Browsing Category

ସ୍ପେଶାଲ୍ ରିପୋର୍ଟ

“ଭୟ’ ଦୀପାବଳି ଅବସରରେ ରେଡିଓ ଚକଲେଟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଘନ ଅନ୍ଧାର ରାତିରେ ପାଉଁଜିର ରୁଣୁଝୁଣୁ ଶବ୍ଦ । ଲାଗେ ଯେମିତି କେହି ତୁମର ଅନୁସରଣ କରୁଛି । କିନ୍ତୁ ହଠାତ୍ ବୁଲି ଦେଖିଲା ବେଳକୁ ନିସ୍ତବ୍ଧ ରାତିର ଘନ ଅନ୍ଧକାର ଛଡା ଆଉ କିଛି ନୁହଁ । ବୁଲା କୁକୁରଙ୍କ ବିକଟାଳ ଶବ୍ଦ ରାତିର ବୟସ ବଢାଇବା ସଙ୍ଗେ ସଙ୍ଗେ…
Read More...

ବାପା ମାଓବାଦୀ ପୁଅ ପୁଲିସ୍ !

ମାଲକାନଗିରି : ବାପା ମାଓବାଦୀ ପୁଅ ପୁଲିସ୍ । ବ୍ୟବସ୍ଥା ବିରୋଧରେ ୧୪ ବର୍ଷ ତଳୁ ଅସ୍ତ୍ର ଉଠାଇଥିଲେ ବାପା ୱାଇ. ସୀମାଂଚଳମ । ବନିଯାଇଥିଲେ ନକ୍ସଲ । ହେଲେ ବିରୋଧୀ କ୍ୟାମ୍ପରେ ରହି ନକ୍ସଲଙ୍କ ମୁକାବିଲା କରୁଥିଲେ ପୁଅ । କାରଣ ପୁଅ ୱାଇ. ଆପ୍ପାରାଓ ଜଣେ ପୁଲିସ୍ କନେଷ୍ଟବଳ । ଏହା ହେଉଛି…
Read More...

କୁକୁରର ଲମ୍ବା କେଶକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିବାକୁ ତା ପାଖରେ ଅଛି ସବୁ ସ୍ୱତନ୍ତ୍ରତା । ତାର ଘନ ,ଲମ୍ବା ଓ ତରଙ୍ଗାୟିତ କେଶ ଦେଖି କାହାର ବି ଆଖି ଖୋସି ହୋଇଯିବ । ଏ'ଠି କୈାଣସି ହଟ୍ ଏବଂ ସେକ୍ସି ସୁପର ମଡେଲ ବିଷୟରେ କୁହାଯାଉନି , ୫ ବର୍ଷିୟ ଏକ ଆଫଗାନୀ ଶିକାରୀ କୁକୁର ବିଷୟରେ କୁହାଯାଉଛି ।…
Read More...

୧୧୨ ବର୍ଷ ହେଲା ତିଆରି ଚାଲିଛି ମନ୍ଦିର : ଏବେ ବି ଅଧୁରା ନିର୍ମାଣ କାର୍ଯ୍ୟ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୧୧୨ ବର୍ଷ ହେଲା ଏକ ମନ୍ଦିରର ନିର୍ମାଣ କାମ ଚାଲିଛି । ଏପର୍ଯ୍ୟନ୍ତ ସରିନାହିଁ । ଖର୍ଚ୍ଚ ହୋଇସାରିଲାଣି ୪୦୦ କୋଟି ଟଙ୍କା । ଏହା ଦୁନିଆର ଏକ ମାତ୍ର ମନ୍ଦିର ଯାହାକୁ ତିଆରି କରୁଥିବା ଲୋକଙ୍କର ୪ ପିଢି ଚାଲିଗଲେଣି । ଲୋକଙ୍କ କହିବା ଅନୁସାରେ , ଏହି ମନ୍ଦିରକୁ…
Read More...

ପାଣି ଟ୍ୟାଙ୍କର ଚାଳକଙ୍କ କମାଲ : ଜିତିଲେ ମିଷ୍ଟର ଏସିଆ ୨୦୧୬ ଟାଇଟଲ

ସଫଳତା କେତେବେଳେ କାହା ପଛରେ ଫୁଲ ଭଳି ମହକ ବୁଣି ଦେଇଥାଏ । ତା କହି ହୋଇନଥାଏ । ନିଜର ଦୃଢ ଇଚ୍ଛା ଓ ମନୋବଳରେ ସବୁ ଯେ ସମ୍ଭବ ହୋଇଥାଏ , ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଏହାର ଏକ ଉଦାହରଣ ହେଲେ ଜି. ବାଳକୃଷ୍ଣ । ବାଙ୍ଗାଲୁରର ଜଣେ ପାଣି ଟ୍ୟାଙ୍କରର ଚାଳକ । ଜିତିଛନ୍ତି ମିଷ୍ଟର…
Read More...

