Browsing Category

ସ୍ପେଶାଲ୍ ରିପୋର୍ଟ

ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି କି ? ତେବେ ଏହି ସବୁ ଦିଗପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଏବେ ଅନଲାଇନରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍, ଜୀବନସାଥୀ ଡଟକମ୍ ଆଦି ଅନେକ ସାଇଟସ୍ ଅଛି । ଏତଦବ୍ୟତୀତ ଧର୍ମ ଓ ଜାତିଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍ ଉପଲବ୍ଧ । ଏହି ସାଇଟସମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ । -ପଂଜୀକରଣ ଲାଗି…
Read More...

ଉଡିଲେ ଫଶିବେ ! ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ, ଇଣ୍ଟରପୋଲ ସ୍କାନରରେ ନିରଭ ମୋଦି

ପିଏନବି ମହାଘୋଟାଲାକୁ ନେଇ ତତ୍ପର ହୋଇଉଠିଛି ସିବିଆଇ । ତଦନ୍ତର ଗତିର ବେଗକୁ ବଢାଇ ଦେଇଛି ସିବିଆଇ । ସୁରକ୍ଷା ଏଜେନ୍ସି ମାନେ ଏହି ଘୋଟାଲାରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛନ୍ତି । ତେବେ ଏହି ମହାଘୋଟଲାର ମୁଖ୍ୟ ଖଳନାୟକ ନିରଭ ମୋଦି ଦେଶ ଛାଡି ଏବେ ବିଦେଶରେ…
Read More...

ଡାକ୍ତରଖାନାରେ ପାଣି ବଦଳରେ ମିଳିଲା ଏସିଡ୍ ! କର୍ମଚାରୀଙ୍କ ଭୂଲ ଯୋଗୁଁ ଏସିଡ୍ ପିଇ ଆଖି ବୁଜିଲେ ୬୦ ବର୍ଷୀୟ ମହିଳା

ପାଣି ବଦଳରେ ମିଳିଲା ଏସିଡ୍ । ଆଉ ଏହି ଏସିଡକୁ ପାଣି ଭାବି ପିଇବା ଦ୍ୱାରା ପ୍ରାଣ ହରାଇଲେ ମହିଳା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଡାକ୍ତରଖାନା କର୍ମଚାରୀଙ୍କ ଭୂଲ ଯୋଗୁଁ ଚାଲି ଯାଇଛି ଜରେ ମହିଳା ରୋଗୀଙ୍କ ଜୀବନ । ମୁଜାଫରପୁରର ଏକ…
Read More...

ଫେସବୁକରେ କମେଂଟ ଦେଲେ ହେବ ଜେଲ, ଦେବାକୁ ପଡିବ ୫୦ ହଜାର ଟଙ୍କାର ଜରିମାନା ।

ପ୍ରକୃତ ମାମଲାଟି ହେଲା, ଫେସବୁକ ଜରିଆରେ ଜଣେ ଯୁବତୀଙ୍କ ଉପରେ ନଜର ରଖିବା ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଅପରାଧରେ କୋର୍ଟ ଜଣେ ଯୁବକଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କଡା ନିର୍ଦ୍ଦେଶ ଦେଇଛି । ସୂଚନା ମୁତାବକ, ହାଇଦ୍ରାବାଦର ଏକ…
Read More...

ଲୋନ ନେଇ ଟଙ୍କା ଦେଇ ପାରୁନାହାଁନ୍ତି କି ? ତେବେ ଚିନ୍ତା କରନ୍ତୁନି, କାରଣ ଏଥିପାଇଁ ରହିଛି ଆପଣଙ୍କର ୪ଟି ଅଧିକାର

ଯଦି ଆପଣ କୌଣସି ବ୍ୟାଙ୍କରୁ ଲୋନ ନେଇଛନ୍ତି ଏବଂ ତାକୁ ପରିଶୋଧ କରିବାକୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବା ଆଦୌ ଅନୁଚିତ । କାରଣ, ସରକାରଙ୍କ ତରଫରୁ ଋଣଧାରୀଙ୍କୁ ମଧ୍ୟ ଅନେକ ଅଧିକାର ପ୍ରଦାନ କରାଯାଇଛି । ଯାହାକି ଋଣଧାରୀଙ୍କର ସଂପତି ନିଲାମୀଠାରୁ ଆରମ୍ଭ କରି ନୋଟିସ…
Read More...

