Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କ ଆଖି ଆଗରେ ତେଲ ଲୁଟିନିଅନ୍ତି କର୍ମଚାରୀ ! ଜାଣିବାକୁ ଚାହୁଁଛନ୍ତି କି କିପରି ? ତେବେ ପଢନ୍ତୁ ପୂରା ଖବର

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦାମ ଅହେତୂକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିଛି । ତେବେ ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ନିୟମ କାନୁନ ଜାରି କରାଯିବା ସତ୍ୱେ ବି ବଜାରରେ ପେଟ୍ରୋଲ ଏବଂ ଡିଜେଲକୁ ଚଡା ଦରରେ…
Read More...

ଔଷଧ ଖାଇବା ଓ କିଣିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ! ନଚେତ ହଇରାଣରେ ପଡିବେ ।

ସାଧାରଣତଃ ଲୋକମାନେ ବଡ ରୋଗରେ ପୀଡିତ ନହେଲେ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି । ଛୋଟ ଛୋଟ ରୋଗ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଲୋକମାନେ ମେଡିକାଲ ଷ୍ଟୋରରୁ ଔଷଧ କିଣି ଖାଇଥାନ୍ତି । କିନ୍ତୁ ଏହା ଅତ୍ୟନ୍ତ ମାରାତ୍ମକ । କାରଣ ଏମିତି କିଛି ଔଷଧ ରହିଛି ଯାହା ଡାକ୍ତରଙ୍କ ବିନା ପରାମର୍ଶରେ…
Read More...

ଚାଷୀକୁ ଦଂଶନ କରିବା ସାପକୁ ପଡିଲା ମହଙ୍ଗା ! ରାଗରେ ସାପର ମୁଣ୍ଡକୁ କାମୁଡି ଛିଣ୍ଡାଇ ଦେଲେ ସୋନେଲାଲ, ଜାଣନ୍ତୁ ତା…

ଅଧିକାଂଶ ସମୟ ସାପ କାମୁଡାରେ ମଣିଷର ମୃତ୍ୟୁ ହୋଇଥିବା କଥା ଆପଣ ଶୁଣିଥିବେ । କିନ୍ତୁ ସାପକୁ ମଣିଷ କାମୁଡିବା ଘଟଣା କ୍ୱଚିତ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶରୁ ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ହରଦୋଇ ଅଞ୍ଚଳର ଶୁକ୍ଲାପୁର ଗାଁରେ ଏକ ଚାଷୀ ଏକ ସାପକୁ କାମୁଡି ଚୋବାଇ…
Read More...

ବିନା ଇଂଟରନେଟରେ ଫେସବୁକ୍, ହ୍ୱାଟସଆପ ଓ ଜିମେଲ ବ୍ୟବହାର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ତରିକା

ଆଜିକା ଦିନରେ ବିନା ଇଂଟରନେଟରେ ସ୍ମାର୍ଟଫୋନ କୌଣସି କାମକୁ ନୁହେଁ । ବିଶେଷ କରି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡିଆରେ ସକ୍ରିୟ ରହିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମୋବାଇଲର ଇଂଟରନେଟ୍ ଶେଷ ହୋଇଯାଇଛି କିମ୍ବା ଆପଣ ଏଭଳି ଏକ କୌଣସି ଜାଗାରେ ରହିଛନ୍ତି…
Read More...

୮୩ ବର୍ଷିୟ ବରକୁ ୩୦ ବର୍ଷୀୟ କନିଆ ! ଜାଣନ୍ତୁ କେଉଁ ପରିସ୍ଥିତରେ ହେଲା ବିବାହ ଆଉ କାରଣ କ’ଣ ଥିଲା ?

୮୩ ବର୍ଷିୟ ବରକୁ ୩୦ ବର୍ଷୀୟ କନିଆ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ । ଘଟଣାଟି ଘଟିଛି ରାଜସ୍ଥାନର କରୌଲୀ ଜିଲ୍ଲାର କୁଡ଼ଗାଁରେ । ଏଠାରେ ଜଣେ ୮୩ ବର୍ଷିୟ ବୃଦ୍ଧ ତାଙ୍କ ବୟସର ଅଧାରୁ କମ୍ ବୟସର ଜଣେ ମହିଳାଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ସୂଚନା ଅନୁସାରେ ବୃଦ୍ଧ ଜଣକ…
Read More...

ମାଲକାନଗିରି ଭଳି ଉପାନ୍ତ ଅଂଚଳର ପହଂଚିଥିଲା ହେଲିକପ୍ଟର ! ଗାଁର ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ନିଜ ଖର୍ଚ୍ଚରେ…

କନକ ବ୍ୟୁରୋ : ମାଲକାନଗିରି ଭଳି ଉପାନ୍ତ ଅଂଚଳର ଏକ ନିପଟ ମଫସଲରେ ପହଂଚିଥିଲା ହେଲିକପ୍ଟର । ଆଉ ଏଥିରେ ଥିଲେ ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ କୌଣସି ସରକାରୀ ଗସ୍ତରେ ଆସିନଥିଲେ ଏହି ଲୋକପ୍ରତିନିଧି । ବରଂ ଶିବରାତ୍ରିରେ ଶିବ ମନ୍ଦିର ଉଦଘାଟନ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଇଥିଲେ ଜଣେ…
Read More...

