ଭୁବନେଶ୍ୱର ନୀଳାଚଳ ନର୍ସିଂ କଲେଜରେ ଭଙ୍ଗାରୁଜା : ରେଜିଷ୍ଟ୍ରେସନ ନମ୍ବର, ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାର୍କସିଟ୍ ନ ମିଳିବାରୁ ତାତିଲେ ନର୍ସିଂ ଛାତ୍ରୀ

43

କନକ ବ୍ୟୁରୋ : ତାତିଲେ ଛାତ୍ରୀ , ଭାଙ୍ଗିଲେ କଲେଜ । ଭୁବନେଶ୍ୱର ନୀଳାଚଳ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ କଲେଜ ପରିସରରେ ଜୋରଦାର ଉତେଜନା ଦେଖାଦେଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରୀ ଜାଣିବାକୁ ପାଇଥିଲେ କଲେଜକୁ ମିଳିନି ବିଶ୍ୱିବିଦ୍ୟାଳୟ ଆଫିଲିଏସନ୍ । ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଥିବା ଛାତ୍ରୀ ଆଜି ଉତ୍ୟକ୍ତ ହୋଇ କଲେଜ ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –