ଆକ୍ରାମଣାତ୍ମକ ମୁଦ୍ରାରେ ସବୁ ଦଳର ନେତା । ନବୀନଙ୍କ ଟାର୍ଗେଟରେ ଜବାବ ଦେଲେ ଶାହା । ଜାରି ରହିଛି ଧର୍ମେନ୍ଦ୍ର ଓ…

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖଉଛି ସେତେ ଆକ୍ରମଣାତ୍ମକ ହେଉଛନ୍ତି ପ୍ରମୁଖ ରାଜନୈତିକ ଦଳର ହେଭିୱେଟ୍ ନେତା । କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଯାହା ଦେଖିବା ପାଇଁ ମିଳିନଥିଲା, ଏବେ ତାହା ନିର୍ବାଚନ ପ୍ରଚାର ମଇଦାନରୁ ଆସିବାରେ ଲାଗିଛି । ହିଂଜିଳିରେ ବିଜେଡି ସୁପ୍ରିମୋ,…

ଜେଇଇ ପରୀକ୍ଷାରେ ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା

କନକ ବ୍ୟୁରୋ : ସଂଯୁକ୍ତ ପ୍ରବେଶିକା ପରୀକ୍ଷା (ଜେଇଇ) ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଖେଳି ଯାଇଛି ଖୁସିର ଲହରି । ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ଅକ୍ଷତ ଅଗ୍ରୱାଲ, ୯୮.୫ ପ୍ରତିଶତ, ମହମ୍ମଦ ଅକମଲ ୯୮.୭୬ ପ୍ରତିଶତ, ଗୁନଗୁନ୍ ଅଗ୍ରୱାଲ ୮୪…

ଖବର ବାଜିଲା ଗାଁକୁ ବିଜୁଳି ଆସିଲା । ନିଆଳି ଗଜାବର ଗାଁରେ ଲାଗିଲା ନୂଆ ଟ୍ରାନ୍ସଫରର୍ମର, ଘରକୁ ଘର ଟଣା ହେଲା ତାର

କନକ ବ୍ୟୁରୋ : ଖବର ବାଜିଲା, ବିଭାଗର ନିଦ ଭାଙ୍ଗିଲା । ଗାଁରେ ବିଜୁଳି ସମସ୍ୟା ଦୂର ହେଲା । କାରଣ ଖବର ପ୍ରସାରଣ ହେବା ପରେ ଗାଁରେ ନୂଆ ଟ୍ରାନ୍ସଫମର୍ର ଲଗାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ହେବାର ମାତ୍ର ଦିନ କେଇଟା ଭିତରେ ରାତାରାତି ଗାଁରେ ନୂଆ ଟ୍ରାନ୍ସଫର୍ମର ଲଗାଇଛି ବିଦ୍ୟୁତ୍…

ଗରମ ଗୁଳୁଗୁଳିରେ ଅତିଷ୍ଠ ଜୀବନ । ବାଦ୍ ପଡୁନାହାନ୍ତି ଜୀବଜନ୍ତୁ, କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜଙ୍ଗଲ…

କନକ ବ୍ୟୁରୋ : ବଢୁଛି ଗ୍ରୀଷ୍ମପ୍ରବାହ । ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଥିବା ବେଳେ ବାଦ୍ ପଡୁନାହାନ୍ତି ଜୀବଜନ୍ତୁ । ସେହିଭଳି ପିଇବାପାଣି ପାଇଁ ମଧ୍ୟ ବହୁ ସମସ୍ୟା ଭୋଗୁଛନ୍ତି । କେବଳ ମଣିଷ ନୁହନ୍ତି କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଜୀବଜନ୍ତୁ ।…

ବଢୁଛି ଗରମ ଗୁଳୁଗୁଳି । ଖରାଝାଂଜିରେ ଉପାନ୍ତ ଗାଁର ଜଳ ଯନ୍ତ୍ରଣା, ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଧରାକୋଟ…

କନକ ବ୍ୟୁରୋ : ଧରାକୋଟ ବ୍ଲକ ବଳରାମପୁର ପଂଚାୟତର ଅଶୋକପଲ୍ଲି । ଉପାନ୍ତ ଅଂଚଳର ରାଜସ୍ୱ ଗାଁ । ଗତ ପଂଚାୟତ ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିଲା ଏହି ଗାଁ । କାରଣ ଗାଁରେ ସ୍କୁଲ, ଅଙ୍ଗନବାଡି କି କୋଠ ଘର ନଥିବାରୁ ଏହି ତେନ୍ତୁଳି ଗଛ ମୁଳେ ଭୋଟ ଦେଇ ନେତା ବାଛିଥିଲେ । ପଂଚାୟତ ନିର୍ବାଚନର…

ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର । ଗୁଣୁପୁରର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ, ବୟସ ଶହେ ପାର୍ କରିଥିଲେ ବି…

କନକ ବ୍ୟୁରୋ : ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ । ବୟସ ଶହେ ପାର୍ କଲାଣି । ହେଲ କମିନି ଭୋଟ୍ ଦେବାର ଉତ୍ସାହ । ନିର୍ବାଚନ ସମୟ ଆସିଲେ ନିଜ ମତଦାନ କରିବାକୁ ଭୁଲନ୍ତି ନାହିଁ ଏହି ଶତାୟୁ ଭୋଟର୍ । ଦୁଇ ଜଣ ଶତାୟୁ ଭୋଟର ହେଉଛନ୍ତି ଗୁଣୁପୁର ପୌର ପରିଷଦ…