Browsing Category

ନ୍ୟୁଜ୍

ସୋର ସ୍ଥିତିରେ ଆସିଛି କିଛି ମାତ୍ରାରେ ସୁଧାର : ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ସମୂହ ନମାଜ ପାଠ କରିବା ପାଇଁ ଅନୁମତି

ସୋର : ସୋର ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଛି । ତଥାପି ପଠାଣ ମହଲାରେ ପୁଲିସ ପଇଁତରା ମାରୁଛି । ସକାଳ ୮ଟାରୁ ଦିନ ୨ଟା ଯାଏ ୧୪୪ ଧାରାରେ କଟକଣା କୋହଳ କରାଯାଇଛି । ତେବେ ଆଜି ଇସଲାମ ଧର୍ମର ପର୍ବ ଇଦ- ଉଲ- ଜୁହା ଥିବାରୁ କଟକଣାକୁ କୋହଳ କରାଯାଇଛି । ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ…
Read More...

ଆଜି ପବିତ୍ର ଇଦ୍-ଉଲ୍-ଜୁହା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ଇଦ୍-ଉଲ୍-ଜୁହା । ମୁସଲମାନ୍ ଭାଇଭଉଣୀମାନଙ୍କ ଦ୍ୱାରା ବଡ଼ ଧୁମଧାମରେ ପାଳନ ହେଉଛି ଏହି ପର୍ବ । ସନ୍ଥ ହଜରତ୍ ଇବ୍ରାହିମ୍ ତାଙ୍କର ଅତିପ୍ରିୟ ଜିନିଷ ବଳି ଦେବା ଦିନକୁ ମନେ ପକାଇ ଏହି ପର୍ବ ପାଳନ କରାଯାଏ । ରାଜଧାନୀରେ ମଧ୍ୟ ଇଦ୍-ଉଲ୍-ଜୁହାକୁ…
Read More...

ଅପରାହ୍ନ୨ଟା ପର୍ଯ୍ୟନ୍ତ ସୋରରେ କୋହଳ ହେଲା କର୍ଫ୍ୟୁ

ସୋର : ଗତକାଲି ସନ୍ଧ୍ୟା ୬ଟାରୁ ବାଲେଶ୍ୱର ଜିଲ୍ଲା ସୋର ସହରରେ ଲଗାଯାଇଥିବା କର୍ଫ୍ୟୁକୁ କୋହଳ କରିଦିଆଯାଇଛି । ଗଣେଶ ଭସାଣିକୁ ନେଇ ସୋର ସହରରେ ଅଶାନ୍ତି ସୃଷ୍ଟି ହେବା ପରେ ଗତକାଲି ସନ୍ଧ୍ୟା ୬ରୁ ଆଜି ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା…
Read More...

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଦ ପୂଜା ନେଇ ଚର୍ଚ୍ଚା : ନବରଙ୍ଗପୁରରେ ମନ୍ତ୍ରୀଙ୍କ ପାଦ ଧୋଇଲେ ଗ୍ରାମବାସୀ

ନବରଙ୍ଗପୁର : ମନ୍ତ୍ରୀଙ୍କ ପାଦ ପୂଜା, ଗଣତନ୍ତ୍ରରେ ସାମନ୍ତବାଦୀ ପ୍ରଥାର ପ୍ରତିଫଳନ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ପାଦ ଧୋଇ ଦେଉଛନ୍ତି ଗ୍ରାମବାସୀ। । ନବରଙ୍ଗପୁର ଜିଲ୍ଲାରେ ବିଜୁ କେବିକେ ଯୋଜନାରେ ରାସ୍ତାର ଶୁଭ ଦେବାକୁ ଯାଇଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଲୋକେ ଭୋଟ…
Read More...

ଲହୁଣିପଡା ଥାନା ଅନ୍ତର୍ଗତ ଦଜିଂଠାରେ ସଡକ ଦୁର୍ଘଟଣା : ୩୦ ଫୁଟ ତଳକୁ ଖସିପଡିଛି ୧୦ ଚକିଆ ଟ୍ରକ

ସୁନ୍ଦରଗଡ : ସୁନ୍ଦରଗଡ ଲହୁଣିପଡା ଥାନା ଅନ୍ତର୍ଗତ ଦଜିଂଠାରେ ସଡକ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିପଡିଛି ଏକ ୧୦ ଚକିଆ ଟ୍ରକ । ଟ୍ରକ ବାଇକ ଆରୋହୀକୁ ଧକ୍କା ଦେଇ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି…
Read More...

ଗଣେଶ ଭସାଣିକୁ ନେଇ ଉତେଜନା : ରାଉରକେଲାରେ ୧୪୪ ଧାରା ଜାରି

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଗଣେଶ ମେଢ଼ ଭସାଣିକୁ ନେଇ ରାଉରକେଲାରେ ଉତେଜନା । ଉଦିତ ନଗର ଛକରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ୧୪୪ଧାରା ଜାରି । ସୁରକ୍ଷା ପାଇଁ ୧୬ପ୍ଲାଟୁନ ଫୋର୍ସ ସହ ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି,ଏନେଇ ସୂଚନା ଦେଲେ ରାଉରକେଲା ଉପ-ଜିଲ୍ଲାପାଳ ।
Read More...

ନୟାଗଡ ପେଟାପଲ୍ଲୀରେ ଅଭାବନୀୟ ଘଟଣ।

ନୟାଗଡ : ନୟାଗଡ ପେଟାପଲ୍ଲୀରେ ଅଭାବନୀୟ ଘଟଣ।, ସ୍ତ୍ରୀ ଓ ୨ଶିଶୁଙ୍କୁ ହତ୍ୟାକଲା ନୃଶଂସ ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ସୂଚନା । ଓଡଗାଁ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ ।
Read More...

ଗଣେଶ ପୂଜା ବିସର୍ଜନକୁ ନେଇ ସୋରରେ ବଢୁଛି ଉତେଜନା : ସ୍ଥିତି ନିୟନ୍ତ୍ରଣ ପାଇଁ ୧୨ ଘଂଟାର କର୍ଫ୍ୟୁ ଜାରି

ବାଲେଶ୍ୱର : ଗଣେଶପୂଜା ଭସାଣ ନେଇ ସୋରରେ ଦେଖା ଦେଇଥିବା ଉତେଜନା ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ସଂଧ୍ୟା ୬ରୁ ସକାଳ ୬ ଯାଏଁ କର୍ଫ୍ୟୁ ଲାଗୁ କରିଛି ପୋଲିସ । ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଗାଡିମଟର ଚଳାଚଳ ଓ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଗତିବିଧିକୁ ବାରଣ…
Read More...

ମୁହଁ ଖୋଲିଲେ ମଡେଲ୍ : କହିଲେ, କାଳରାତିରେ ଚଳନ୍ତାଗାଡିର କାହାଣୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁବତୀଙ୍କୁ ଅପହରଣ ପରେ ଚଳନ୍ତା ଗାଡିରେ ଦୁଷ୍କର୍ମ ଉଦ୍ୟମ ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । କିଭଳି ସଇତାନ୍ ସାଜିଥିଲା ଶନିବାର ରାତି । ପୁରା ଫିଲ୍ମ କାହାଣୀ ଭଳି ଉଦ୍ଧାର ପାଇଥିଲେ ଯୁବତୀଜଣକ। ଏଭଳି ନାରକୀୟ କାଣ୍ଡ ଚାଲୁଥିଲାବେଳେ କମିଶନରେଟ ପୋଲିସ…
Read More...

ସବୁ ଯାତ୍ରୀବାହୀ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର : ଏସଟିଏ କମିଶନର ଡକ୍ଟର ଚନ୍ଦ୍ରଶେଖରଙ୍କ ସୂଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଠମଲ୍ଲିକ ଦୁର୍ଘଟଣା ପରେ ସରକାରଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁ ଯାତ୍ରୀବାହୀ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ଏହା ସହ ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ଦିଆଯିବ ୨ଦିନିଆ ତାଲିମ୍ । ସ୍ପିଡ୍ କଂଟ୍ରୋଲ୍ ଉପରେ ଉଭୟ ଚାଳକ ଓ ଗାଡି…
Read More...