Browsing Category

ମନୋରଞ୍ଜନ

ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିବା ପାଇଁ ମନା କରୁଥିଲେ ବେବୋ ! ଆଜି ସେଲିବ୍ରିଟି ଦମ୍ପତ୍ତି ପାଳୁଛନ୍ତି ପଞ୍ଚମ ବିବାହ…

କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ଆଜି ତାଙ୍କର ପଞ୍ଚମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ସମୟ ଥିଲା ସୈଫଙ୍କ ବିବାହ ପ୍ରସ୍ତାବକୁ କରୀନା ମନା କରିଦେଇଥିଲେ । ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ସିନେମା ‘ଟଶନ’ରେ ପାଖାପାଖି ଆସିଥିଲେ । ଏହି…
Read More...

ଫୁଟବଲ ଖେଳି ଥକିଗଲେ ମାହି ! ଷ୍ଟାଡିୟମ ଭିତରେ ପାଣି ପିଆଇଲେ ଝିଅ ଜିଭା, ଭିଡ଼ିଓ ହେଲା ଭାଇରାଲ

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ଟେଷ୍ଟ ସିରିଜ ହାତେଇବା ପରେ ଟିମ୍ ଇଣ୍ଡିଆ ଏବେ ବିନ୍ଦାସ ମୁଡରେ । ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଫୁଟବଲ ଖେଳିବାକୁ ଭଲ ପାଉଥିବା ଆପଣ ନିଶ୍ଚୟ ଜାଣିଥିବେ । ଏହାର ଝଲକ ଗତକାଲି ମଧ୍ୟ ଦେଖିବାକୁ ମିଳିଥିଲା । ଗତକାଲି ମୁମ୍ବାଇର ଅନେ୍ଧରୀ ସ୍ପୋଟ୍ସ…
Read More...

ବେଡସିଟ ଭଳି ପୋଷାକ ପିନ୍ଧି ଚର୍ଚ୍ଚାରେ ଶ୍ରୀଦେବୀ

ଶ୍ରୀଦେବୀଙ୍କ ଆଉ ଏକ ଫ୍ୟାଶନ ବ୍ଲଣ୍ଡର । ନିକଟରେ ରିଲିଜ ହୋଇଥିବା ‘ମମ୍ମି’ ଫିଲ୍ମ ଫେଷ୍ଟିଭାଲରେ କଙ୍ଗନା ରଣାୱତ, ହୁମା କ୍ୟୁରେସି,ଡାଏନା ପେଂଟିଙ୍କୁ ପୋଷାକକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚା ହୋଇଥିଲା । ଏଠାରେ ଉପସ୍ଥିତ ଥିବା ଶ୍ରୀଦେବୀଙ୍କ ଡ୍ରେସ ଟିକେ ନିରାଶାଜନକ ରହିଥିଲା । ପୂର୍ବରୁ…
Read More...

୬୯ ବର୍ଷରେ ଡ୍ରିମ୍ ଗାର୍ଲ

୬୯ ବର୍ଷରେ ଡ୍ରିମ୍ ଗାର୍ଲ । ବଲିଉଡ୍ ଡ୍ରିମ ଗାର୍ଲ ହେମାମାଳିନୀଙ୍କ ଆଜି ୬୯ ତମ ଜନ୍ମ ଦିନ । ଏହି ଅବସରରେ ହେମା ତାଙ୍କର ବାୟୋଗ୍ରାଫି ରିଲିଜ କରିବେ । ହେମାଙ୍କ ବାୟୋଗ୍ରାଫିର ନାଁ ରହିଛି ‘ବିଅଣ୍ଡ ଦି ଡ଼୍ରିମ୍ ଗାର୍ଲ’ । ଏହି ପୁସ୍ତକର ହେମାଙ୍କ ଜୀବନ ବିଷୟରେ ବହୁତ କଥା ଜାଣିହେବ ।…
Read More...

ଜାରି ହେଲା ‘ହେଟ୍ ଷ୍ଟୋରୀ ୪’ ସିନେମାର ପ୍ରଥମ ପୋଷ୍ଟର ! ଜାଣନ୍ତୁ କେବେ ଆସୁଛି ସିନେମା

‘ହେଟ୍ ଷ୍ଟୋରୀ ୪’ ସିନେମାର ପ୍ରଥମ ପୋଷ୍ଟର ଆସିଯାଇଛି । ଏହି ପୋଷ୍ଟରକୁ ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ତରଣ ଆଦର୍ଶ ଦୁଇଟି ଫଟୋ ଶେୟାର କରିଛନ୍ତି, ଯେଉଁଠି ସିନେମାର ରିଲିଜ୍ ତାରିଖ ଓ ଅନ୍ୟଟିରେ ବଲିଉଡ଼ ଅଭିନେତ୍ରୀ ଉର୍ବଶୀଙ୍କ ଫଟୋ ଶେୟାର…
Read More...

ଇଚ୍ଛା ଥିଲା ବାସ୍କେଟ୍ ବଲ୍ ଖେଳାଳୀ ହେବା , ହୋଇଗଲେ ଅଭିନେତା !

