Browsing Category

କନକ ଏକ୍ସକ୍ଲୁସିଭ୍

୧୦ ହଜାର ଟଙ୍କାରେ ଅନ୍ଧାର ହୋଇଯିବ ସ୍ମାର୍ଟସିଟିର ହାଇପ୍ରୋଫାଇଲ ଅଞ୍ଚଳ । ହୋଟେଲ ରୁମରେ ଡିଲ୍ ପକ୍କା ହେଲା, ରାତି…

କନକ ବ୍ୟୁରୋ : ସନ୍ଧ୍ୟା ହେଲେ ଆପଣଙ୍କ ଘରେ ବିଜୁଳି ବଲବ ପଛେ ମିଞ୍ଜି ମିଞ୍ଜି ହେଇ ଜଳୁଥାଉ । ଖରାଦିନେ ଲୋ’ ଭୋଲଟେଜରୁ ଆପଣଙ୍କ ପଙ୍ଖା ବୁଲୁ କି ନବୁଲୁ । ପିଲା ଲଣ୍ଠନ କି ଡିବି ଜାଳି ପାଠ ପଢନ୍ତୁ । ଘଂଟା ଘଂଟା ଧରି ପାୱାରକଟ୍ ହେଉ ପଛେ । ମାସ ସରିଲେ ଆପଣଙ୍କୁ ଭରିବାକୁ ପଡିବ ବିଜୁଳି ବିଲ…
Read More...

ଜଟଣୀ ସବଡିଭିଜନ ଜେଇଙ୍କ ପର୍ଦ୍ଦାଫାସ: ଅଫର ଶୁଣି ଅଫିସରଙ୍କ ମନକୁ ଛୁଇଁଗଲା ପାପ…ଶହେ ପ୍ରତିଶତ ନହେଲେ ବି ୫୦…

• ଅଫର ଶୁଣି ଜେଇ ସୁବ୍ରତ ତ୍ରିପାଠୀଙ୍କ ମନକୁ ଛୁଇଁଗଲା ପାପ • ୧୦୦ ପ୍ରତିଶତ ନହେଲେ ବି ୫୦ ପ୍ରତିଶତ ସହାୟତା କରିବାକୁ ରାଜି ହୋଇଗଲେ ଜେଇ • ସଂଧ୍ୟାରେ ନହେଲେ ବି ଦିନବେଳା ଲାଇନ କାଟି ଫାଙ୍କିଦେବେ ଜୁନିୟର ଇଂଜିନିୟର • ଜେଇଙ୍କ କଥାରୁ ଜଣାପଡୁଥିଲା ଠକିବାର କୌଶଳ ସରକାରୀ ବବୁଙ୍କୁ ବେସ…
Read More...

ନିଲମ୍ବିତ ହେଲେ ୩ ଲାଞ୍ଚୁଆ ଜେଇ : ନିଲମ୍ବନ ନିର୍ଦ୍ଦେଶ ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା

କନକ ବ୍ୟୁରୋ : ନିଲମ୍ବିତ ହେଲେ ଲାଞ୍ଚୁଆ ଜେଇ ।  ଦୁର୍ନୀତିକୁ ମୂଳତ୍ପୋଟନ କରିବା ଉଦ୍ଦେଶ୍ୟରେ କନକ ବ୍ଲାକ୍ଆଉଟ୍ ଅପରେସନରେ ଧରାପଡ଼ିଥିବା ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । କନକ ନ୍ୟୁଜରେ ଭିଡ଼ିଓ କ୍ଲିପ ଦେଖିବା ପରେ ତୁରନ୍ତ…
Read More...

ଅପରେସନ ବ୍ଲାକଆଉଟର ମହାପ୍ରଭାବ । ୩ ଜେଇଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ, ସୂଚନା ଦେଲେ ଶକ୍ତି ସଚିବ ।

କନକ ବ୍ୟୁରୋ : ଅପରେସନ ବ୍ଲାକଆଉଟର ମହାପ୍ରଭାବ । ଲାଞ୍ଚ ନେଇ ପାୱାରକଟ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁର ସିଇଓ ଅରୁଣ ବୋଥ୍ରା…
Read More...

ଅପରେସନ ବ୍ଲାକଆଉଟ । ଦାମୀ ହୋଟେଲରେ ହେଲା ଡିଲ୍ ଫାଇନାଲ, ସ୍ମାର୍ଟସିଟିକୁ ଅନ୍ଧାର କରିବାକୁ ସୁବ୍ରତ କଲେ ଷଡଯନ୍ତ୍ର ।…

କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଅଂଚଳ ରାଜଧାନୀ ଭୁବନେଶ୍ୱର । ଏହିଠାରୁ କାମ କରନ୍ତି ସରକାର । ଏହିଠାରୁ କ୍ରିୟାଶୀଳ ହୁଏ ପୁରା ପ୍ରଶାସନିକ କଳ । ହେଲେ ଟଙ୍କା ପାଇଁ ଯେ, ରାଜଧାନୀ ଭୁବନେଶ୍ୱରରେ ଗୁଲ ହୋଇପାରେ ବିଜୁଳି ଏକଥା ନଦେଖିଲା ଯାଏଁ ଆପଣଙ୍କ ଆଖି ବିଶ୍ୱାସ କରିପାରିବନି…
Read More...