କଟକଣା ଲଗାଇଲା ଆରବିଆଇ : ଯଦି ବ୍ୟାଙ୍କରେ ଜମା ରଖିଛନ୍ତି ଲକ୍ଷେରୁ ଅଧିକ ଟଙ୍କା, ତେବେ ଆପଣଙ୍କୁ ଆଉ ମିଳିବନି କୌଣସି…

ପଂଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ମହାଦୁର୍ନିତୀ ପରେ, ଏହାର କ୍ଷତିପୂରଣ କରୁ କରୁ ଏବେ ବାକି ବ୍ୟାଙ୍କମାନଙ୍କର ଅଂଟା ଯେପରି ଭାଙ୍ଗିବାକୁ ବସିଛି । ଯଦି ସରକାର ନିଜ ତରଫରୁ ବେଲଆଉଟ କରିବାକୁ ମନା କରିଦିଅନ୍ତି ତେବେ ଭବିଷ୍ୟତରେ ଯଦି ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କ କରିଥିବା ଜମା…
Read More...

ମଧ୍ୟପ୍ରଦେଶର ଏକ ନିଆରା ଗାଁ, ଯେଉଁଠି କେବେ ହୁଏନି ନିର୍ବାଚନ ! ସହର ପରି ଗାଁରେ ସବୁ ସୁବିଧା ଉପଲବ୍ଧ

ଆଜିକାଲି ଗାଁ ଗୁଡ଼ିକରେ ଆଉ ପୂର୍ବପରି ଆକର୍ଷଣ ନାହିଁ । ଗାଁର ଆମ୍ବତୋଟା, ଚାଳଘର, ପାଦଦୋକାନ, ସବୁଜ ପାଣିର ପୋଖରୀ ଆଦିର ମହକ ଆଉ ନାହିଁ । ଧୀରେ ଧୀରେ ଗାଁ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଉଛନ୍ତି । ସହର ପରି ହୋଇଯାଇଛି ଗାଁ । ଗାଁର ଲୋକାମାନେ ଅଧିକ ଟଙ୍କା ରୋଜଗାର ଆଶାରେ ସହରାଭିମୁଖୀ…
Read More...

କେବେ ଆଉ କେତେ ମିଳୁଛି ଗ୍ୟାସ ସବସିଡ ? ଜାଣନ୍ତୁ ମାତ୍ର ଗୋଟିଏ କ୍ଲିକରେ

ଇନ୍ଧନ ଗ୍ୟାସ ଉପରେ ମିଳୁଥିବା ସବସିଡ ସଂପର୍କରେ ତ ଆପଣଙ୍କୁ ନିଶ୍ଚୟ ଜ୍ଞାନ ଥିବ । ଏହି ଯୋଜନା ଆଧାରରେ ସିଲିଣ୍ଡର ଉପରେ ସବସିଡ ବାବଦକୁ ଟଙ୍କା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଚାଲି ଆସିଥାଏ । ହେଲେ ସମସ୍ୟା ସେତେବଳେ ସସୃଷ୍ଟି ହୋଇଥାଏ ଯେତେବେଳେ ଆମକୁ ଜଣା ପଡିନଥାଏ କି ଆକାଉଟଂରେ ଟଙ୍କା…
Read More...

କୌଣସି ବି ବ୍ୟକ୍ତିଙ୍କ ହ୍ୱାଟସଆପ ଖୋଲି ପାରିବେ ଆପଣଙ୍କ ଫୋନରେ ! ଜାଣନ୍ତୁ ପୂରା ପ୍ରକ୍ରିୟା

ଆପଣ କୌଣସି ବି ୟୁଜରଙ୍କ WhatsAppକୁ ନିଜ ସ୍ମାର୍ଟଫୋନରେ ଖୋଲି ପାରିବେ । ଯାହାର ବି ଆକାଉଣ୍ଟ୍ ଖୋଲିଲେ ତା’ର ମେସେଜ୍ ପଢ଼ି ପାରିବେ ଓ ସେହି ନମ୍ବରରୁ ଯେକୌଣସି ବ୍ୟକ୍ତିଙ୍କୁ ମେସେଜ୍ ମଧ୍ୟ କରି ପାରିବେ । ପୁରା ଆକାଉଣ୍ଟକୁ ଆପଣ ହିଁ ଅପରେଟ୍ କରି ପାରିବେ । ଏଥିପାଇଁ କୌଣସି ଦେୟ ଦେବାକୁ…
Read More...