୁ ଅତି ନିର୍ମମତାର ସହ ଦତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ମହିଳାଙ୍କ ଭାଇଙ୍କୁ ପୋଲିସ୍ ଗିରଫ କରିସାରିଛି । ଡବଲ ମର୍ଡରର ଏହି ହତ୍ୟାକାଣ୍ଡ ସାଣନ୍ଦ ସହରର ବସ୍ ଷ୍ଟାଣ୍ଡରେ ଘଟିଛି…
Read More...