Browsing Category

କନକ ଏକ୍ସକ୍ଲୁସିଭ୍

ଭିଜିଲାନ୍ସ ଜାଲରେ ଜୟପୁରର ଇଲେକ୍ଟ୍ରିକାଲ ଇଞ୍ଜିନିୟର । ଲାଞ୍ଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜୟପୁର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଏସଡିଓ କେ ଶ୍ରୀନିବାସ । ୨୦ ହଜାର ଟଙ୍କା ଲାଂଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ । ଜୟପୁର ଇଲେକ୍ଟ୍ରିକାଲ କାର୍ଯ୍ୟାଳୟରେ ଫାଙ୍କା ଥିବା ଲେଡରମ୍ୟାନ ପଦବୀ ପାଇଁ ସୁପାରିଶ କରି ଲାଂଚ ନେଉଥିଲେ ଏସଡିଓ । ସୂଚନା…
Read More...

କରୋନା ପାଇଁ ମ୍ୟାଚ୍ ରଦ୍ଦ । ଇଂଲଣ୍ଡ କହିଲା, ‘ଟିମ୍ ଇଣ୍ଡିଆ ମନା କରିବାରୁ ମ୍ୟାଚ୍ ହୋଇଛି ରଦ୍ଦ’ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ମ୍ୟାଚର ଫଳାଫଳ କଣ ହେବ, ଭାରତ ସିରିଜ ବିଜୟୀ ହେବ ନା ସିରିଜ ଡ୍ର ରହିବ । ଏହାକୁ ନେଇ ସସପେନ୍ସ ଲାଗି ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମ୍ୟାଚକୁ ରଦ୍ଦ କରାଯାଇଛି ।…
Read More...

ଓଭାଲରେ ଭାରତ ଜିତିଲା, ନାଗିନ ଡ୍ୟାନ୍ସ କଲେ କୈଫ୍ । ଦେଖନ୍ତୁ ଭିଡ଼ିଓ ।

କନକ ବ୍ୟୁରୋ : ଓଭାଲରେ ଭାରତ ଐତିହାସିକ ବିଜୟ ହାସଲ କଲା, ଷ୍ଟୁଡିଓରେ ନାଗିନ୍ ଡ୍ୟାନ୍ସ କଲେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ନିଜେ କୈଫ୍ ଏହି ଭିଡ଼ିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । କୈଫ୍ ସେୟାର କରିଥିବା…
Read More...

କେମିତି ଅଛି ତାରାଙ୍କ ସ୍ୱାସ୍ଥ୍ୟାବସ୍ଥା ? ଗତକାଲି ବିଧାନସଭାରେ ହୋଇପଡିଥିଲେ ଅସୁସ୍ଥ 

କନକ ବ୍ୟୁରୋ : ଧିରେ ଧିରେ ସୁସ୍ଥ ହେଉଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି  । ହେଲେ, ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି  । ଅକ୍ସିଜେନ ଲାଗିଛି  । ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି ତାରା  । ଗତକାଲି ବିଧାନସଭାରେ ଅସୁସ୍ଥ ହୋଇପଡିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି…
Read More...

ଦୃଢ ମନୋବଳ ଆଗରେ ହାର ମାନିଛି ଉଚ୍ଚତା, ସୁନା ପୁଅ କ୍ରିଷ୍ଣାଙ୍କ ସଂଘର୍ଷର କାହାଣୀ

କନକ ବ୍ୟୁରୋ : ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳୀମାନେ ଯାଦୁ ଦେଖାଇବାରେ ଲାଗିଛନ୍ତି । ଆଜି ବ୍ୟାଡମିଣ୍ଟନ ଖେଳାଳୀ କ୍ରିଷ୍ଣା ନାଗର ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତି ସାରା ବିଶ୍ୱରେ ଭାରତୀୟଙ୍କ ଗର୍ବକୁ ଗୌରବାନ୍ୱିତ କରିଛନ୍ତି । କ୍ରିଷ୍ଣାଙ୍କ ପଦକ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତର…
Read More...

୧୯୨୮ ମସିହାରୁ ୨୦୨୧ । ଅଲିମ୍ପିକ୍ସରେ ଏମିତି ଥିଲା ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । ଜିତିଛି ୮ ସ୍ୱର୍ଣ୍ଣ, ୧…

କନକ ବ୍ୟୁରୋ: ଅଲିମ୍ପିକ୍ସ କଥା ଉଠିଲେ ସାଙ୍ଗେ ସାଙ୍ଗେ ଆଖି ଆଗକୁ ଚାଲିଆସେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । କାହିଁକି ନା, ଏବେ ସୁଦ୍ଧା ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ମୋଟ ୮ଟି ସ୍ୱର୍ଣ୍ଣପଦକ ହାତେଇଥିବାବେଳେ, ସର୍ବମୋଟ ୧୨ଟି ମେଡାଲ ଜିତିସାରିଛି । ୧୯୨୮ ମସିହାର ଅଲିମ୍ପିକ୍ସ…
Read More...

ସରକାରୀ କାଗଜପତ୍ରରେ ରାସ୍ତା ଅଛି, କିନ୍ତୁ କବଜା କରି ନେଇଛନ୍ତି ମୁଷ୍ଟିମେୟ ବ୍ୟକ୍ତି । ବନ୍ଦୀ ଜୀବନ କାଟୁଛନ୍ତି ୫ଟି…

କନକ ବ୍ୟୁରୋ : ଘର ସାମ୍ନା ରାସ୍ତାକୁ କବଜା କରି ନେଇଛନ୍ତି ଜଣେ ମୁଷ୍ଟିମେୟ ବ୍ୟକ୍ତି । ତେଣୁ ଘରେ ବନ୍ଦୀ ହୋଇ ରହିଛନ୍ତି ୫ଟି ପରିବାର । ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଦୁଃଖ ବୁଝୁନାହାନ୍ତି, ସମସ୍ୟା ସମାଧାନ ପାଇଁ ଆଗକୁ ଆସୁନାହାନ୍ତି । ତେଣୁ ଆଗକୁ ଲୋକ ଧାରଣା ଦେବେ…
Read More...

କୋଟିପତି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ : କହିଲେ, ନିଯୁକ୍ତି ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ…

କନକ ବ୍ୟୁରୋ : ଓଏସଏସସି ନିଯୁକ୍ତିରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଜଣେ ପରୀକ୍ଷାର୍ଥୀ । ପ୍ରତିକ୍ରିୟା ଦେଇ ପରୀକ୍ଷାର୍ଥୀ ଅଜୟ ପଣ୍ଡା କହିଛନ୍ତି ଚାକିରୀ କରାଇ ଦେବା ପାଇଁ ତାଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ…
Read More...