ସହରକୁ ଅନ୍ଧାର କରିବାକୁ ଷଡ଼ଯନ୍ତ୍ର : ବିଜୁଳି କାଟ୍ ପାଇଁ ଭୁବନେଶ୍ୱର ବରମୁଣ୍ଡା ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ…

କନକ ବ୍ୟୁରୋ : ଟଙ୍କା ଆଗରେ ବିକ୍ରି ହୋଇଗଲା ବାବୁଙ୍କ ବିବେକ । ସାଧୁତାର ସବୁଠାରୁ ବଡ ପରୀକ୍ଷାରେ ଫେଲ୍ ହୋଇଗଲେ ବାବୁ । ସାଧୁତାର ସହ କାମ କରୁଥିବା ନେଇ ଦ୍ୱାହି ଦେଉଥିବା ଅଧିକାରୀଙ୍କ ପର୍ଦ୍ଦାଫାଶ ହୋଇଛି । ଏପରି ଖବର ଯାହା ଆପଣଙ୍କୁ ଆନ୍ଦୋଳିତ କରିବ, ଭାବିବାକୁ ବାଧ୍ୟ କରିବ । ଉପୁରି…
Read More...

ଅପରେସନ ବ୍ଲାକଆଉଟ । ସାଧୁତା ପରୀକ୍ଷାରେ ଫେଲ୍ ମାରିଲେ ଅଭିମନ୍ୟୁ, କନକ ନ୍ୟୁଜରେ ମୁହଁ ଖୋଲିଲେ । କହିଲେ, କହିଥିଲ କଣ,…

କନକ ବ୍ୟୁରୋ :  ସାଧୁତାର ପରୀକ୍ଷାରେ ଫେଲ୍ ମାରିଲେ ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା । ଗାନ୍ଧୀ ନୋଟ ପାଇବା କଥା ଶୁଣିବା ପରେ ବଦଳିଯାଉଛି ବାବୁଙ୍କ ଚରିତ୍ର । କନକ ନ୍ୟୁଜର ଅପରେସନ୍ ବ୍ଲାକଆଉଟରେ ଅଭିମନ୍ୟୁ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ଇନଭଟର କମ୍ପାନି ଠାରୁ ଟଙ୍କା…
Read More...

ପଇସା ପାଇଁ ହେଉଛି ପାୱାରକଟ୍ । ଟଙ୍କା ପାଇଁ ବିକ୍ରି ହେଉଛନ୍ତି ବାବୁ, ଅପରେସନ ବ୍ଲାକଆଉଟରେ ଲାଞ୍ଚୁଆ ଅଫିସରଙ୍କ ମୁଖା…

କନକ ବ୍ୟୁରୋ : ବିକ୍ରି ହେଉଛନ୍ତି ବାବୁ । ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର । କେମିତି ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ଅଫିସରଙ୍କ ମୁହଁରେ ପାଣି ଆସିଯାଉଛି । ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସରକାରୀ ଚାକିରିଆ କେମିତି ଉପୁରି କମେଇକୁ ଅନାଇ ବସିଛନ୍ତି…
Read More...

ଅପରେସନ ବ୍ଲାକଆଉଟ୍ । କ୍ୟାମେରାରେ କଏଦ ହେଲା ଲାଞ୍ଚୁଆ ବାବୁଙ୍କ ମୁହଁ, ଟଙ୍କା ଲୋଭରେ ବିକ୍ରି ହେଉଛନ୍ତି ସରକାରୀ…

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନ ଆମକୁ ଶୋଷଣ ବିରୋଧରେ ଅଧିକାର ଦେଇଛି । ଅର୍ଥାତ ଦେଶର ନାଗିରକଙ୍କୁ କେହି ଶୋଷଣ କରିପାରିବେନି । ଏହା ଆମର ମୌଳିକ ଅଧିକାର । ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହି ଅଧିକାର କୌଣସି ଭାରତୀୟଙ୍କୁ ମିଳିନାହିଁ, ଏହି କଥାକୁ ଆମେ ଜୋର ଦେଇ କହିପାରିବୁ । କାରଣ…
Read More...

ଓଡିଶା ହାତରୁ ଖସୁଛି, ଆନ୍ଧ୍ରରେ ପଶୁଛି । ମିଳୁନାହିଁ ରାଜ୍ୟ ସରକାରଙ୍କ ଯୋଜନା, ଆନ୍ଧ୍ର କବଜାରେ ଜୁମଡାଙ୍ଗ

କନକ ବ୍ୟୁରୋ :  କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ…
Read More...