Browsing Category

ସ୍ପେଶାଲ୍ ରିପୋର୍ଟ

ନିରବ ମୋଦିଙ୍କ ପରି ଭାରତର ଜଣେ ପ୍ରଧାନମନ୍ତ୍ରୀ ପିଏନବିରୁ ନେଇଥିଲେ ଋଣ : ଜାଣନ୍ତୁ କିଏ ସେହି ପ୍ରଧାନମନ୍ତ୍ରୀ ଓ କେଉଁ…

କନକ ବ୍ୟୁରୋ : ନିରବ ମୋଦି ୧୧ ହଜାର ୪ଶହ କୋଟି ନେଇ ଫେରାର ହୋଇଯିବା ପରେ ପିଏନବି ମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ବାବଦରେ ସାରା ଦେଶରେ ଚର୍ଚ୍ଚା ହେଉଛି । ପିଏନବି ମହାଦୁର୍ନୀତିର ଏହି ଚର୍ଚ୍ଚା ଭିତରେ ଜାତୀୟ ଗଣମାଧ୍ୟମରେ ଆଉଏକ ପ୍ରସଙ୍ଗକୁ ନେଇ ବି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି…
Read More...

ଦୃଷ୍ଟିହୀନ ହୋଇ ମଧ୍ୟ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ଆଶିଷ । ଇଂଲଣ୍ଡର ନାମୀ ବ୍ୟାଙ୍କରେ ଚାକିରି କରି ଦେଶକୁ…

ଅତି କମ ବୟସରୁ ଦୃଷ୍ଟି ଶକ୍ତି ହରାଇଛନ୍ତି, କିନ୍ତୁ ଏବେ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି । ଜଣେ ବ୍ୟକ୍ତି ଦୃଷ୍ଟିହୀନ ହୋଇ କିପରି କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏଭଳି କଥା ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି କାହାଣୀର…
Read More...

LoCରେ ପଇଁତରା ମାରିଲା ପାକିସ୍ତାନ ହେଲିକପ୍ଟର ! ଭାରତୀୟ ପୋଷ୍ଟର ୩୦୦ ମିଟର ପାଖକୁ ଚାଲିଆସିଲା ପାକ୍ ହେଲିକପ୍ଟର,…

ସୁଧୁରୁନାହିଁ ପାକିସ୍ତାନ । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତି ସୃଷ୍ଟି କରୁଛି ପାକିସ୍ତାନ । ଏପରିକି ଭାରତକୁ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛି ପାକିସ୍ତାନ । ଏଭଳି ସମୟରେ ବୁଧବାର ଜମ୍ମୁ-କାଶ୍ମୀରର ପୁଞ୍ଝ ସେକ୍ଟର ସ୍ଥିତ ଭାରତୀୟ ପୋଷ୍ଟର ୩୦୦ ମିଟର ଅଞ୍ଚଳରେ…
Read More...

ଭାରତୀୟଙ୍କୁ ମିଳିଲାନି ୧୫ ଲକ୍ଷ ଟଙ୍କା! ହେଲେ ଏଠାରେ ପ୍ରତ୍ୟେକ ଲୋକଙ୍କୁ ସରକାର ଦେବେ ୧୫ ହଜାର ଟଙ୍କାର ଉପହାର

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ନିର୍ବାଚନୀ ଭାଷଣରେ କହିଥିଲେ କି ଦେଶକୁ ଯଦି ସମସ୍ତ କଳାଧନ ଫେରି ଆସେ, ତେବେ ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଯିବ । ଏପରିକି ଦେଶକୁ କଳାଧନ ଆଣିବା ପାଇଁ ନୋଟବନ୍ଦୀର ଘୋଷଣା କରିଥିଲେ ମୋଦି । ଏହାପରେ ସାଧାରଣ ଲୋକ ମୋଦି ସରକାରଙ୍କୁ…
Read More...

ରୋବଟ୍ ହେଲେ ବଲିଉଡ଼୍ ସିନେ ତାରକାଙ୍କ ଦିୱାନୀ : ଜାଣନ୍ତୁ ସୋଫିଆ ରୋବଟଙ୍କ ପ୍ରିୟ ସିନେ ତାରକା କିଏ ?

ବଲିଉଡରେ ‘ କିଂଗ ଅଫ୍ ରୋମାନ୍ସ ’ଶାହରୁ୍ଖ ଖାନଙ୍କ ପ୍ରତି ଭଲ ପାଇବା କେବଳ ଆମ ଦେଶରେ ହି ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଏହି ଭଲପାଇବା ତଥା ପାଗଳାମୀ କେବଳ ମଣିଷ ଦୁନିଆରେ ସୀମିତ ନୁହେଁ, ରୋବୋଟ ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ…
Read More...

