Browsing Category

ମନୋରଞ୍ଜନ

ବୟସ ଥିଲା ୧୭ , ପରଦାରେ ନଜର ଆସିଥିଲେ ‘ଜେଜେ ମା’ ଭୂମିକାରେ ! ଜାଣନ୍ତି ଏହି ଓଡିଆ ଅଭିନେତ୍ରୀ କିଏ ?

ନାଆଁ ତାଙ୍କର ରାନୀ, ବୟସ ଥିଲା ମାତ୍ର ସତର ବର୍ଷ । ହେଲେ ଏଇ ବୟସରେ ସେ ବନିଥିଲେ ଜେଜେମା’ । କ’ଣ କିଛି ବୁଝିପାରୁନାହାଁନ୍ତି କି ? କଥାଟା ହେଲା ରାନୀ ଏବେ ଏକ ମେଗା ଧାରାବାହିକରେ ଅଭିନୟ କରୁଛନ୍ତି ତା’ ପୁଣି ଶୀର୍ଷକ ଭୂମିକାରେ । ସାର୍ଥକ ଟିଭିରେ ପ୍ରସାରିତ ଏହି ଧାରାବାହିକର ନାଆଁ ହେଲା…
Read More...

ନା ଅଭିନେତାଙ୍କ ଚେହେରାରୁ ଚିହ୍ନି ପାରିବେ , ନା ସ୍ୱରରୁ ! ଏମିତି ଏକ ଭୂମିକାରେ ଫିଲ୍ମ ୨.୦ ରେ ନଜର ଆସିବେ ଅକ୍ଷୟ…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘୨.୦’କୁ ନେଇ ଅକ୍ଷୟ କୁମାର ପ୍ରଥମରୁ ହିଁ ଚର୍ଚ୍ଚାରେ । ମିଳିଥିବା ଖବର ଅନୁସାରେ ଏହି ଫିଲ୍ମରେ ତାଙ୍କର ଲୁକ୍ କେବଳ ଚିହ୍ନିବାରେ ସମସ୍ୟା କରିବନି , ତାଙ୍କର ସ୍ୱର ବି ପୁରା ଅଲଗା ପ୍ରକାରର ଶୁଣାଯିବ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ…
Read More...

ପୁଣି ଭୁଲ୍ କଲେ ମିଷ୍ଟର ପରଫେକ୍ଟ ! ବଲିଉଡ ଅଭିନେତ୍ରୀଙ୍କ ଫିସ୍ ପରେ ଆମୀର ଭୁଲିଲେ ମିତାଲି ରାଜଙ୍କ ନାଁ

ସିକ୍ରେଟ୍ ସୁପରଷ୍ଟାରର ପ୍ରମୋସନ ପାଇଁ ଆମୀର ଖାନ ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ପହଂଚିଥିଲେ । ଯଦିଓ ବର୍ଷା କାରଣରୁ ମ୍ୟାଚ ହୋଇପାରି ନଥିଲା । କିନ୍ତୁ ଏହି ସମୟରେ ମିଷ୍ଟର ପରଫେକ୍ଟ କରିଥିବା ଏକ ଭୁଲ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।…
Read More...

ବନ୍ଦ ହେବ କୌନ ବନେଗା କୋରଡପତି ସିଜିନ୍ ୯ ! ଆସିବ ଆଉ ଦୁଇଟି ନୂଆ ସିରିୟଲ

ଛୋଟ ପରଦାରେ ବିଗ ବି ଅମିତାଭ ବଚ୍ଚନଙ୍କୁ ଦେଖୁଥିବା ଫ୍ୟାନଙ୍କ ପାଇଁ ଦୁଃଖ ଖବର । ବନ୍ଦ ହେବ ଟେଲିଭିଜନର ଲୋକପ୍ରିୟ କ୍ୱିଜ ଭିତ୍ତିକ ରିଆଲିଟି ସୋ’ କୌନ ବନେଗା କୋରଡପତି । ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୩ ତାରିଖରେ ଏହି ଲୋକପ୍ରିୟ ରିଆଲିଟି ସୋ’ ବନ୍ଦ ହେବାକୁ ଯାଉଛି । ଅକ୍ଟୋବର…
Read More...

ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ସିନେମା

ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ କାହାଣୀ । ସିନେମା ପରଦାରେ ଆସିବ କେଜ୍ରିୱାଲଙ୍କ ରାଜନୈତିକ ଜୀବନର ଅନେକ ଅକୁହା କଥା । ଆମେରିକାର ମିଡିଆ କମ୍ପାନୀ ୱାଇସ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ଟାଇଟଲ ରହିଛି ‘ଆନ୍ ଇନସିଗନିଫିକାଂଟ୍ ମ୍ୟାନ’ । ବିଦେଶ ସହ…
Read More...

ଆପଣ ଜାଣନ୍ତି ,ଅମିତାଭଙ୍କ ଭୂମିକାରେ ବି ନଜର ଆସିଥିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ !

ବଲିଉଡ ମେଗାଷ୍ଟାର୍‌ ଅମିତାଭଙ୍କ ଅଭିନୀତ କେତେକ ସୁପରହିଟ୍‌ ଫିଲ୍ମ ତାମିଲ ଭାଷାରେ ବି ରିମେକ୍‌ ହୋଇଛି । ଆଉ ଏସବୁ ସିନେମାରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଭୂମିକା ନିଭାଇଥିଲେ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ । ଆସନ୍ତୁ ସେହି ଫିଲ୍ମ ଗୁଡିକ ଉପରେ ନଜର ପକାଇବା. ଦିଓ୍ଵାର୍‌ – ୧୯୭୫ ରେ…
Read More...

ମୋର ଓ ସଲମାନଙ୍କ ବିବାହ ଚିନ୍ତା ସମସ୍ତଙ୍କୁ ଘାରିଛି : ତବୁ

ବଲିଉଡ ଅଭିନେତ୍ରୀ ତବୁ ଏହି ସମୟରେ ନିଜର ଫିଲ୍ମ ‘ଗୋଲମାଲ ଏଗେନ’ ର ପ୍ରମୋଶନରେ ବ୍ୟସ୍ତ । ଏହି ଅବସରରେ ନବଭାରତ ଟାଇମ୍ସ ଡଟ୍ କମ୍ ସହ କଥାବାର୍ତ୍ତା ବେଳେ ତବୁ ନିଜର ଫିଲ୍ମ ଛଡା ଅନ୍ୟ ବ୍ୟକ୍ତିଗତ କଥା ବି କହିଛନ୍ତି । ସକାଳ ୧୧ଟା ସମୟରୁ କ୍ରମାଗତ ଭାବେ ସନ୍ଧ୍ୟା ୮ଟା ଯାଏ ଅନେକ ମିଟିଂ ଓ…
Read More...

କେବଳ ପୁଅ-ବୋହୁଙ୍କୁ ଚିହ୍ନି ପାରୁଛନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତା ! ଆସନ୍ତୁ ଜାଣିବା କିପରି ଅଛନ୍ତି କାଦର ଖାନ୍…

ବିଗତ ଦିନର ଲୋକପ୍ରିୟ ତଥା ବଲିଉଡ଼ର ପ୍ରସଦ୍ଧ ଅଭିନେତା କାଦର ଖାନ୍  ା ତାଙ୍କର ଅଭିନୟ ଦକ୍ଷତା ଏତେ ନିଖୁଣ ଯେ ସେ ସବୁ ଚରିତ୍ରକୁ ଭଲରେ ଫୁଟାଇ ପାରୁଥିଲେ । କେବଳ ଗୋଟିଏ ଚରିତ୍ରରେ ବାନ୍ଧି ହୋଇ ନଥିଲେ ସେ । କାଦର ଖାନ୍ ତାଙ୍କର ଅଭିନୟ ଜୀବନ ଭିତରେ ଖଳାନାୟକ, ଚରିତ୍ର ଅଭିନେତା ଠାରୁ ଆରମ୍ଭ…
Read More...

ଆତ୍ମହତ୍ୟା ଉଦ୍ୟମ କରିଥିଲେ ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କ ପତ୍ନୀ

ବଲିଉଡ ଜଗତର ଜଣାଶୁଣା ଗାୟକ କୈଳାଶ ଖେରଙ୍କର ପତ୍ନୀ ଶୀତଲ ଭାନ ଏବେ ଚର୍ଚ୍ଚାରେ । ତେବେ ଶୀତଲ ନିଜର କୌଣସି ଲେଖାକୁ ନୁହେଁ ବରଂ ନିଜ ଜୀବନରେ ନେଇଥିବା ଏକ କଠୋର ନିଷ୍ପତ୍ତିକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଉ କଠୋର ନିଷ୍ପତ୍ତି ହେଉଛି ଆତ୍ମହତ୍ୟା । ଏବେ ଆପଣଙ୍କ ମନରେ…
Read More...

ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ଏବେ ପୁଣି ଚର୍ଚ୍ଚାରେ ! ଭୁଲର ପ୍ରାୟଶ୍ଚିତ କରୁଛନ୍ତି ରୀୟା ପିଲ୍ଲାଇ

ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ରୀୟା ପିଲ୍ଲାଇ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ରୀୟା ନିଜର ଭୁଲର ଏବେ ପ୍ରାୟଶ୍ଚିତ କରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହୈବ ନାହିଁ । ସଞ୍ଜୟ ଦତ୍ତଙ୍କ ସହ ସଂପର୍କ ଛିନ୍ନ କରିବା ତାଙ୍କର ଭୁଲ୍‌ ଥିଲା । ସେ ଗତ କିଛି ବର୍ଷ ହେବ ତାଙ୍କର ଲିଭ୍‌-ଇନ୍‌…
Read More...