Browsing Category

ସ୍ପେଶାଲ୍ ରିପୋର୍ଟ

ଗ୍ରାହକଙ୍କୁ ମିଳିବ ଟଙ୍କା ! ଟ୍ରାଇ ଦେଲା ନିର୍ଦ୍ଦେଶ

ଯଦି ଆପଣ ରିଲାଏନ୍ସ କମ୍ୟୁନିକେସନର ଗ୍ରାହକ ଥିଲେ, ତେବେ ଆପଣଙ୍କୁ ଟଙ୍କା ମିଳିପାରେ । ଏକଥା ଆମେ କହୁନାହୁଁ ବରଂ ଟେଲିକମ ଅଥରିଟି ତଥା ଟ୍ରାଇ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ, ନିଜ ୱାୟରନେସ ବନ୍ଦ କରିସାରିଥିବା ରିଲାଏନ୍ସ କମ୍ୟୁନିକେସନକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି କି, କଂପାନୀ…
Read More...

ଚୀନରେ ଜଣେ ପର୍ଯ୍ୟଟକଙ୍କ ପର୍ସ ଚୋରାଇନେଲା ଦୁଷ୍ଟ ମାଙ୍କଡ଼ ! ଆଉ ପବନରେ ଉଡ଼ାଇଦେଲା ସବୁ ଟଙ୍କା

ସମସ୍ତେ ଜାଣନ୍ତି ମାଙ୍କଡ଼ମାନେ ଭାରି ଦୁଷ୍ଟ । କେତେବେଳେ କାହାର ଭୋଗ ଛଡ଼଼ାଇ ନିଅନ୍ତି ଆଉ ପୁଣି କେତେବେଳେ କାହା ବାଡ଼ିରେ ପଶି ସବୁ ପନିପରିବା ଖାଇଯାଆନ୍ତି । ପ୍ରାୟ ସମୟରେ ମାଙ୍କଡ଼ଙ୍କ ଦୁଷ୍ଟାମୀ ଦେଖିବାପାଇଁ ମିଳେ । ତେବେ ନିକଟରେ ଚୀନରେ ଏପରି ଏକ ଘଟଣା ଘଟିଛି । ଯାହା ଜାଣିଲେ ଆପଣ ହସିବେ…
Read More...

ସରକାରୀ ଚାକରି କରିବା ପାଇଁ ଆଉ ଏକ ନୂଆ ସର୍ତ୍ତ ! ପୂରଣ କରୁଥିବା ଆବେଦକଙ୍କୁ ମିଳିବ ଚାକିରି

ସରକାରୀ ଚାକିରି କରିବା ପାଇଁ କିଏ ବା ନଚାହେଁ । ଆଜିକା ସମୟରେ ଖଣ୍ଡିଏ ସରକାରୀ ଚାକରି ପାଇବା ଭାରି ମୁସ୍କିଲ । ସରକାରୀ ଚାକିରି ଆଶାରେ ଯୁବପୀଢ଼ି ବର୍ଷ ବର୍ଷ କଠିନ ପରିଶ୍ରମ କରୁଛନ୍ତି । ତଥାପି ବେଳେ ବେଳେ ମିଳୁନି ସରକାରୀ ଚାକିରି । ସରକାରୀ ଚାକିରି ପାଇଁ ହେଉଥିବା ଚୟନ ପ୍ରକ୍ରିିୟାକୁ…
Read More...

ମାତ୍ର ୬୯୯ଟଙ୍କାରେ କିଣନ୍ତୁ ୪ଜି ସ୍ମାର୍ଟଫୋନ ! ଏକ ନିର୍ଦ୍ଧାରିତ ସମୟ ଯାଏ କଂପାନୀ ଦେଉଛି ଏହି ଅଫର

ଭାରତର ସ୍ମାର୍ଟଫୋନ ବଜାରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । କାରଣ ପୂର୍ବରୁ ମୋବାଇଲ କଂପାନୀମାନଙ୍କର ମୁକାବିଲା ଅନ୍ୟ ଫୋନ ତିଆରି କରୁଥିବା କଂପାନୀମାନଙ୍କ ସହିତ ହେଉଥିଲା, ମାତ୍ର ଏବେ କିନ୍ତୁ ଏହି ତରିକା ପୂରା ବଦଳି ଯାଇଛି । ବର୍ତ୍ତମାନ ମୋବାଇଲ ତିଆରି କରୁଥିବା କଂପାନୀମାନେ ବିଭିନ୍ନ…
Read More...

ଗାଡିରେ ଲଗାନ୍ତୁ ସ୍ମାର୍ଟ ନମ୍ବର ପ୍ଲେଟ୍ ! ଆପଣଙ୍କ ଗାଡିକୁ ଧକ୍କା ଦେବନାହିଁ କୌଣସି ବି ଗାଡି

ବର୍ତ୍ତମାନ ସମୟରେ ଅଧିକାଂଶ କାର ଗୁଡିକ ପଛରେ କ୍ୟାମେରା ଲଗାଯାଉଛି । ହେଲେ ଯଦି ଆପଣଙ୍କ କାରରେ କ୍ୟାମେରା ଲଗାଇନାହାଁନ୍ତି ତେବେ ପାର୍କିଂ ସମୟରେ ଆପଣଙ୍କ ପାଇଁ ସମସ୍ୟା ରହିଥାଏ କି କୌଣସି ଜିନିଷ ଆପଣଙ୍କ ଗାଡି ସହ ପିଟି ହୋଇଯିବନି ତ । ଏଣିକି ଆପଣଙ୍କର ଏହି ସମସ୍ୟାର ସମାଧାନ ଏକ ସ୍ମାର୍ଟ…
Read More...

ଆପଣଙ୍କ ଫୋନ୍ ଲକ୍ ହୋଇଯାଇଛି କି ? ଡାଏଲ କରିପାରିବେ ଏମରଜେନ୍ସି ନମ୍ବର

ସ୍ମାର୍ଟଫୋନ୍ ବ୍ୟହାରକାରୀ ପ୍ରାୟତଃ ନିଜର ଫୋନ୍ ଲକ୍ କରି ରଖନ୍ତି । ଦୁଇଟି ପ୍ରମୁଖ କାରଣ ଯୋଗୁଁ ଏପରି କରନ୍ତି ସ୍ମାର୍ଟଫୋନ୍ ବ୍ୟହାରକାରୀ । ପ୍ରଥମଟି ହେଲା ତାଙ୍କର ବ୍ୟକ୍ତିଗତ ବିବରଣୀ ବିଷୟରେ କେହି ଜାଣୁ, ସେମାନେ ଚାହାନ୍ତି ନାହିଁ । ଆଉ ଦ୍ୱିତୀୟ କାରଣ ହେଲା ଏପରି କରିବା ଦ୍ୱାରା…
Read More...

ଇଞ୍ଜିନିୟରିଂ ଛାତ୍ରୀଙ୍କ କମାଲ ! ବିକଶତି କଲେ ନୂଆ ରୋବଟ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ନାଚ ଶିଖାଇବ “ନିନୋ”

ଏଣିକି ପିଲାଙ୍କୁ ପଢାଇବ ରୋବଟ । ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ ପରିବର୍ତ୍ତନ । ବିହାରର ଇଞ୍ଜିନିୟରିଂ ଛାତ୍ରୀ ଆକାଂକ୍ଷା ଆନନ୍ଦ ଏକ ଏଭଳି ରୋବଟ ବିକଶିତ କରିଛନ୍ତି ଯାହା ପିଲାଙ୍କୁ ପାଠ ପଢାଇବାରେ ସାହାଯ୍ୟ କରିବ । ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରୋବଟ ପିଲାଙ୍କୁ ମଜାଳିଆ ଢଙ୍ଗରେ…
Read More...

ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି କି ? ତେବେ ଏହି ସବୁ ଦିଗପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଏବେ ଅନଲାଇନରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍, ଜୀବନସାଥୀ ଡଟକମ୍ ଆଦି ଅନେକ ସାଇଟସ୍ ଅଛି । ଏତଦବ୍ୟତୀତ ଧର୍ମ ଓ ଜାତିଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍ ଉପଲବ୍ଧ । ଏହି ସାଇଟସମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ । -ପଂଜୀକରଣ ଲାଗି…
Read More...

ଉଡିଲେ ଫଶିବେ ! ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ, ଇଣ୍ଟରପୋଲ ସ୍କାନରରେ ନିରଭ ମୋଦି

ପିଏନବି ମହାଘୋଟାଲାକୁ ନେଇ ତତ୍ପର ହୋଇଉଠିଛି ସିବିଆଇ । ତଦନ୍ତର ଗତିର ବେଗକୁ ବଢାଇ ଦେଇଛି ସିବିଆଇ । ସୁରକ୍ଷା ଏଜେନ୍ସି ମାନେ ଏହି ଘୋଟାଲାରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛନ୍ତି । ତେବେ ଏହି ମହାଘୋଟଲାର ମୁଖ୍ୟ ଖଳନାୟକ ନିରଭ ମୋଦି ଦେଶ ଛାଡି ଏବେ ବିଦେଶରେ…
Read More...

ଡାକ୍ତରଖାନାରେ ପାଣି ବଦଳରେ ମିଳିଲା ଏସିଡ୍ ! କର୍ମଚାରୀଙ୍କ ଭୂଲ ଯୋଗୁଁ ଏସିଡ୍ ପିଇ ଆଖି ବୁଜିଲେ ୬୦ ବର୍ଷୀୟ ମହିଳା

ପାଣି ବଦଳରେ ମିଳିଲା ଏସିଡ୍ । ଆଉ ଏହି ଏସିଡକୁ ପାଣି ଭାବି ପିଇବା ଦ୍ୱାରା ପ୍ରାଣ ହରାଇଲେ ମହିଳା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଡାକ୍ତରଖାନା କର୍ମଚାରୀଙ୍କ ଭୂଲ ଯୋଗୁଁ ଚାଲି ଯାଇଛି ଜରେ ମହିଳା ରୋଗୀଙ୍କ ଜୀବନ । ମୁଜାଫରପୁରର ଏକ…
Read More...