Browsing Category

ସ୍ପେଶାଲ୍ ରିପୋର୍ଟ

ପୁଲିସ୍ ଖୋଜିବ ଦୁଷ୍କର୍ମ ପୀଡିତାଙ୍କୁ ! ବମ୍ବେ ହାଇକୋର୍ଟର ଚର୍ଚ୍ଚିତ ଆଦେଶ

ବମ୍ବେ ହାଇକୋର୍ଟ ପୁଣେ ପୁଲିସଙ୍କୁ ଦେଇଛନ୍ତି ଏକ ଚର୍ଚ୍ଚିତ ଆଦେଶ । ଯାହାକୁ ନେଇ ଏବେ ଚାରିଆଡେ ଆଲୋଚନା । ଦୁଷ୍କର୍ମର ଶିକାର ଓ ଜୋରଜବରଦସ୍ତ ବେଶ୍ୟା ବୃତ୍ତି କରୁଥିବା ଦିଲ୍ଲୀର ୨୪ ବର୍ଷିୟା ମଡେଲ୍ ଓ ୧୬ ବର୍ଷିୟା ନେପାଳୀ ଯୁବତୀଙ୍କୁ ଖୋଜିବା ପାଇଁ ହାଇକୋର୍ଟ ଦେଇଛନ୍ତି ଆଦେଶ । ଏହି…
Read More...

ଗୋଡରେ ନୁହେଁ ମୁଣ୍ଡରେ ଚଢୁଛନ୍ତି ସିଡି ! ଏମିତି ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା

ଏ ଦୁନିଆରେ କିଛି ଲୋକ ଚାହାଁନ୍ତି ନିଜର ସୃଜନଶୀଳତା ଓ କାର୍ଯ୍ୟ ନିପୂଣତା ଦ୍ୱାରା କିଛି ଭିନ୍ନ କରି ଦେଖାଇବା ଏବଂ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଆଉ ଏହି ବ୍ୟକ୍ତିଙ୍କୁ ଲୋକେ ଖୁବ୍ ପ୍ରଶଂସା କରିବା ସହ ତାଙ୍କର କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏମିତି ଜଣେ ହେଲେ ବେଜିଂର ଲି…
Read More...

ଏମିତି ପ୍ରେମିକା ଏମିତି ପ୍ରେମ ! ପରୀକ୍ଷା ଗୃହରେ ହାତ କାଟି ରକ୍ତରେ ଲେଖିଲେ ପ୍ରେମିକର ନାଁ

ଅନେକ ପ୍ରେମ ପ୍ରତାରଣାର କାହାଣୀ ଆପଣ ଶୁଣିଥିବେ । ହେଲେ ଏମିତି ଏକ ଖବରକୁ ଜାଣି ଆଶ୍ଚର୍ଯ୍ୟ ହେବେ । କୁହାଯାଏ ପ୍ରେମ ଆସେ ହୃଦୟ ଦୁଲୁକାଇ ଆଉ ସେହି ପ୍ରେମ ଯେବେ ପ୍ରତାରଣା ହେଉାଇଯାଏ ,ମନରେ ରେଳଗାଡି ଚାଲେ । ମନ ବୁଝେନା ହିତାହିତ ଜ୍ଞାନ । ହୃଦୟ ବୁଝେନା ଠିକ ଭୁଲ୍ । କେବେ ପ୍ରେମୀ…
Read More...

ଅଜବ ପ୍ରେମିକଙ୍କ ଗଜବ ପ୍ରେମ : ଫୁଲ ନୁହେଁ ଟଙ୍କାର ଫୁଲତୋଡାରେ କହିଲେ ହୃଦୟ କଥା

ପ୍ରେମ ପାଇଁ କିଏ କେତେ କଣ କରିବାର ଅନେକ ନଜିର ରହିଛି । ନିଜ ମନ ପସନ୍ଦର ଝିଅକୁ ମନର କଥା କହିବାକୁ ପ୍ରେମିକଟିଏ କେତେ କଣ ତରିକା ଆପଣେଇ ଥାଏ । ମନରେ ଥାଏ ଅନେକ ଆଶଙ୍କା ଓ ଭୟ । କାଳେ ପ୍ରେମିକାଟି ମନାକରିଦେବ । ଏମିତି ଏକ ପ୍ରେମ ପ୍ରପୋଜକୁ ନେଇ ଏବେ ଚର୍ଚ୍ଚା । ଫୁଲ ନୁହେଁ ୯୭ ହଜାର…
Read More...

ଦାମୀ ଜିନିଷ ମିଳୁଛି ଶସ୍ତାରେ : ଏମିତି ଏକ ଦୋକାନ ଯେଉଁଠି ପ୍ରତି ଜିନିଷର ଦାମ ୧୦ଟଙ୍କା

ଆଜିର ମହଙ୍ଗା ଯୁଗରେ ଆପଣ କେବେ ଚିନ୍ତା କରିଛନ୍ତି ,୧୦ଟଙ୍କାରେ ସବୁ ଜିନିଷ ମିଳିଯାଏ ବୋଲି । ହେଲେ ଏକଥା ସତ । ଏମିତି ଏକ ଦୋକାନ ଅଛି ଲୁଧିଆନାରେ ଯେଉଁଠି ୧୦ଟଙ୍କା ଦାମରେ ସବୁ ଜିନିଷ ମିଳିଯାଇପାରୁଛି । ପ୍ରକାଶିତ ଖବର ଅନୁସାରେ , ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ପଂଜାବରେ…
Read More...

