Browsing Category

ସ୍ପେଶାଲ୍ ରିପୋର୍ଟ

ବିଜେପୁର ପାଇଁ ରାଜନୀତି କ୍ୟାରିୟରକୁ ବାଜି ଲଗାଇଲେ ମହାରଥୀ । ବାଜି ନ ଜିତିଲେ ରାଜନୀତିକୁ କରିବି ବାଏ ବାଏ,…

କନକ ବ୍ୟୁରୋ : ମୈଦାନକୁ ହିରୋ ଗଲେ ବାକି ସବୁ ଜିରୋ ହୋଇଯିବେ । ବିଜେପୁରରେ ଆମେ ଜିତିବୁ. ଜିତିବୁ..ଜିତବୁ... ଯଦି ନ ଜିତୁ ତେବେ ରାଜନୀତି ଛାଡି ଦେବି । ଏଭଳି କିଛି କଥା କହି ରାଜନୀତିର ବାତାବରଣକୁ ଗରମ କରିଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାତ୍ରା ଅନ୍ଦାଜରେ ମହାରଥୀ…
Read More...

ଆଲିସାନ ହୋଟେଲରେ ଲୁଚି ରହିଛନ୍ତି ସ୍କାମ ମାଷ୍ଟର ନିରଭ ମୋଦି! ରାତିକୁ ଭଡା ୮୪,୦୦୦ ଟଙ୍କା, ୯୦ ଦିନ ପାଇଁ କରିଛନ୍ତି…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୧ ହଜାର ୪ ଶହ କୋଟି ଚୂନା ମାରି ଫେରାର ହୋଇଯାଇ୍ଥିବା ହୀରା ବ୍ୟବସାୟୀ ନିରଭ ମୋଦିଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା । ପିଏନବି ମହାଘୋଟାଲା ଜଣା ପଡିବା ପୂର୍ବରୁ ନିରଭ ଦେଶ ଛାଡି ପଳାୟନ କରିଛନ୍ତି । ହଜାର ହଜାର କୋଟି ଟଙ୍କା ଲୁଟ କରିଥିବା ନିରଭ ଏବେ କେଉଁଠି…
Read More...

ପୁଣି ଇତିହାସ ରଚିଲା ଜିଓ ! ଲଂଚ କଲା ଟେଲିକମ୍ ଜଗତର ସବୁଠୁ ବଡ ଅଫର, ୩୧ ମାର୍ଚ୍ଚ ଯାଏଁ ମିଳିବ ସୁବିଧା

ପୁଣି ଇତିହାସ ରଚିଲା ଜିଓ । ଲଂଚ କଲା ଟେଲିକମ ଜଗତର ସବୁଠାରୁ ବଡ ଅଫର । ବଡ କଥା ହେଲା, ଜିଓର ଏହି ଅଫରଟି ଲଂଚ ହେବା ପରେ ପରେ ଏବେ ବାକି କଂପାନୀମାନଙ୍କର ଚିନ୍ତା ବଢି ଯାଇଛି । ସୂଚନା ମୁତାବକ, ଭାରତରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ ଉପରେ ଜିଓ ୨,୨୦୦ଟଙ୍କାର କ୍ୟାସବ୍ୟାକ୍…
Read More...

ଆଧାର କାର୍ଡ଼ ତିଆରି କରିନାହାନ୍ତି କି ? ଚିନ୍ତା କରନ୍ତୁ ନାହିଁ, ଡାକଘରେ ତିଆରି କରିପାରିବେ ଆଧାର କାର୍ଡ଼

ଆଧାର କାର୍ଡ଼ ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିିଛି । ସରକାରଙ୍କ ପ୍ରାୟ ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଲୋକଙ୍କ ପାଖରେ ଆଧାର କାର୍ଡ଼ ରହିବା ଜରୁରୀ ହୋଇଗଲାଣି । ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ଫୋନ ନମ୍ବର ସହ ହେଉ କିମ୍ବା ରାସନ…
Read More...

୧୦ଟା ରାତିରେ ଦିଅନ୍ତୁ ୧୦ଟି ପ୍ରଶ୍ନର ଉତ୍ତର ! ଆପଣଙ୍କ ଖାତାକୁ ଚାଲି ଆସିବ ୫ ଶହ ଟଙ୍କା

ସାଧାରଣତଃ ଅନଲାଇନ ଏବଂ ସ୍ମାର୍ଟଫୋନ ଜରିଆରେ ଆପଣ ଘରେ ବସି ବି ଟଙ୍କା ରୋଜଗାର କରିପାରିବେ । ଅଧିକାଂଶ ଲୋକେ ତ ଆଫ୍ଲିଏଟ୍ ମାର୍କେଟିଂ ଭଳି ରାସ୍ତାକୁ ମଧ୍ୟ ଆପଣେଇବାକୁ ପଛେଇ ନଥାନ୍ତି । ହେଲେ ଅନଲାଇନ ଟଙ୍କା ରୋଜଗାର କରିବାର ଅନ୍ୟ ଏକ ଫଣ୍ଡା ମଧ୍ୟ ରହିଛି । ଯାହା ହେଉଛି ମୋବାଇଲ ଗେମ୍ ।…
Read More...

