ନିୟମଗିରି ପାରସଲି ପଂଚାୟତରେ ଏକଜୁଟ୍ ହେଲେ ଶହ ଶହ ଡଙ୍ଗରିଆ । ମିଥ୍ୟା ଅଭିଯୋଗରେ ମକଦ୍ଦମାକୁ ବିରୋଧ କରି ଡଙ୍ଗରିଆଙ୍କ…

କନକ ବ୍ୟୁରୋ : ରାୟଗଡା କଲ୍ୟାଣସିଂପୁର ନିୟମଗିରି ପାରସଲି ପଂଚାୟତରେ ଡଙ୍ଗରିଆଙ୍କ ମେଳି । ନୀରିହ ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ନକରାଗଲେ ଭୋଟ୍ ବର୍ଜନ ପାଇଁ ଚେତାବନୀ । ନିୟମଗିରି ଅଂଚଳର ପ୍ରାୟ ୩୮ ଖଣ୍ଡ ଗାଁର ଲୋକ ଏହି ପ୍ରତିବାଦ ସଭାରେ ସାମିଲ ହୋଇ ସ୍ୱର ଉତୋଳନ…

ଭୋଟ ପାଇଁ ଦୀପ ଜାଳି ଶପଥ ନେଲେ ବିଜେଡି କର୍ମୀ । ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ଉପସ୍ଥିତିରେ ନେଲେ ଶପଥ

କନକ ବ୍ୟୁରୋ : ଦୀପ ଜାଳିଲେ ଶପଥ ନେଲେ । କର୍ମୀ ସମ୍ମିଳନୀକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ବିଜେଡି । ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ମାଧବାନନ୍ଦଜୀଉ ପୀଠରେ ଶହ ଶହ ବିଜେଡି କର୍ମୀ ହାତରେ ବିଜେଡି ପତାକା ଧରି ଦୀପ ଜାଳି ଶପଥ ନେଲେ । କଟକ ଜିଲ୍ଲା ନିଆଳି ବ୍ଲକ…

ପଂଜାବ ପଟିଆଲାରୁ ଆସିଲା ଚିନ୍ତାଜନକ ଖବର । ଏକ୍ସପାୟାର୍ଡ ଚକଲେଟ୍ ଖାଇ ରକ୍ତବାନ୍ତି କଲା ଦେଢ ବର୍ଷର ଶିଶୁ

କନକ ବ୍ୟୁରୋ : ଏକ୍ସପାୟାର୍ଡ ଚକଲେଟ୍ ଖାଇ ରକ୍ତ ବାନ୍ତି କଲା ଦେଢ ବର୍ଷର କୁନି ଝିଅ । ଏଭଳି ଏକ ଚିନ୍ତାଜନକ ଖବର ଆସିଛି ପଂଜାବ ପଟିଆଲାରୁ । ଗତକାଲି ଦେଢ ବର୍ଷର ଶିଶୁ କନ୍ୟା ଚକଲେଟ୍ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲା ଏବଂ ରକ୍ତବାନ୍ତି କରିଥିଲା । ପରିବାର ଲୋକ ତୁରନ୍ତ ଶିଶୁକୁ…

ଜୟପୁର ବିଧାନସଭା ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ । ତାରାଙ୍କୁ ଟକ୍କର ଦେବେ ବିଜେଡିରୁ ଇନ୍ଦିରା ନନ୍ଦ ଓ…

କନକ ବ୍ୟୁରୋ : ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଗତଥର ବିଜେପି ପ୍ରାର୍ଥୀ ଥିବା ଗୌତମ ସାମନ୍ତରାୟଙ୍କୁ ପୁଣି ଥରେ ଟିକେଟ୍ ଦେଇଛି ଦଳ । ୨୦୧୯ ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବା ସହ ଗୌତମ ସାମନ୍ତରାୟ ତୃତୀୟ…

ମାଲଦୀପରେ ମୁଇଜୁଙ୍କ ପ୍ରଚଣ୍ଡ ବିଜୟ । ଭାରତ ଓ ମାଲଦୀପ ମଧ୍ୟରେ ସଂପର୍କକୁ ନେଇ ବଢିଲା ଚିନ୍ତା

କନକ ବ୍ୟୁରୋ : ମାଲଦୀନ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୁଣିଥରେ ମାଲଦୀପ ଭୋଟର କ୍ଷମତାସୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଉପରେ ଭରସା କରିଛନ୍ତି । ପାର୍ଟି ସଂସଦରେ ଏକାକୀ ବହୁମତ ହାସଲ କରିଛି । ୯୩ ସଦସ୍ୟ ବିଶିଷ୍ଟ ମାଲଦୀପ ସଂସଦରେ ପିପୁଲ୍ସ ନ୍ୟାସନାଲ ପାର୍ଟିର ୬୬ ଜଣ…

ଉତ୍କଳ ହସ୍ପିଟାଲରେ ପାଳିତ ହେଲା ବିଶ୍ୱ ଲିଭର ଦିବସ । ବିଶେଷଜ୍ଞ କହିଲେ ଲିଭର ସୁସ୍ଥତାର ଉପାୟ

କନକ ବ୍ୟୁରୋ : ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲ ପରିସରରେ ବିଶ୍ୱ ଲିଭର ଦିବସ ପାଳନ ହୋଇଛି । ଏହି ଅବସରରେ ଏକ ଦୌଡ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଲିଭରକୁ କିଭଳି…