ଟିଏମସିରେ ବିଦ୍ରୋହ । ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ କୁନାଲ ଘୋଷ । ଶିକ୍ଷକ ନିଯୁକ୍ତି ବାବଦରେ ମମତା ପୂର୍ବରୁ…

କନକ ବ୍ୟୁରୋ : ମମତା ସରକାରଙ୍କ ଉପରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ବଡ ସମସ୍ୟା ହୋଇ ଉଭା ହୋଇଥିବାବେଳେ ଏବେ ଦଳ ନେତାଙ୍କ ବୟାନ ନୂଆ ବିବାଦକୁ ଟାଣିଛି । ଦଳର ବରିଷ୍ଠ ନେତା କୁନାଲ ଘୋଷ କହିଛନ୍ତି ଶିକ୍ଷକ ଦୁର୍ନୀତି ମାମଲା ବିଷୟରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ସମୟ…

ଭାରତର ନିର୍ବାଚନ ତାତିକୁ ଦ୍ୱିଗୁଣ କରିଛି ପଡୋଶୀ ପାକିସ୍ତାନ ନେତାଙ୍କ ବୟାନ । ରାହୁଲ ଗାନ୍ଧୀଙ୍କୁ ପାକ ପୂର୍ବତନ…

କନକ ବ୍ୟୁରୋ : ଦେଶରେ ନିର୍ବାଚନୀ ଉଷ୍ମତା, ଏହାକୁ ଦ୍ୱିଗୁଣିତ କରିଛି ପଡୋଶୀ ଦେଶ ପାକିସ୍ତାନ । ପାକ୍ର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଏବେ ତେଜିଛି ରାଜନୀତି । ଦେଶରେ ମୋଦି ଲହରରେ ରୋକ ଲଗାଇବାକୁ ରାହୁଲ ଗାନ୍ଧୀଙ୍କ ରଣନୀତିକୁ ଫୱାଦ ପ୍ରଶଂସା କରିଥିବା…

ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମହିଳା କମିଶନ ଉପରେ ଏଲଜି ଛାଟ, ଚାକିିରିରୁ…

କନକ ବ୍ୟୁରୋ : ଦିଲ୍ଲୀ ମହିଳାକମିଶନରୁ ଏକକାଳୀନ ୨୨୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଉପରାଜ୍ୟପାଳ ବିନୟ ସକସେନାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ…

କର୍ଣ୍ଣାଟକ ଭିଡିଓ ସ୍କାଣ୍ଡାଲ ମାମଲାରେ ବଢ଼ିଲା ଅଭିଯୁକ୍ତଙ୍କ ଅଡୁଆ । ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଲୁକଆଉଟ ନୋଟିସ,…

କନକ ବ୍ୟୁରୋ : ସମୟ ଗଡୁଛି ସମସ୍ୟା ବଢ଼ୁଛି । ଜେଡିଏସର ନିଲମ୍ବିତ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି ହୋଇଛି । ଉଭୟ ପ୍ରଜ୍ୱଳ ଓ ଜେଡିଏସ ନେତା ଏଚଡି ରେଭାନ୍ନାଙ୍କୁ ଜେରା ପାଇଁ ସମନ ପଠାଇବା ସହ ୭ଦିନର ମହଲତ ଦେଇଛି ଏସଆଇଟି । ତେବେ ବାପା ପୁଅ ଅତିରିକ୍ତ ସମୟ…

ଆଜି ଆମେଥି, ରାଏବରେଲୀ ପ୍ରାର୍ଥୀ ଉପରୁ କଂଗ୍ରେସ ହଟାଇପାରେ ସସପେନ୍ସ । ମଲିକାର୍ଜୁନ ଓ ରାହୁଲଙ୍କ ବୈଠକପରେ ଆସିପାରେ…

କନକ ବ୍ୟୁରୋ : ଆଜି କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କୌଣସି ସମୟରେ ଆସିପାରେ ହାଇପ୍ରୋଫାଇଲ ଅ।।ସନ ଆମେଠି ଓ ରାଏବରେଲୀ ପାଇଁ ପ୍ରାର୍ଥୀଙ୍କ ନାଁ । କଂଗ୍ରେସର ଏହି ଦୁଇ ପାରମ୍ପାରିକ ଆସନରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ବେଶ କିଛି ଦିନ ହେବ ଯେଉଁ ଅପେକ୍ଷା…

ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥର ଅବଦାନ ଚୁଇଙ୍ଗମ ସିନେମାର ଶୁଭ ମହୁରତ

କନକ ବ୍ୟୁରୋ : ଶାସ୍ୱତ ଫିଲ୍ମ ପ୍ରଡକ୍ସନ ତରଫରୁ ଆଜି ପ୍ରଥମ ଅବଦାନ ଭାବେ ଚୁଇଙ୍ଗମ ସିନେମାର ଶୁଭ ମହୁରତ ହୋଇଛି । ଏହି କାର୍ଯ୍ୟକ୍ରମର କାର୍ୟ୍ୟକ୍ରମର ତାତ୍ପର୍ୟ୍ୟ ହେଉଛି ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଅବଦାନ ଚୁଇଙ୍ଗମ୍ ଫିଲ୍ମର ଶୁଭ ମହୁରତ୍ ଟିଏସ୍‌ଜି ଗୁରୁକୁଳ ସାଇ ମନ୍ଦିର…