ରାମାୟଣକୁ ନେଇ କିଛି ରହସ୍ୟମୟ କାହାଣୀ ! ଦେବୀ ସୀତା ଏବଂ ଲଙ୍କାସୁର ରାବଣଙ୍କ ମଧ୍ୟରେ ଥିଲା କି ସଂପର୍କ

ରାମାୟଣର ସମସ୍ତ ବିଷୟବସ୍ତୁ ତଥା ସମସ୍ତ ଚରିତ୍ରମାନର ଘଟଣାବଳୀକୁ ନେଇ ଅନେକ ଗ୍ରନ୍ଥ ରଚନା କରାଯାଇଛି । ଆଉ ରାମାୟଣରେ ଥିବା ଅନେକ ଦ୍ୱନ୍ଦ ଆଜି ମଧ୍ୟ ଚର୍ଚ୍ଚାରେ ରହିଛି । ଯାହାର ଉତ୍ତର ପାଇବା ପାଇଁ ବିଶ୍ୱର ଅନକେ ଜ୍ଞାନୀଗୁଣି ବ୍ୟକ୍ତି ମଧ୍ୟ ଏହାର ସନ୍ଧାନରେ ଲାଗି ପଡିଛନ୍ତି । ତେବେ ଏହି…
Read More...

ଘର ସ୍ୱପ୍ନ ପୁରଣ କରିବ ପିଏଫ୍ ଆକାଉଂଟ ! ଜାଣନ୍ତୁ କେମିତି

କନକ ବ୍ୟୁରୋ : ଆପଣଙ୍କର ପିଏଫ୍ ଆକାଉଂଟ ଏବେ ଘର ସ୍ୱପ୍ନ ପୁରଣ କରିବ । କେନ୍ଦ୍ର ସରକାର ଏନେଇ ପିଏଫ ଆକ୍ଟରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଘର କିଣିବା ପାଇଁ ଏବେ ପିଏଫ ଆକଉଂଟରୁ ୯୦ ପ୍ରତିଶତ ଅର୍ଥ ଉଠାଇପାରିବେ । ଘର କିଣିବା ବାବଦରେ ଡାଉନ ପେମେଂଟ ଦେବାକୁ…
Read More...

ସର୍ତ୍ତ ପଡିଲା ମହଙ୍ଗା ! ଲଙ୍କା ଖାଇ ଯୁବକଙ୍କ ଗଳାରେ ହେଲା ଛିଦ୍ର

ଅନେକ ଥର ରେକର୍ଡ ତିଆରି କରିବା ଚକ୍କରରେ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ଅନେକ ଥର ଏପରି ଦେଖିବାକୁ ମିଳେ ରେକର୍ଡ ପାଇଁ ଅନେକ ଅଜବ କାମ ମଧ୍ୟ କରନ୍ତି ଲୋକେ ଯାହାଦ୍ୱାରା ପରେ ସେମାନଙ୍କୁ ଏନେଇ ଅନେକ ଫଳ ମଧ୍ୟ ଭୋଗିବାକୁ ପଡେ । କିନ୍ତୁ ଏପରି ରେକର୍ଡ ଚକ୍କରରେ ଲୋକମାନେ…
Read More...

ପରୀକ୍ଷା ପାଇଁ ଚମତ୍କାରୀ ପେନ ! ଶତପ୍ରତିଶତ କୃତକାର୍ଯ୍ୟ ହେବାରେ କରିବ ସାହାଯ୍ୟ

ପରୀକ୍ଷା ପାଖେଇ ଆସିଲେ ସବୁ ଛାତ୍ରଛାତ୍ରୀ ଭଲ ନମ୍ବର ଆଣିବାପାଇଁ ଚେଷ୍ଟା ଆରମ୍ଭ କରନ୍ତି । ପରିଶ୍ରମ କରୁଥିବା ଛାତ୍ର ତ ପରୀକ୍ଷା ଭଲ କରନ୍ତି କିନ୍ତୁ ଏପରି ଅନେକ ଛାତ୍ରଛାତ୍ରୀ ଥାଆନ୍ତି ଯେଉଁମାନେ ଭଲରେ ପଢାପଢି ନକରି ପାସ ହେବା ପାଇଁ ଚାହାନ୍ତି । ଏମିତ ଛାତ୍ରଙ୍କ ମନରେ ଅନେକ ଥର ଭାବନା…
Read More...

ମୋଦିଙ୍କୁ ପାକିସ୍ତାନୀ ଛାତ୍ରୀଙ୍କ ଅଭିନନ୍ଦନ ! ଉଭୟ ଦେଶ ମଧ୍ୟରେ ଶାନ୍ତି ପେରାଇ ଆଣିବାକୁ ନିବେଦନ

ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନୀ ଛାତ୍ରୀଙ୍କ ଅଭିନନ୍ଦନ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାକିସ୍ତାନରୁ ମିଳିଛି ଶୁଭେଚ୍ଛା ପତ୍ର । ଆଉ ମୋଦିଙ୍କୁ ଅଭନନ୍ଦନ ଜଣାଇ ଏହି ପତ୍ର ଲେଖିଛନ୍ତି ପାକିସ୍ତାନର ଜଣେ ସ୍କୁଲ…
Read More...