Browsing Category

ଦେଶ ବିଦେଶ

କଲାମଙ୍କ ସ୍ମାରକୀକୁ ନେଇ ବିବାଦ

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଅବଦୁଲ କଲାମଙ୍କ ୧୫ କୋଟି ଟଙ୍କାରେ ନିର୍ମିତ ସ୍ମାରକୀ ଉନ୍ମୋଚିତ ହେବା ପରେ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବୀଣା କଲାମଙ୍କର ପ୍ରିୟ ବାଦ୍ୟଯନ୍ତ୍ର ହୋଇଥିବାରୁ ସେ ଏହା ବଜାଉଥିବାର ପ୍ରତିକୃତିକୁ ଗତ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ…
Read More...

ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ ! ଡାମନ୍ ଆଣ୍ଡ୍ ଡିଉ ସରକାରଙ୍କ କଡା ନିର୍ଦ୍ଦେଶ

ସମସ୍ତ ସରକାରୀ ଅଫିସରେ ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ । ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଡାମନ୍ ଆଣ୍ଡ୍ ଡିଉ ସରକାର । ଏନେଇ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ରାକ୍ଷୀ ପୂର୍ଣ୍ଣମୀ ଦିନ ଅର୍ଥାତ୍…
Read More...

୧୬ ବର୍ଷୀୟ ହର୍ଷିତକୁ ୧.୪ କୋଟି ଟଙ୍କାର ଚାକିରି ଅଫର୍ ମିଛ ! ଗୁଗୁଲ୍ ନିଜେ କଲା ଖଣ୍ଡନ, କହିଲା ଖବରରେ ନାହିଁ ସତ୍ୟତା

ଚଣ୍ଡିଗଡର ଜଣେ ୧୬ ବର୍ଷୀୟ ବାଳକକୁ ଇଣ୍ଟରନେଟ୍ ସର୍ଚ୍ଚ ଇଂଜିନ୍ ଗୁଗୁଲ୍ ପକ୍ଷରୁ ୧.୪ କୋଟି ଟଙ୍କାର ପ୍ୟାକେଜ୍ ଅଫର୍ ଦିଆଯାଇଛି । ଗୁଗୁଲ୍ ପାଇଁ ଆଇକନ୍ ଡିଜାଇନ୍ କରିବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଏବେ…
Read More...

ଆରବିଆଇ ଦେଲା ଶସ୍ତା ଋଣ ଉପହାର ! ୦.୨୫ କମିଲା ରେପୋ ରେଟ୍ , କମିବ ଇଏମଆଇ

ଶସ୍ତା ହେଲା ଘର ଏବଂ କାର୍ ଲୋନ୍ । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଉର୍ଜିତ୍ ପଟେଲ୍ ଆଜି ଏନେଇ ଘୋଷଣା କରିଛନ୍ତି । ଆରବିଆଇର ନୂଆ ରେପୋ ରେଟରେ ୦.୨୫ ପଏଂଟ୍ କମ୍ ହୋଇଛି । ଫଳରେ ୬.୨୫ରୁ କମି ରେପୋ ରେଟ୍ ବର୍ତ୍ତମାନ ୬ ହୋଇଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୫.୭୫ ହୋଇଛି । ଜାନୁୟାରୀ…
Read More...

ଓଡିଶା ଖଣି ଦୁର୍ନୀତି ମାମଲା: ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ହେବ ୧୦୦ ପ୍ରତିଶତ ଫାଇନ୍ ଆଦାୟ । ହେବନି ସିବିଆଇ ତଦନ୍ତ…

ଓଡିଶା ଖଣି ଦୁର୍ନୀତି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ୧୦୦ ପ୍ରତିଶତ ଫାଇନ୍ ଆଦାୟ କରିବାକୁ ନିଜ ରାୟରେ ସର୍ବୋଚ୍ଚ କୋର୍ଟ କହିଛନ୍ତି । ପରିବେଶ ମଂଜୁରୀ ବାହାରେ ହୋଇଥିବା ଖଣିଜ ଉତ୍ତୋଳନ କିମ୍ବା ପରିବେଶ ମଂଜୁରୀ ଥାଇ ନିର୍ଦ୍ଧାରିତ ପରିମାଣ…
Read More...

