ପଦାରେ ପଡିଲା ଗୋଆ ବିଜେପିର କନ୍ଦଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅଙ୍କୁ ନେଇ ଦେବେନ୍ଦ୍ର ଫଡନାଭିସ…

କନକ ବ୍ୟୁରୋ : ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ଟିକେଟ ପାଇଁ ଦଳୀୟ କନ୍ଦଳ ସେତିକି ବଢିବାରେ ଲାଗିଛି । ଏହି କ୍ରମରେ ଏବେ ଗୋଆରେ ବିଜେପି କନ୍ଦଳ ପଦାରେ ପଡିଛି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପ୍ରୁଅ ଉତ୍ପଳ ପାରିକର ଓ ମହାରାଷ୍ଟ୍ରର ପୂର୍ବତନ…

ସମାଜବାଦୀ  ପାର୍ଟିରେ ଯୋଗଦେଲେ ଯୋଗୀ କ୍ୟାବିନେଟର ଆଉଜଣେ ପୂର୍ବତନ ମନ୍ତ୍ରୀ, ବିଜେପିକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଏକ ଝଟକା ଲାଗିଛି । ବିଜେପିରୁ ବିଧାୟକ ଓ ମନ୍ତ୍ରୀମାନେ କ୍ରମାଗତ ଭାବେ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଯୋଗୀ କ୍ୟାବିନେଟରେ ପୂର୍ବତନ ମନ୍ତ୍ରୀ ଥିବା ଦାରାସିଂ…

କରୋନା ଭିତରେ ଭଲ ଖବର , ଦେଶର ଏହି ପ୍ରମୁଖ ଦୁଇ ସହରରେ କମୁଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିଲ୍ଲୀ ଓ ମୁ୍ମ୍ବାଇ । ପ୍ରଥମ ଲହର, ଦ୍ୱିତୀୟ ଲହରରେ ଏହି ଦୁଇ ପ୍ରମୁଖ ସହରରୁ ସର୍ବଦା ଦୈନିକ ସଂକ୍ରମଣ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଥିଲା । ହେଲେ ତୃତୀୟ ଲହର ବେଳେ ସମାନ ସ୍ଥିତି ଦେଖିବାକୁ ମଳିବାର…

ସରକାରଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚେତାବନୀ, ଦାବି ପୂରଣ ନହେଲେ ପହିଲାରୁ ଆନ୍ଦୋଳନ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡପରେ ପୁଣି କୃଷକ ଆନ୍ଦୋଳନ ଆରମ୍ଭ ହେବ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ସ୍ଥଗିତ ପରେ ଏକ ଆଲୋଚନା ବୈଠକ କରାଯାଇଥିଲା । ଏହି ବୈଠକରେ କୃଷକନେତାମାନେ ଅଭିଯୋଗ ଆଣିଥିଲେ କି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ…

କରୋନା ସ୍ଥିତି ଦେଖି ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ବଢାଇଲେ କଟକଣା ଅବଧି

କନକ ବ୍ୟୁରୋ : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ନିର୍ବାଚନ ଆୟୋଗ ବଡ ରାଲି ଓ ରୋଡ ସୋ ଉପରେ କଟକଣା ଅବଧି ବୃଦ୍ଧି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଜାନୁଆରୀ ୨୨ ତାରିଖ…

ସେନା ଦିବସରେ ଚୀନକୁ ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ, କହିଲେ ଏଭଳି କଥା

କନକ ବ୍ୟୁରୋ : ସେନା ଦିବସ ଅବସରରେ ପୁଣିଥରେ ଚୀନକୁ ଚେତାବନୀ ଦେଇଛନ୍ତି ସ୍ଥଳସେନା ପ୍ରମୁଖ ଏମ ଏମ ନରଭଣେ । ନରଭଣେ କହିଛନ୍ତି କି ଚୀନ ଆଉ ଆମ ଧର୍ଯ୍ୟର ପରୀକ୍ଷା ନକରୁ । ସେ କହିଛନ୍ତି କି, ସୀମାରେ ଆମର ଯେଉଁ ପୂର୍ବସ୍ଥିତି ରହିଥିଲା ତାହାକୁ କୌଣସି ପରିସ୍ଥିତିରେ ବଦଳାଯାଇ ପାରିବ ନାହିଁ ।…