ଆକାଉଂଟରୁ କଟିଥିବ ହେଲେ ଏଟିଏମରୁ ଉଠି ନଥିବ ! ତେବେ କେମିତି ଫେରି ପାଇବେ ଟଙ୍କା ? ଜାଣନ୍ତୁ ଏଥିରେ କଣ ରହିଛି…

ସାଧାରଣତଃ ଟଙ୍କା ଉଠାଇବା ପାଇଁ ଲୋକେ ବ୍ୟାଙ୍କ ଅପେକ୍ଷା ଏଟିଏମ ଯିବାକୁ ବେଶି ପସନ୍ଦ କରିଥାନ୍ତି । କାରଣ ଏଠାରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭଳି ଘଂଟା ଘଂଟା ଧରି କୌଣସି ଲାଇନରେ ଠିଆ ହେବାକୁ ପଡିନଥାଏ । ତେବେ ବ୍ୟାଙ୍କ ମଧ୍ୟ ଏଟିଏମ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଉଛି । ଅଧିକାଂଶ…
Read More...

ପୁଣି ଡରାଇଲା ଏସବିଆଇ ! କଥା ନମାନିଲେ ବ୍ୟାଙ୍କ ଦେବନି କୌଣସି ବି ଟଙ୍କା

ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ନିଜ ଗ୍ରାହକଙ୍କ ନିକଟକୁ ଏକ ନିର୍ଦ୍ଦେଶନାମା ଜାରି କରିଛି ଆଉ ଯଦି କୌଣସି ଗ୍ରାହକ ବ୍ୟାଙ୍କର ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ଖାତାକୁ ବନ୍ଦ କରିଦିଆଯିବ ବୋଲି ଏସବିଆଇ ରୋକଠୋକ୍ କହିଦେଇଛି । ତେବେ ଜାଣନ୍ତୁ କଣ କହିଛି ଏସବିଆଇ ।…
Read More...

ବ୍ୟାଙ୍କ୍ ଖାତା ପାଇଁ ଅସୁବିଧା ସୃଷ୍ଟି କରିବ ଆଧାର ! ପଢ଼ନ୍ତୁ ଏହି ରିପୋର୍ଟ ନହେଲେ ଅସୁବିଧାରେ ପଡ଼ିବେ

ବ୍ୟାଙ୍କ ଖାତା ଥିଲେ ଏବେ ଆଧାର ପାଇଁ ଆପଣ ଅସୁବିଧା ଭୋଗିପାରନ୍ତି । ଯଦି ଆପଣ ଏନେଇ ଧ୍ୟାନ ଦେବେନି ତେବେ ଅସୁବିଧାରେ ପଡ଼ିପାରନ୍ତି । ଆଧାର କାର୍ଡ଼ ଦେଇ ବ୍ୟାଙ୍କ ଖାତା ଖୋଲିଥିଲେ ମଧ୍ୟ ୩୧ ମାର୍ଚ୍ଚ ୨୦୧୮ ପୂର୍ବରୁ ସେଥିରେ ଆଧାର କାର୍ଡ଼ ନମ୍ବର ଲିଙ୍କ୍ କରିବା ଜରୁରୀ । ବ୍ୟାଙ୍କ ତରଫରୁ…
Read More...

ଭାରତରୁ ଟଙ୍କା ନେଇ ବିଦେଶରେ ମଉଜ କରୁଛି ସ୍କାମ ମାଷ୍ଟର ନିରଭ ମୋଦି ! ଜାଣନ୍ତୁ କେଉଁ ବ୍ୟାଙ୍କକୁ କେତେ ଟଙ୍କା…

୧୧,୪୦୦ କୋଟି ଟଙ୍କା ଠକେଇ କରି ବିଦେଶରେ ଲୁଚିଥିବା ନିରଭଙ୍କ କଳା ସାମ୍ରାଜ୍ୟ ବିଷୟରେ ଫିଟୁଛି ଗୁମର । ନିରବ ମୋଦି ଠକେଇ ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ଆଉ କିଛି ବ୍ୟାଙ୍କମାନଙ୍କର ମୋଟ ୧୧,୪୦୦ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଥିବାବେଳେ ପ୍ରକୃତ କ୍ଷତି ପରିମାଣ ଏହାଠାରୁ…
Read More...

ଫେସବୁକରେ ଗାଳି ଦେବା ପଡିଲା ମହଙ୍ଗା ! ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ

ଫେସବୁକରେ କାହାକୁ ଗାଳି ଦେଉଛନ୍ତି କି? ସାବଧାନ, ଫେସବୁକରେ ଜଣେ ଯୁବତୀଙ୍କୁ ଗାଳି ଦେବା ଅଭିଯୋଗରେ ସ୍ଥାନୀୟକୋର୍ଟ ହାଇଦ୍ରାବାଦର ଜଣେ ୨୦ବର୍ଷୀୟ ଛାତ୍ରକୁ ଦୁଇ ଦିନ ଜେଲଦଣ୍ଡ ସହିତ ୫୦ହଜାର ଟଙ୍କାର ଜରିମାନାର ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ନିଲମ ରାଜଶେଖର ରେଡି ନଗର ନିବାସୀ ସନ୍ତୋଷ…
Read More...