Browsing Category

ସ୍ପେଶାଲ୍ ରିପୋର୍ଟ

‘ଜିଓ’ଠାରୁ ଆହୁରୀ ଶସ୍ତା ହେଲା ‘ଭୋଡାଫୋନ’ର ଏହି ଅଫର ! ମାତ୍ର ୬ ଟଙ୍କାରେ ଆପଣ ଉପଭୋଗ କରିପାରିବେ ୧ଜିବି ଫୋର-ଜି…

ଦେଶର ଟେଲିକମ ଜଗତରେ ଏବେ ଲଗାତର ଭାବେ ଦେଖିବାକୁ ମିଳିଛି ପ୍ରତିଦ୍ୱନ୍ଦିତା । କାରଣ, ରିଲାଏନ୍ସ ଜିଓକୁ ଏବେ ଟକ୍କର ଦେବାପାଇଁ କଂପାନୀମାନେ ଲଗାତର ଭାବରେ ନୂଆ ନୂଆ ଅଫର ସବୁ ଲଂଚ କରିବାରେ ଲାଗିଛନ୍ତି । ତେବେ ଏହି କଂପାନୀଙ୍କ ମଧ୍ୟରୁ ଭୋଡାଫୋନ ମଧ୍ୟ ବାଦ୍ ପଡିନି । ନିକଟରେ ଭୋଡାଫୋନ୍ ଏକ…
Read More...

ହେଡଫୋନ ହେଲା କାଳ ! ହେଡଫୋନ ବ୍ୟବହାର କରି କାନ ହରାଇଲେ ଯୁବକ

ଫୋନ ହେଉ କିମ୍ବା ହେଡଫୋନ ହେଉ ଏହାର ଅତ୍ୟଧିକ ବ୍ୟବହାର ସିଧାସଳଖ ପ୍ରଭାବ ପଡିଥାଏ କାନ ଉପରେ । ଏକଥା ତ ସାଧାରଣ କଥା ଅଟେ ମାତ୍ର ଆପଣ ଜାଣିଛନ୍ତି କି ଏହା କାନର ଆକାରକୁ ମଧ୍ୟ ବିଗାଡି ଦେଇପାରେ । ଏକଥା ଆମେ ମନରୁ କହୁନାହୁଁ ଏଭଳି ଘଟଣା ବାସ୍ତବରେ ଘଟିଛି କାଲିଫର୍ଣ୍ଣିଆରେ । ସୂଚନା…
Read More...

ସୃଷ୍ଟିର ସ୍ରଷ୍ଟା କିଏ ? ଜାଣନ୍ତୁ ଏହି ରହସ୍ୟମୟୀ କାହାଣୀର ଇତିହାସ

ଭଗବାନ ଶିବ ଯଦି ଏହି ବ୍ରହ୍ମାଣ୍ଡର ଆଦି ଓ ଅନ୍ତ ଅଟନ୍ତି ତେବେ ତାଙ୍କର ପିତାମାତା କିଏ ? ଅନ୍ୟ ରୂପରେ କହିବାକୁ ଗଲେ ଭଗବାନ ଶିବ ହିଁ ଏହି ସୁନ୍ଦର ସୃଷ୍ଟିର ଆରମ୍ଭ କରିଥିଲେ ଏବଂ ତାଙ୍କରି ହାତରେ ହିଁ ଏହାର ବିନାଶ ହେବ । ତେବେ ଏବେ ପ୍ରଶ୍ନ ଉଠୁଛି ଯଦି ଭଗବାନ ଶିବଙ୍କଠାରୁ ଏ ସଂପୂର୍ଣ୍ଣ…
Read More...

ରିୟଲିଟି ସୋ’ରେ ହେବ ଦୁଷ୍କର୍ମ ଓ ହତ୍ୟା ! ଆସୁଛି ଋଷର ବିବାଦୀୟ ଖେଳ ‘ଗେମ୍ ୨’

ଦର୍ଶକଙ୍କ ରୁଚି ହେଉ ବା ଟିଆରପି ଖେଳ । ଏବେ ସମୟ ଚାଲିଛି ରିୟଲିଟି ସୋ’ର । ତେଣୁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ସ୍ୱାଦର ସୋ’ ତିଆରି କରିବାରେ ବ୍ୟସ୍ତ । ହେଲେ ଏପରି ସୋ’ ମନୋରଞ୍ଜନ ପାଇଁ କମ୍ କିନ୍ତୁ ବିବାଦ ଯୋଗୁଁ ଅଧିକ ଚର୍ଚ୍ଚିତ ହୋଇଥାଏ । ଏବେ ଏମିତି ଏକ ନୂଆ ଋଷୀୟ ରିୟଲିଟି ସୋ’ ଆସୁଛି…
Read More...

ସ୍ୱାମୀ ସାଜିଲା ସୈତାନ ! ସାଙ୍ଗକୁ ଲଗାଇ ସ୍ତ୍ରୀର ଲୁଟିଲା ଇଜ୍ଜତ

ରକ୍ଷକ ହେଲା ଭକ୍ଷକ । ଯାହାକୁ ନେଇ ଗଢିଥିଲା ସୁନାର ସଂସାର ସିଏ ଆଜି ଉଜାଡି ଦେଲା ପୁରା ସଂସାର । ପରିଚିତ ସ୍ୱାମୀ ପାଲଟିଲା ଅପରିଚିତ ରାକ୍ଷାସ । ବିଶ୍ୱାସରେ ବିଷ ଦେଇ ସ୍ୱାମୀ ସ୍ତ୍ରୀର ପବିତ୍ର ସଂପର୍କକୁ ବଳି ଦେଇଥିବା ଏହି ଘଟଣାଟି ଘଟିଛି ହାଇଦ୍ରାବାଦରେ । ଯେଉଁଠି ନିଜ ସାଙ୍ଗକୁ ଲଗାଇ…
Read More...