ଟ୍ରେନରେ ଆଉ ଟଙ୍କା ମାଗିବେ ନାହିଁ କିନ୍ନର ! ରେଳବାଇ ବୋର୍ଡ଼ର ନିର୍ଦ୍ଦେଶ, କିନ୍ନରମୁକ୍ତ ହେବ ଟ୍ରେନ୍

ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ନିୟମିତ ରୂପେ କିଛି ନାଁ କିଛି ପଦକ୍ଷେପ ନେଉଛି । ଗତ ବର୍ଷ ଲଗାତାର ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳବାଇ ପକ୍ଷରୁ ଅନେକ ପରିବର୍ତ୍ତନ ହୋଇଥିଲା । ଯାତ୍ରୀଙ୍କ ସୁରକ୍ଷା ତଥା ପାଇଁ ରେଳଧାରଣା ଉପରେ ନଜର ରଖିବା ପାଇଁ ନିୟୋଜିତ ହୋଇଥିଲେ ବଡ଼ ବଡ଼ କର୍ମଚାରୀ ।…
Read More...

କୌଣସି ବି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ କରିବାକୁ ଚାହୁଁଛନ୍ତି କି ଅଭିଯୋଗ ? ତେବେ ଫୋନ ଉଠାନ୍ତୁ ଆଉ ଡାଏଲ କରନ୍ତୁ…

ପଂଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ମହାଘୋଟାଲା ପରେ ଲୋକେ ଏବେ ବ୍ୟାଙ୍କରେ ନିଜର ଜମା ରଖିଥିବା ଟଙ୍କାକୁ ସୁରକ୍ଷିତ ମଣୁନାହାଁନ୍ତି । ତେବେ ଲୋକଙ୍କର ଏଭଳି ଚିନ୍ତାଧାରା ରହିବା ମଧ୍ୟ ସ୍ୱଭାବିକ, କାରଣ ଦେଶରେ ହୋଇଥିବା ବ୍ୟାଙ୍କଜନିତ ଘୋଟାଲାରେ ସଂପୃକ୍ତ ଥିବା ବ୍ୟକ୍ତି ଅଧିକାଂଶ…
Read More...

ଚାଷ କରି ମଧ୍ୟ ପ୍ରତିଦିନ କରିହେବ ରୋଜଗାର ! ଅଷ୍ଟ୍ରେଲିଆ ଫେରନ୍ତା ମହିଳା ଚାଷୀ ପୂରବୀ ଦେଉଛନ୍ତି ମନ୍ତ୍ର

ଆଜିକାଲି ଅଧିକାଂଶ ଲୋକେ ସହରମୁହାଁ ହେଲେଣି । ଆଉ ଏହାର ମୁଖ୍ୟ କାରଣ ହେଲା ରୋଜଗାର । କାରଣ ଗାଁରେ ରୋଜଗାରର ସେପରି କିଛି ପନ୍ଥା ନମିଳବାରୁ ଏପରି କରିବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ । କେବଳ ଗାଁ ଲୋକ ନୁହେଁ , ଅଧିକ ଆୟ ଆଶାରେ ସହରର ଲୋକମାନେ ମଧ୍ୟ ବିଦେଶ ଯାତ୍ରା କରୁଛନ୍ତି । ଟଙ୍କା…
Read More...

କେବେ ଚିନ୍ତା କରିଛନ୍ତି କି ? କାହିଁକି ଟଙ୍କାଟିଏ କମାଇ ଧାର୍ଯ୍ୟ କରାଯାଇଥାଏ ବସ୍ତୁଗୁଡିକର ଦାମ୍

ଆପଣ ଜିନିଷ କିଣିବାକୁ ବଜାରକୁ ନିଶ୍ଚୟ ଯାଉଥିବେ । ମାତ୍ର କେବେ ଆପଣ ଧ୍ୟାନ ଦେଇଛନ୍ତି କି, ଆପଣ କିଣୁଥିବା ଅଧିକାଂଶ ସାମଗ୍ରୀର ଦାମ ଅଧାଖଣ୍ଡିଆ ରଖାଯାଇଥାଏ କାହିଁକି ? ଅର୍ଥାତ୍ ବଜାରରେ ବିକ୍ରି ହେଉଥିବା ଅନେକ ବସ୍ତୁ କିମ୍ବା ସାମଗ୍ରୀର ମୂଲ୍ୟ ୯୯, ୨୯୯, ୪୯୯ . . .. ଭଳି କାହିଁକି…
Read More...

୧ ଜୁଲାଇରୁ ୧୦ ନୁହେଁ ବରଂ ୧୩ଅଙ୍କ ବିଶିଷ୍ଟ ହେବ ନୂଆ ମୋବାଇଲ ନମ୍ବର : ଜାଣନ୍ତୁ ଏହାର କାରଣ ?

ବର୍ତ୍ତମାନ ବ୍ୟବହାର ହେଉଥିବା ସବୁ ମୋବାଇଲ ଗୁଡ଼ିକ ୧୦ ଅଙ୍କଯୁକ୍ତ । ଆପଣମାନେ ବ୍ୟବହାର କରୁଥିବା ସମସ୍ତ ମୋବାଇଲ ନମ୍ବର ୧୦ଟି ନମ୍ବର ଥିବା କଥା ସମସ୍ତେ ଜାଣନ୍ତି । ତେବେ ଏବେ ୧୦ ଅଙ୍କ ବିଶିଷ୍ଟ ନହୋଇ ମୋବାଇଲ ନମ୍ବର ୧୩ ଅଙ୍କଯୁକ୍ତ ହେବ ବୋଲି ଣୁଣିବା ପାଇଁ ମିଳୁଛି । ୧ ଜୁଲାଇ ୨୦୧୮ ପରେ…
Read More...