Browsing Category

ସ୍ପେଶାଲ୍ ରିପୋର୍ଟ

ରାସ୍ତା ଉପରେ ପିଲା ଜନ୍ମ କଲେ ମହିଳା ! ଭିକାରି ସାଜିଲେ ଧାଈ

ଏବେବି ସମାଜରେ ମାନବିକତା ଓ ସମ୍ବେଦନଶୀଳତା ବଂଚିଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ସଡକ ଉପରେ ଜଣେ ମହିଳାଙ୍କର ପ୍ରସବ କଷ୍ଟ ହୋଇଥିଲା ଏବଂ ସେଠାରେ ଉପସ୍ଥିତ ଜଣେ ମହିଳା ଭିକାରି ନିଭାଇଥିଲେ ଧାଈର ଭୂମିକା । ଏହାକୁ ନେଇ ଖୁବ୍ ପ୍ରଶଂସା ମିଳିଛି ସେହି ଭିକାରି ଜଣକୁ ।…
Read More...

ସାର୍ଟ ପାଇଁ ବଟନ୍ ନାହିଁ ! ୟୁନିଫର୍ମରେ ତାଲା ଲଗାଇ ସ୍କୁଲ ଆସିଲେ ବାଳକ

ଉତ୍ତରପ୍ରଦେଶରର ଏକ ସରକାରୀ ବିଦ୍ୟାଳୟର ଜଣେ ଛାତ୍ରର ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହୋଇଛି । ବାନ୍ଦା ଜିଲ୍ଲାର ମୋଗରିଆ ଗାଁର ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପଢୁଥିବା ଶତ୍ରୁହନ ନିଷାଦ ଖୁବ ନିଆରା ଅନ୍ଦାଜରେ ଆସିଥିଲେ ସ୍କୁଲ । ସେ ସାର୍ଟରେ ବଟନ ବଦଳରେ ତାଲା ଲଗାଇ ସ୍କୁଲ…
Read More...

କୁନି ମୁଣ୍ଡରେ ବଡ ବୋଝ ! ମାତ୍ର ୫ ବର୍ଷ ବସୟରେ ନେଉଛି ସାରା ପରିବାରର ଦାୟିତ୍ୱ

ଚୀନରେ ରହୁଥିବା ୫ ବର୍ଷର କୁନି ଝିଅ ଏନା ବାଙ୍ଗଙ୍କ ଜୀବନ ଅନ୍ୟ ପିଲାଙ୍କ ଜୀବନ ଠାରୁ ବେଶ ଭିନ୍ନ । ଯେଉଁ ବୟସରେ ହସି ଖେଲି ଜୀବନ ବିତାଇବା କଥା ସେ ସମୟରେ ତା’ ମୁଣ୍ଡରେ ପରିବାରର ବୋଝ । ପ୍ରତିଦିନ ଏନାର ଜୀବନ ଆଇ ଓ ଆଇଙ୍କ ମା’ ଙ୍କ ଯତ୍ନ ନେବାରୁ ହୁଏ ଆରମ୍ଭ । ସେମାନଙ୍କ ଯତ୍ନ ଏହି କୁନି…
Read More...

ଦୁଷ୍କର୍ମକାରୀକୁ ଦଣ୍ଡ ! ଦେଖନ୍ତୁ କେଉଁ ଦେଶରେ କଣ ରହିଛି ଆଇନ୍

ଦୁଷ୍କର୍ମ ଏକ ଜଘନ୍ୟ ଅପରାଧ । ଯାହାର ଭୟଙ୍କର ପ୍ରଭାବରେ ଗୋଟିଏ ନୀରିହ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ । ଏହି ଜଘନ୍ୟ ଅପରାଧ ପାଇଁ ଅପରାଧୀକୁ ଦଣ୍ଡ ମିଳିଥାଏ ସତ ହେଲେ କେତେକ କ୍ଷେତ୍ରରେ ଅପରାଧ ଆଗରେ ଦଣ୍ଡ କିନ୍ତୁ କମ୍ ପଡିଯାଇଥାଏ । ତେବେ ସବୁ ଦେଶରେ ସମାନ ଦଣ୍ଡ ବ୍ୟବସ୍ଥା ନଥାଏ ।…
Read More...

ମହଙ୍ଗା ପଡିଲା ପରକୀୟା ପ୍ରୀତି ! ଅତିଷ୍ଠ ହୋଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଲେ ସ୍ତ୍ରୀ

କନକ ବ୍ୟୁରୋ : ମହଙ୍ଗା ପଡିଲା ପରକୀୟା ପ୍ରୀତି । ଅବୈଧ ସଂପର୍କରେ ଅତିଷ୍ଠ ହୋଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ଗାଜିଆବାଦରେ । ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ଦିଲ୍ଲୀସ୍ଥିତ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା । ଯାହାକୁ ନେଇ ଉଭୟଙ୍କ…
Read More...

ପବିତ୍ର ସମ୍ପର୍କରେ ପାପର ଛିଟା ! ପୁଅବୋହୂଙ୍କ ଶୋଇବା ଘରେ କ୍ୟାମେରା ଲଗାଇ ଅଶ୍ଳୀଳ ଭିଡିଓ ତିଆରି କଲେ ଶଶୁର

ବିିଶ୍ୱାସରେ ବିଷ । ପବିତ୍ର ସମ୍ପର୍କରେ ପାପର ଛିଟା । ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି ଇନ୍ଦୋର ସହରର ବିଜଲପୁର ଅଞ୍ଚଳରେ । ଏଠାରେ ଜଣେ ୨୮ ବର୍ଷିୀୟ ଜଣେ ବିବାହିତ ମହିଳା ନିଜ ଶଶୁରଙ୍କ ବରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ତାଙ୍କ ଶୋଇବା ଘରେ କ୍ୟାମେରା ଲଗାଇ ଅଶ୍ଳୀଳ…
Read More...

ରଖେ ହରି ମାରେ କିଏ ! ୩୦ହଜାର ଭୋଲ୍ଟର ବିଦ୍ୟୁତ ଝଟକା ପରେ ବି ବଞ୍ଚିଲେ ଯୁବକ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଯୁବକ ବିଦ୍ୟୁତ ଟାୱାରରେ ଚଢିଥିବାର ଦୃଶ୍ୟ ନଜର ଆସୁଛି । ଏବଂ ହଠାତ୍ ତାଙ୍କୁ ୩୦,୦୦୦ ଭୋଲ୍ଟର ବିଦ୍ୟତ ଝଟକା ଲାଗେ । ଝଟକା ଲାଗିବା ପରେ ଯୁବକ ଜଣକ ପାଖାପାଖି ୧୦୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡନ୍ତିି । ସବୁଠାରୁ…
Read More...

ସାପ – ସିଡି ଖେଳର ଇତିହାସ ! ଯେତେ ରୋଚକ ସେତେ ମନୋରଞ୍ଜକ

ପିଲାବେଳେ ଆପଣ ସମସ୍ତେ ସାପ ସିଡି ଖେଳ ନିଶ୍ଚୟ ଖେଳିଥିବେ । କହିବାକୁ ଗଲେ ଲୁଡୁ ଠାରୁ ଏହି ଖେଳ ଖୁବ୍ ସହଜ ଲାଗେ । କାରଣ ଏଥିରେ ମୁଣ୍ଡ ଖଟାଇବାକୁ ଲାଗି ନଥାଏ । ବାସ୍ ସବୁ କିଛି ଭାଗ୍ୟ ଏବଂ ଗୋଟି ଉପରେ ନିର୍ଭର କରେ । କିନ୍ତୁ କେବେ ଭାବିଛନ୍ତି ଏହି ଖେଳର ଆରମ୍ଭ ଏବଂ ଆବିଷ୍କାର କେଉଁଠି…
Read More...

ଯୁବକ ଆଣିଲେ ଦୁଷ୍କର୍ମ ଅଭିଯୋଗ ! ମହିଳାଙ୍କୁ କୋର୍ଟ ଚାଲାଣ

ଦୁଷ୍କର୍ମ ବା ଯୌନ ନିର୍ଯାତନା ଘଟଣା ଶୁଣିଲେ ପୀଡିତା ଭାବରେ ଆଖି ସାମ୍ନାକୁ ଚାଲି ଆସେ ଜଣେ ଯୁବତୀଙ୍କ ଚେହେରା । ଆଉ ଅଭିଯୁକ୍ତ କହିଲେ ନିଶ୍ଚିତ ଭାବରେ ଜଣେ ପୁରୁଷ । କିନ୍ତୁ ଏବେ ଏମିତି ଏକ ଅଭିଯୋଗ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଏଥିରେ ମହିଳା ଜଣକ ପୀଡିତା ନୁହେଁ ବରଂ…
Read More...

ଆପଣଙ୍କ ଇ-ମେଲ ଆଇଡି ହ୍ୟାକ ହୋଇଛି କି ନାହିିଁ ନିଜ ମୋବାଇଲରୁ ପତ୍ତା ଲଗାନ୍ତୁ ?

ନିକଟରେ ହ୍ୟାକର୍ସ ଗ୍ରୁପମାନେ ଯେପରି କ୍ରିଆଶୀଳ ଅଛନ୍ତି ଏମିତିରେ ଆପଣଙ୍କ ଡାଟା କୌଣସି ପ୍ରକାରେ ସୁରକ୍ଷିତ ନୁହଁ । କିଛି ଦିନ ପୂର୍ବରୁ ୟାହୁର କୋଟି କୋଟି ଆକାଉଂଟ ହ୍ୟାକ ହୋଇଥିଲା । ତା’ପରେ ଜିମେଲର ମଧ୍ୟ ଆକାଉଂଟ ହ୍ୟାକ ହେବାର ଖବର ଆସିଥିଲା । କିନ୍ତୁ ଆପଣ ଏକ କୌଶଳ ଆପଣାଇ ନିଜର ଇ…
Read More...