୯୯ ବର୍ଷିୟା ମହିଳାଙ୍କ ଅଦ୍ଭୂତ ଇଚ୍ଛା : ଜେଲରେ କଏଦୀ ହୋଇ ପୂରଣ କଲେ ନିଜ ଆଶା

ସାଧାରଣତଃ ଜୀବନରେ କିଛି ନୂଆ ଅନୁଭବ ଓ ଅନୁଭୂତି ପାଇଁ କିଛି ଲୋକ ଚାହିଁଥାନ୍ତି । ଜୀବନରେ କିଛି ଇଚ୍ଛା ପୂରଣ ପାଇଁ ଦେଶ ଦୁନିଆଁ ବୁଲିବା ଓ କିଛି ଭଲ ଖାଦ୍ୟ ଖାଇବା ପାଇଁ କିଛି ଲୋକ ଆଶା କରିଥାନ୍ତି । କିନ୍ତୁ ଜଣେ ୯୯ ବର୍ଷିୟା ବୟସ୍କା ମହିଳାଙ୍କ ଅଦ୍ଭୂତ ଇଚ୍ଛାକୁ ନେଇ ସାଧାରଣରେ ଚର୍ଚ୍ଚା…
Read More...

ଅମୃତ ଭିତରେ ବିଷ ! ଜାଣନ୍ତୁ କେମିତି ହେଉଛି କ୍ଷୀରରେ ସାମ୍ପୋର ଅପମିଶ୍ରଣ

ସାଧାରଣତଃ ଆମର ଦୈ÷ନିକ ଜୀବନରେ ଦୁଗ୍ଧର ବ୍ୟବହାର ସମସ୍ତେ କରିଥାନ୍ତି । ଛୋଟ ଠାରୁ ବଡ ସମସ୍ତେ ଦୁଗ୍ଧକୁ ଭଲ ପାଇଥାନ୍ତି । ଆଉ ଆମର ପର୍ବପର୍ବାଣୀ ଓ ଉତ୍ସବ ବେଳେ ଏହାର ବହୁର ଦରକାର ପଡେ ଏବଂ ଏହି ସମୟରେ ଏହାର ଫାଇଦା ଉଠାଇଥାନ୍ତି କିଛି ଦଲାଲ । ଯାନିଯାତ୍ରା ଓ ପର୍ବପର୍ବାଣୀ ବେଳେ ଏହି…
Read More...

ମୋଦି ସୁନାମୀକୁ ଅଟକାଇବ ରାହୁଲଙ୍କ ପରିବର୍ତ୍ତନ ଫର୍ମୁଲା!

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଆଉ ସଂଗଠନରେ ଦେଇଛନ୍ତି ପରିବର୍ତ୍ତନର ସଂକେତ । ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ଏହି ବକ୍ତବ୍ୟର ଅନେକ ଗୁରୁତ୍ୱ ରହିଛି । ରାହୁଲ କହିଛନ୍ତି, ଗୋଆ ଏବଂ ମଣିପୁରରେ ଆମେ ଭଲ ପ୍ରଦର୍ଶନ କରିଛୁ । ତେବେ ସମର୍ଥନ ଯୋଗାଡ କରି…
Read More...

ମହିଳାଙ୍କ ପେଟରୁ ବାହାରିଲା ଭଙ୍ଗା ଚାମଚ,ଟୁଥବ୍ରଶ୍ ଓ ପେନ୍ ! ଡାକ୍ତର ହେଲେ ଚକିତ

ନୂଆ ଦିଲ୍ଲୀ : ବେଳେବେଳେ ରୋଗୀଙ୍କୁ ଚିକିତ୍ସା କଲା ବେଳେ ଅଜବ ଗଜବ ଘଟଣା ସବୁ ଦେଖିବାକୁ ପାଇଥାନ୍ତି । ଯାହା ଖୁବ୍ ଆଶ୍ଚର୍ଯ୍ୟକର ମନେହୁଏ । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ଏକ ଡାକ୍ତରଖାନାରେ । ଜଣେ ମହିଳାଙ୍କର କିଛି ଦିନ ଧରି ପେଟ ଯନ୍ତ୍ରଣା ସହ ବାନ୍ତି ବି ହେଉଥିଲା । ଯେତେବେଳେ ସେ ଏ…
Read More...

ଭସେଇ ଦେଇ ପଳାଇଲେ : ଆତ୍ମସମୀକ୍ଷା, ନୈତିକତା କେବଳ ଏକ ବାହାନା

ଆତ୍ମସମୀକ୍ଷା, ନୈତିକତା କେବଳ ଏକ ବାହାନା । ସର୍ବପୁରାତନ ଦଳକୁ ତଳିତଳାନ୍ତ କରାଇ ଓଡିଶାରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଠେଲିଦେଇ ପ୍ରଭାରୀ ପଦ ଛାଡିଛନ୍ତି ବି. କେ.ହରିପ୍ରସାଦ । ଜିଲ୍ଲା ପରିଷଦ ନିର୍ବାଚନରେ ଦଳର ଦୟନୀୟ ପ୍ରଦର୍ଶନର ଉତ୍ତର ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି ପ୍ରସାଦ । ହେଲେ…
Read More...