Browsing Category

ମନୋରଞ୍ଜନ

ଗଜେନ୍ଦ୍ର ଚୈାହାନଙ୍କ ସ୍ଥାନରେ ଅନୁପମ ଖେର୍ ! ଏଫଟିଆଇଆଇର ନୂଆ ଚେୟାରମ୍ୟାନ ହେଲେ ଏହି ପ୍ରସିଦ୍ଧ କଳାକାର

ବଲିଉଡ କଳାକାର ଅନୁପମ ଖେରଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ( ଏଫଟିଆଇଆଇ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ସେ ଗଜେନ୍ଦ୍ର ଚୈାହାନଙ୍କ ସ୍ଥାନରେ ନିଯୁକ୍ତ ହେବେ । ସୂଚନା ଯେ, ଚୈାହାନଙ୍କ ନିଯୁକ୍ତି ଖୁବ୍ ବିବାଦିତ ଥିଲା । ଗଜେନ୍ଦ୍ର ଚୈାହାନ ଅନୁପମ…
Read More...

ରିିଲିଜ୍ ପୂର୍ବରୁ ‘ପଦ୍ମାବତୀ’ ସିନେମା କଲା ରେକର୍ଡ଼ !

ରିିଲିଜ୍ ପୂର୍ବରୁ ‘ପଦ୍ମାବତୀ’ ସିନେମା କଲା ରେକର୍ଡ଼ । ଦୀପିକା ପାଦୁକୋନ, ରଣବୀର କପୁର ଓ ସାହିଦ କପୁରଙ୍କ  ଅଭିନୀତ ସିନେମା ‘ପଦ୍ମାବତୀ’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ ଭଙ୍ଗ କରିସାରିଲାଣି । ‘ପଦ୍ମାବତୀ’ର ଟ୍ରେଲର୍‌ ରିଲିଜ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍‌ରେ ସର୍ବାଧିକ ଦର୍ଶକ…
Read More...

ସୁଲତାନଙ୍କ ବିରୋଧରେ ଥାନାରେ ମାମଲା

ରିଏଲିଟି ସୋ’ ବିଗବସ୍-୧୧ରେ ଏଥର କିଛି ଅଧିକ ବୋବାଲ ଦେଖିବାକୁ ମିଳିଛି । ପ୍ରତିଯୋଗୀଙ୍କ ଉପରେ ବର୍ଷିଛନ୍ତି ହୋଷ୍ଟ ସଲମାନ ଖାନ୍ । ଏପରିକି ବିଗବସ୍-୧୧ରୁ ବାହାର ହୋଇ ସାରିଥିବା ପ୍ରତିଯୋଗୀ ଜୁବୈର ଖାନଙ୍କୁ ସିଧାସଳଖ ଧମକ ଦେଇଛନ୍ତି ସଲମାନ ଖାନ୍ । ସୋ’ରୁ ବାହାରିଲେ କୁକୁର ବନେଇବାକୁ…
Read More...

୭୫ ବର୍ଷରେ ବିଗ୍ ବି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

୭୫ ବର୍ଷରେ ବିଗ୍ ବି । ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୫ତମ ଜନ୍ମଦିନ । ଏଥର ମାଳଦ୍ୱୀପରେ ଜନ୍ମଦିନ ପାଳୁଛନ୍ତି ଅମିତାଭ । ନିଜ ପରିବାର ସହ ନିରାଡମ୍ବର ଜନ୍ମ ଦିନ ପାଳିବାକୁ ମାଳଦ୍ୱୀପ ଯାଇଛନ୍ତି ବିଗ-ବି । ପୁରା ବଚ୍ଚନ ପରିବାର ମାଳଦ୍ୱୀପ ଅଭିମୁଖେ ଯାଉଥିବାବେଳେ ମୁମ୍ବାଇ…
Read More...

ବଲିଉଡରେ ଓଡିଆ ପୁଅ! ହିନ୍ଦୀ ଫିଲ୍ମ ‘ପଦ୍ମାବତୀ’ରେ ନିହାରଙ୍କ ସାଉଣ୍ଡର କମାଲ୍

 ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’ର ଟ୍ରେଲର । ଏହାକୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ଆଉ ଏହାକୁ ଖୁବ୍ ଆପଣେଇବା ଓ ତାରିଫ କରିବାର ଏକ ପ୍ରମୂଖ କାରଣ ମଧ୍ୟ ରହିଛି । ଡିସେମ୍ବର ୧ରେ ବଡ ପରଦାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ରହିଛି ଜଣେ ଓଡିଆ ଯୁବକଙ୍କର ସ୍ପର୍ଶ ।…
Read More...

ଅବିଶ୍ୱାସ ଯୋଗୁଁ ତୁଟି ନାହିଁ ସୁଜୈନଙ୍କ ସହ ସଂପର୍କ : ହ୍ରିତିକ୍ ରୋଶନ

ବଲିଉଡ ଅଭିନେତା ହ୍ରିତିକ୍ ରୋଶନ । ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ଖୁବ୍ ଏଣ୍ଟରଟେନ କରିଥାନ୍ତି । ସବୁ ଚିତ୍ର ଓ ଚରିତ୍ରରେ ଛାଡିଥାନ୍ତି ନିଜର ଏକ ଅଲଗା ଭିନ୍ନ ଛାପ । ଯାହାକୁ ଦର୍ଶକ ନିଜର ବାସ୍ତବ ଜୀବନରେ ସାଉଁଟିଛାନ୍ତି । କେତେବେଳେ ନିଜର ଅଭିନୟକୁ ନେଇ ତ କେବେ ନିଜର ବ୍ୟକ୍ତିଗତ…
Read More...

ଭାଇଜାନଙ୍କୁ ବିଗ୍ ବିଙ୍କ ନାଁ ! ସଲମାନଙ୍କ ସହ କାମ କରିବା ପାଇଁ ମନା କରିଦେଲେ ଅମିତାଭ ବଚ୍ଚନ୍

ଭାଇଜାନଙ୍କୁ ବିଗ୍ ବିଙ୍କ ନାଁ । ଅଭିନେତା ସଲମାନ୍ ଖାନଙ୍କ ଆଗାମୀ ସିନେମା ‘ରେସ୍ ୩’ରେ କାମ କରିବା ପାଇଁ ବିଗ୍ ବି ସଫା ସଫା ମନା କରିଦେଇଛନ୍ତି । ଡେଟସ୍ କାରଣ ଦେଖାଇ ‘ରେସ୍ ୩’ ସିନେମାର ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ଅମିତାଭ ମନା କରିଛନ୍ତି । ସୈଫ୍ ଅଲ୍ଲୀ ଖାନଙ୍କ ସିନେମା ‘ରେସ’ର…
Read More...

ରେଖାଙ୍କ ଜୀବନର ଅଜଣା କଥା । ସୁଟିଂ ସେଟରୁ ବ୍ୟକ୍ତିଗତ ଜୀବନ ଯାଏଁ

ଆଜି ବଲିଉଡ ଡିଭା ରେଖାଙ୍କର ଜନ୍ମଦିନ । ତାଙ୍କର ଏହି ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଛୁଟି ଆସିଛି ଶୁଭେଚ୍ଛାର ସୁଅ । ରେଖା ଜଣେ ସଫଳ ଅଭିନେତ୍ରୀ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହାସବୁ ସତ୍ୱେ ବି ସେ ସବୁବେଳେ ବିବାଦ ଘେରରେ ରହିଆସିଛନ୍ତି । ତେବେ ସେ ନିଜର ବ୍ୟକ୍ତିଗତ ଜୀବନ…
Read More...

କ୍ୟାମେରା ସମ୍ମୁଖକୁ ଆସିବାକୁ ଲାଜ କରୁଥିଲେ ବାହୁବଳୀ ! ଜାଣନ୍ତୁ ସୁପରଷ୍ଟାର ପ୍ରଭାସଙ୍କ ବିଷୟରେ କିଛି ଅଜଣା କଥା

ଭାରତୀୟ ସିନେମା ଜଗତର ଏକ ଚର୍ଚ୍ଚିତ ଫିଲ୍ମ ବାହୁବଳୀ । ଆକ୍ସନ, ରୋମାନ୍ସରେ ଭରପୂର ଏହି ଫିଲ୍ମ ସିନେପ୍ରେମୀଙ୍କୁ ଏକ ନିଆରା ଅନୁଭୂତି ଆଣି ଦେଇଥିଲା । ଏହି ଫିଲ୍ମରେ ବାହୁବଳୀ ଚରିତ୍ରରେ ଅଭିନୟ କରୁଥିବା ସାଉଥ ଷ୍ଟାର ପ୍ରଭାସ ରାତାରାତି ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…
Read More...

ରିଲିଜ ହେଲା ପଦ୍ମାବତୀର ଟ୍ରେଲର ! ରଣବୀରଙ୍କୁ ଭୟଙ୍କର ରୂପରେ ଦେଖିବାକୁ ପାଇବେ ଦର୍ଶକ

ବହୁ ବାଦ ବିବାଦ ପରେ ଆଗକୁ ପରଦାକୁ ଆସିବାକୁ ଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ପଦ୍ମାବତୀର ଟ୍ରେଲର ରିଲିଜ ହୋଇଛି । ପ୍ରାୟ ୩ ମିନିଟର ଏହି ଟ୍ରେଲରରେ ପୂରା କାହାଣୀକୁ ଦର୍ଶାଯାଇଛି । ପୂର୍ବରୁ ଏଡି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ସେତେବେଳେ ଦର୍ଶକ ଏହାକୁ ବହୁତ…
Read More...