ନିଲାମ ହେଲା ଟାଇଟାନିକ୍ ଜାହାଜର ଚାବି ! ମୂଲ୍ୟ ଆକାଶଛୁଆଁ

ଟାଇଟାନିକ୍ ଜାହାଜର ଏକ ଚାବିର ନିଲାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଇ ଚାବିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଚାବିର ମୂଲ୍ୟ ୮୫ ହଜାର ପାଉଣ୍ଡ, ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ବୋଲି ଜଣାପଡିଛି । ଟାଇଟାନିକ୍ ଜାହାଜ ୧୯୧୨ ମସିହାରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି…
Read More...

ଟପ୍ ମାଓନେତା ଦୟା, ଗଣେଷ ନିହତ ! ଖସିଗଲା ମୋଷ୍ଟ୍ ୱାଂଟେଡ୍ ରାମକ୍ରିଷ୍ଣା

ସୁରକ୍ଷାବାହିନୀର ଗୁଳିରେ ପ୍ରାଣ ହରାଇଛନ୍ତି ଅନେକ ଟପ୍ ମାଓନେତା । ଯେଉଁମାନେ ଥିଲେ ଉଭୟ ଓଡିଶା ଓ ଆନ୍ଧ୍ର ପୋଲିସ ପାଇଁ ମୋଷ୍ଟୱୋଂଟେଡ । ହେଲେ ଏତେବଡ ଯୁଦ୍ଧ ଭିତରୁ ଅତି ଚତୁରତାର ସହ ଖସି ଯାଇଛି ସେଂଟ୍ରାଲ କୋର କମିଟିର ସମ୍ପାଦକ ରାମକ୍ରିଷ୍ଣା । ତେବେ ଜଙ୍ଗଲ ଭିତରେ କିଏ କେତେବର୍ଷ ଧରି…
Read More...

ଗିରଫ ହେଲା କଙ୍ଗାରୁକୋର୍ଟର ଖଳନାୟକ ! ଭୟରେ ପୁରୁଷଶୂନ୍ୟ ବଳରାମପୁର

ନୟାଗଡ : ଗଡଜାତରେ ପ୍ରଜାକୋର୍ଟ । ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ନୟାଗଡରେ କିଏ ଚଳାଇଥିଲା ଏହି କଙ୍ଗାରୁକୋର୍ଟ ? ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୁଲିସ । ପ୍ରଜାକୋର୍ଟରେ ହୋଇଥିଲା ଜଣେ ଶିକ୍ଷକଙ୍କ ବିଚାର । ଆଉ ଘଟଣା ପଛର ମୁଖ୍ୟ ଖଳନାୟକ ଥିଲେ…
Read More...

ଗ୍ରାଜୁଏସନ୍ ସରିବା ପୂର୍ବରୁ ସରିଗଲା ସଂସାର : ହେଲେ ମୃତ୍ୟୁ ପରେ ବି ପାଇଲେ ଜୀବନ

କନକ ବ୍ୟୁରୋ : ଗଂଜାମ ଜିଲ୍ଲା କ୍ଷେତ୍ରୀୟ ବ୍ରହ୍ମପୁରର ରଶ୍ମିତା ସ୍ୱାଇଁ । ସରଳ ଝିଅ ମନରେ ସବୁବେଳେ ସ୍ୱେଚ୍ଛାସେବୀ ହେବାର ସ୍ୱପ୍ନ । ତେଣୁ ନିଜ ପାଠ ପଢା ସାଙ୍ଗକୁ କୁନିକୁନି ପିଲାଙ୍କୁ ମାଗଣା ପଢାଉଥିଲେ ଟ୍ୟୁସନ । ବର୍ଷେ ପରେ ସେ ହୋଇଥାନ୍ତେ ଗ୍ରାଜୁଏଟ୍ । ହେଲେ କଲେଜ ଜୀବନ ସରିବା…
Read More...

ବାପ ନା ରାକ୍ଷସ : ଚାରି ବର୍ଷ ଧରି ନିଜ ଝିଅକୁ କରୁଥିଲା ବଳାତ୍କାର

ବାପା ହୋଇ ବି ନିଜ ଜନ୍ମଜାତ ଝିଅର କଲା ସର୍ବନାଶ । ବାପାର କାମନାର ନିଆଁରେ ଜଳିଗଲା ଝିଅର ଯୈାବନ । ବାପାର ଅମାନୁଷିକ ଘୃଣ୍ୟ କାମରେ ନଷ୍ଟ ହୋଇ ଗଲା ଝିଅର ସୁନ୍ଦର ଭବିଷ୍ୟତ । ଏମିତି ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ଆଉ ଦ ଗାର୍ଡିୟାନ ନ୍ୟୁଜରେ ପ୍ରକାଶିତ ଏ ଖବର ତାଜୁବ୍ କରିଛି…
Read More...