ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସ୍ୱାମୀ କରିଦେଲେ ଏଭଳି କାମ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

କନକ ବ୍ୟୁରୋ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଆମ ହିନ୍ଦୁ ଶାସ୍ତ୍ର ମୁତାବକ ୭ ଜନ୍ମର ବୋଲି କୁହାଯାଇଥାଏ । ଜଣେ ଜଣଙ୍କ ବିନା ସମ୍ପୂର୍ଣ୍ଣ ନୁହେଁ ବୋଲି ଆମ ସମାଜ ସ୍ୱିକାର କରିଥାଏ । ଏହି କାରଣରୁ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗୀନି ବୋଲି ବିବେଚନା କରାଯାଇଥାଏ । ହେଲେ ଜଣେ ସ୍ୱାମୀ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ନେତାଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ

କନକ ବ୍ୟୁରୋ : ବିଶେଷ କରି ଜାନୁଆରୀ ୨୬ ତାରିଖରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ ତାରିଖରୁ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯାଉଥିଲା । ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏବେଠାରୁ…

କଳିଯୁଗରେ ଶ୍ରବଣ କୁମାର ସାଜିଲେ ଆଦିବାସୀ ଯୁବକ, ବାପାଙ୍କୁ କରୋନା ଟିକା ଦେବାକୁ କରିଲେ ଏଭଳି କାମ

କନକ ବ୍ୟୁରୋ : ବ୍ରାଜିଲର ଅମାଜନ ଠାରେ ଜଣେ ଯୁବକ ନିଜ ପିତାଙ୍କୁ କରୋନା ଟିକା ଦେବାକୁ ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ୨୪ ବର୍ଷିୟ ଯୁବକ ତାବି ନିଜର ୬୭ ବର୍ଷିୟ…

ଉତ୍ତର ପ୍ରଦେଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କେଉଁଠୁ ଲଢିବେ ଯୋଗୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏନେଇ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସବୁ କଳ୍ପନା ଜଳ୍ପାନାର ଅନ୍ତ ଘଟାଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ…

କୋଭିଡ ସଂକ୍ରମଣରୁ ସୁସ୍ଥ ହେବାର କେତେଦିନ ପରେ ନେଇ ପାରିବେ ଜୀବନ ବୀମା ? ବୀମା କମ୍ପାନୀ ଆଣିଲା ନୂଆ ନିୟମ

କନକ ବ୍ୟୁରୋ : ଦେଶରେ କୋଭିଡ -୧୯ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ସୁସ୍ଥ ବି ହେଉଛନ୍ତି । ହେଲେ ସେମାନେ ସୁସ୍ଥ ହେବା ପରେ ବି ତାଙ୍କ ଠାରେ ଅନେକ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ କରୋନା ସଂକ୍ରମଣରୁ ସୁସ୍ଥ…

ଦିଲ୍ଲୀକୁ ଦୋହଲେଇବାର ଷଡଯନ୍ତ୍ର: ଗାଜିପୁର ମଣ୍ଡିରୁ ମିଳିଲା ଆଇଡି ବିସ୍ଫୋରକ ଭର୍ତ୍ତି ବ୍ୟାଗ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଓ ଶ୍ରୀନଗରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ବିସ୍ଫୋରଣ ସଡଯନ୍ତ୍ରଙ୍କୁ ବିଫଳ କରାଯାଇଛି । ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ସନ୍ଦିଗ୍ଧ ଭାବେ ପଡିଥିବା ବ୍ୟାଗ ଦେଖିବାକୁ ମିଳିଥିଲା । ଏହାର ସୂଚନା ପାଇବା ପରେ ପୋଲିସ ବୋମା…