ବନ୍ଦ ହେବ ୧୦ ଟଙ୍କିଆ ନୋଟ୍ ! ମୁଦ୍ରାର ପ୍ରଚଳନ ବଢ଼ିବ

ଆଉ କିଛି ଦିନ ପରେ ବନ୍ଦ ହୋଇଯିବ ଦଶ ଟଙ୍କିଆ ନୋଟ୍ । ଲୋକମାନେ ଆଉ ଦେଖିପାରିବେ ନାହିଁ ଦଶ ଟଙ୍କିଆ ନୋଟ୍ । ଖୁବଶୀଘ୍ର ୧୦ ଟଙ୍କିଆ ନୋଟ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଆଲୋଚନା କରୁଛି । ଆଗାମୀ ଦିନରେ ୧୦ ଟଙ୍କା ନୋଟ ବଦଳରେ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର କରିବେ ଲୋକେ । କେନ୍ଦ୍ର ସରକାର…
Read More...

କେବଳ ଦାମ କିମ୍ବା ଫିଚର୍ସ ହିଁ ନୁହେଁ ବରଂ ଆଉ କିଛି ଦେଖି କିଣନ୍ତୁ ସ୍ମାର୍ଟଫୋନ, ଲାଭରେ ରହିବେ । ଜାଣନ୍ତୁ . . .

ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଯାଉଛନ୍ତି ତେବେ ଫୋନର ଦାମ ଏବଂ ଫଚର୍ସ ବ୍ୟତୀତ ମଧ୍ୟ ଅନେକଗୁଡିକ ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ । କାରଣ ବଜାରରେ ଉପଲବ୍ଧ ବିଭିନ୍ନ ସ୍ମାର୍ଟଫୋନ କଂପାନୀ ନିଜର ପ୍ରଡକ୍ଟକୁ ବାକି କଂପାନୀମାନଙ୍କୁ ଠାରୁ ଅଧିକ ଭଲ ଏବଂ ଆଡଭାନ୍ସ ଫିଚର୍ସ ବୋଲି…
Read More...

ଗୋଟିଏ ଆପରେ ମିଳୁଛି ୧୬୨ଟି ସର୍ଭିସ ! ଗ୍ୟାସ ବୁକିଂ ଠାରୁ ଆରମ୍ଭ କରି ପିଏଫ ବାଲାନ୍ସ ଚେକ୍ ଭଳି ସୁବିଧା ବି ସାମିଲ

କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ କଷ୍ଟମର ସେଂଟ୍ରିକ୍ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଅନେକ ସେବାର ଶୁଭାରମ୍ଭ କରିଛନ୍ତି । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ସରକାରଙ୍କର ସମସ୍ତ ସେବା ବା ଯୋଜନା ଜନତାଙ୍କଠାରେ ପହଂଚାଇବା ଏବଂ ଦେଶକୁ ଡିଜିଟାଲ ଇକୋନମୀ କ୍ଷେତ୍ରରେ ସାମିଲ କରିବା । ତେବେ…
Read More...

ବଢ଼ୁଛି ବ୍ୟାଙ୍କ ଠକେଇ: ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ ବ୍ୟାଙ୍କରେ ହୋଇଛି କେତେ ଠକେଇ

ହୀରା ଗହଣା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)କୁ ବୋଳିଥିବା ଚୂନ ଘଟଣା ପଦାକୁ ଆସିବା ପରେ ଦେଶବ୍ୟାପୀ ଏହାକୁ ନେଇ ବଡ଼ ଧରଣର ଚର୍ଚା ଚାଲିଛି । ପିଏନବିର ଜାଲ୍ ଲେଟର୍ସ ଅଫ୍ ଅଣ୍ଡରଷ୍ଟାଣ୍ଡିଙ୍ଗସ୍(ଏଲଓସି)କୁ ଉପଯୋଗ କରି ବିଦେଶରେ ଥିବା ଭାରତୀୟ ବ୍ୟାଙ୍କର ବିଭିନ୍ନ…
Read More...

ନାସାର ନୂଆ ଆବିଷ୍କାର ! ପୃଥିବୀ ଭଳି ୯୫ଟି ଗ୍ରହ ଆବିଷ୍କାର କଲା ନାସା

ଆମ ସୌରଜଗତ ବାହାରେ ପ୍ରାୟ ୯୫ଟି ଗ୍ରହର ଆବିଷ୍କାର କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସା। ଏଗୁଡ଼ିକ ନିଜ ନିଜର ସୂର୍ୟ୍ୟ ଚାରିପଟେ ପରିକ୍ରମଣ କରୁଛନ୍ତି । ନାସାର କେପଲର ସ୍ପେଶ୍ ଟେଲିସ୍କୋପ ପକ୍ଷରୁ ଏହି ଆବିଷ୍କାର କରାଯାଇଛି । ୨୦୦୯ରେ ଲଞ୍ଚ୍ ହୋଇଥିବା କେପଲର୍ ମୋଟ ୫ ହଜାର ମହାଜାଗତିକ…
Read More...