ହଲିଉଡରୁ ନିଜର କ୍ୟାରିୟରର ଆରମ୍ଭ କରିଥିବା ଅଭିନେତା ଅଲୀ ଫଜଲଙ୍କର ରବିବାର ଅର୍ଥାତ୍ ଆଜି ଜନ୍ମଦିନ । ଯିଏ ପିଲା ଦିନରୁ ସ୍ୱପ୍ନ ଦେଖିଥିଲେ ବାସ୍କେଟ୍ ବଲ ଖେଳାଳୀ ହେବା । ହେଲେ ହୋଇଗଲେ ଅଭିନେତା । ଆସନ୍ତୁ ଜାଣିବା ଅଲୀଙ୍କର ହଲିଉଡରୁ ବଲିଉଡ ଯାତ୍ରା ବିଷୟରେ । ଅଲୀ ଫଜଲଙ୍କର ଜନ୍ମ ଉତ୍ତର…
Read More...

ଫିଲ୍ମକୁୁ ନେଇ କରଣ ଓ ଶାହାରୁଖଙ୍କ ବନ୍ଧୁତାରେ ଫାଟ !

ବଲିଉଡ କିଙ୍ଗଖାନ ଶାହାରୁଖ ଓ କରଣ ଜୋହରଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ନେଇ ସମସ୍ତେ ଚର୍ଚା କରିଥାନ୍ତି । କିନ୍ତୁ ଏବେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି । ଦୁହିଁଙ୍କ ବନ୍ଧୁତାରେ ଫାଟର କାରଣ ଫିଲ୍ମ ‘ଇସ୍ତେଫାକ’ । ସିଦ୍ଧାର୍ଥ ମାଲହୋତ୍ରା,…
Read More...

ସିନେମା ସମ୍ରାଟଙ୍କ କାରନାମା । ୨୪ ଜଣ ମହିଳାଙ୍କୁ କରିଛନ୍ତି ଯୌନ ଶୋଷଣ । ଶେଷରେ ବିଦାକଲା ଓସ୍କାର

ହଲିଉଡ ଜଗତର ସିନେମା ସମ୍ରାଟ୍ କୁହାଯାଉଥିବା ତଥା ଖ୍ୟାତନାମା ସିନେମା ପ୍ରଯୋଜକ ହାର୍ଭି ୱିନଷ୍ଟେନଙ୍କୁ ଓସ୍କାର ଏକାଡେମୀରୁ ବାହାର କରି ଦିଆଯାଇଛି । ପାଖାପାଖି ୨୦ରୁ ଅଧିକ ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହାର୍ଭିଙ୍କ ବିରୋଧରେ ଆସିଛି । ଯେଉଁଥିପାଇଁ ତାଙ୍କୁ ଓସ୍କାର ସଦସ୍ୟରୁ…
Read More...

ତୁହ୍ମାରୀ ସୁଲୁର ଟ୍ରେଲର ରିଲିଜ୍ ! କମେଡ଼ି ସାଙ୍ଗକୁ ରହିଛି ବିଦ୍ୟା ବାଲାନଙ୍କ ଦମଦାର ଅଭିନୟ

ଚର୍ଚ୍ଚାରେ ବିଦ୍ୟା ବାଲାନଙ୍କ ଆଗାମୀ ସିନେମା ‘ତୁହ୍ମାରୀ ସୁଲୁ’ । ଶନିବାର ଦିନ ଲଂଚ ହୋଇଛିି ଏହି ସିନେମାର ଟ୍ରେଲର । ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ଯେବେ ବି ପରାଦାକୁ ଆସନ୍ତି ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ମାନେ ପାଗଳ ପରି ଅପେକ୍ଷା କରିଥାନ୍ତି । ବିଦ୍ୟା ତାଙ୍କ ଆଗାମୀ ସିନେମା…
Read More...

ଆସୁଛି ଡ୍ରିମ୍ ଗର୍ଲଙ୍କ ଜୀବନୀକୁ ନେଇ ପୁସ୍ତକ ! ଖୋଲିବ ହେମାଙ୍କ ଜୀବନର ଅନେକ ବଡ଼ ବଡ଼ ରସହ୍ୟ

ବଲିଉଡ଼ରେ ଅନେକ ଲୋକପ୍ରିୟ କଳାକାର ତଥା ନିର୍ଦ୍ଦେଶକଙ୍କ ଜୀବନୀ ଉପରେ ବହି ଲେଖା ସରିଛି । ସେମାନଙ୍କ ମଧ୍ୟରେ ଋଷି କପୁର, କରଣ ଜୋହର ଓ ରେଖାଙ୍କ ଉପରେ ବହି ଆସିସାରିଛି । ଏହି ତାଲିକାରେ ଏବେ ଯୋଡ଼ି ହେବାକୁ ଯାଉଛନ୍ତି ବଲିଉଡ଼୍ ଡ୍ରିମ ଗର୍ଲ । ତାଙ୍କ ବାୟୋଗ୍ରାଫିର ନାମ ହେଲା ‘ ‘ବିୟଣ୍ଡ ଦ…
Read More...