ଆଫଗାନିସ୍ତାନ: ହେରାତର ଏକ ମସଜିଦରେ ବିସ୍ଫୋରଣ, ୨୦ ମୃତ

କନକ ବ୍ୟୁରୋ: ଆଫଗାନିସ୍ତାନର ହେରାତ୍ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ଜଣଙ୍କର ମୃତ୍ୟୁ ହୋଇଛି । ହେରାତ୍ ସହରରେ ଥିବା ଜବାଦିୟା ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…
Read More...

ପ୍ରଧାନମନ୍ତ୍ରୀଙ୍କ ଉତ୍ତରପୂର୍ବ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା ! ୨ହଜାର କୋଟି ଟଙ୍କାର ରିଲିଫ୍ ସହାୟତା ଘୋଷଣା

କନକ ବ୍ୟୁରୋ: ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରଳୟଙ୍କରୀ ବନ୍ୟାରେ ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟିଠାରେ ସ୍ଥିତିର ସମୀକ୍ଷା କରିଥିଲେ । ଆସାମରେ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ସେ ଶହେ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।…
Read More...

ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ଏବେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଲା ଚୀନ୍

କନକ ବ୍ୟୁରୋ: ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଛି ଚୀନ୍ । ହିମାଚଳ ପ୍ରଦେଶର କିନ୍ନୋର ସୀମା ଅଞ୍ଚଳରେ ଚୀନ୍ ପକ୍ଷରୁ ଜବରଦସ୍ତି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାକୁ ଚୀନ୍ ସେନାର ହେଲିକପ୍ଟର ବାରମ୍ବାର ଆସୁଥିବା ଓ ବଡ଼ବଡ଼ ମେସିନମାନ…
Read More...

ଅଗଷ୍ଟରେ ୫୬ ଟଙ୍କା ସବସିଡି ! ଅଣ ସବସିଡି ୪୦ ଟଙ୍କା କମିଲା, ସବସିଡି ଏଲପିଜି ଦର ୨ ଟଙ୍କା ବଢ଼ିଲା

କନକ ବ୍ୟୁରୋ: ଇଣ୍ଡେନ୍ ପୋର୍ଟାଲର ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ମଙ୍ଗଳବାର ଇଣ୍ଡେନର ୧୪.୨ କେଜି ଏଲପିଜି ସିଲିଣ୍ଡର୍ ମୂଲ୍ୟ ୫୪୬ ଟଙ୍କା ୫୦ ପଇସା ରହିଛି । ଏବଂ ସବସିଡିରେ ପ୍ରଦାନ କରାଯାଉଥିବା ସିଲିଣ୍ଡର୍ ମୂଲ୍ୟ ୪୯୦ ଟଙ୍କା ୫୦ ପଇସା ରହିଛି । ଅର୍ଥାତ ଏଲପିଜି ଉପରେ ସରକାର ପ୍ରଦାନ…
Read More...

ଚୀନ ସାମଗ୍ରୀର ଦାସତ୍ୱରୁ ଭାରତର ମୁକ୍ତି କେବେ ?

ଭାରତକୁ ଚୀନରୁ ଆମଦାନୀ ହେଉଥିବା ଓ ଚୀନକୁ ରପ୍ତାନୀ ହେଉଥିବା ସାମଗ୍ରୀର ବାର୍ଷିକ ବିବରଣୀ -      ୨୦୧୦-୧୧ ୨୦୧୧-୧୨ ୨୦୧୨-୧୩ ୨୦୧୩-୧୪ ୨୦୧୪-୧୫ ୧୦୧୫-୧୬ ୨୦୧୬-୧୭ ଚୀନରୁ ଆମଦାନୀ – ୪୩.୫     ୫୫.୩      ୫୨.୨     ୫୧    ୬୦. ୪       ୬୧.୭        ୬୧.୩ ଚୀନକୁ…
Read More...