ସାମ୍ବାଦିକ ନାଁରେ କଳଙ୍କ । ଖବର ପ୍ରସାରଣ କରିଦେବାର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ । ଅଭିଯୋଗ…

କନକ ବ୍ୟୁରୋ : ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍…

କୋରାପୁଟ ସିଙ୍ଗାରାମ ଷ୍ଟେସନରେ ଟ୍ରେନରେ କଟି ତିନି ଜଣଙ୍କ ମୃତ୍ୟୁ । ମୃତକମାନେ ବାପା, ପୁଅ ଓ ଝିଅ ହୋଇଥିବା ସୂଚନା ।…

କନକ ବ୍ୟୁରୋ : ଦଶହରାରେ  ଦୁଃଖ ଖବର । ଟ୍ରେନ ମାଡିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ୍ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକ ସିଙ୍ଗାରାମ ଷ୍ଟେସନ ନିକଟରେ । ଟ୍ରେନରେ କଟି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା,…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ । ୩ ବର୍ଷ…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଲବ୍ଲକ୍ ଆବଣ୍ଟନ ମାମଲାରେ ଦଣ୍ଡାଦେଶ ମିଳୁ ମିଳୁ ଜାମିନ୍ ବି ମିଳିଯାଇଛି । ସୋମବାର ଦିନ ୧୧ ଟା ବେଳେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପ୍ ଙ୍କ ସମେତ ୩ ଜଣଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ଏନେଇ ଦିଲ୍ଲୀପ ରାୟ…

ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୧୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୧୪ ଶହ ୮୦ ଚିହ୍ନଟ, ୧୪ ମୃତ

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୪୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୮ ଜଣ ଓ ଲୋକଲା କେସ ୬୨୨ ରହିଛି । ଅନୁଗୁଳ ୧୪୧, ବାଲେଶ୍ୱର ୮୪, ବରଗଡ ୪୯, ଭଦ୍ରକ ୨୪, ବଲାଙ୍ଗିର ୪୪, ବୌଦ୍ଧ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।…

କନକ ବ୍ୟୁରୋ : କୋଲବ୍ଲକ ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି । ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ…

ବିଜେପି ସାଂସଦଙ୍କ ବିବାଦୀୟ ବୟନା, ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ପାଇଁ ତାରିଖ ସ୍ଥିର କରିସାରିଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ତଥା ବାଲିଆ ସଂସଦୀୟ କ୍ଷେତ୍ରରେ ସାଂସଦ ଥିବା ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ବିବାଦିୟ ବୟାନ ଏବେ ଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିବାକୁ ଯାଉଛି । ଶ୍ରୀ ସିଂ କହିଛନ୍ତି କି କେବେ ଭାରତ ଚୀନ ଓ ପାକିସ୍ତାନ ସହ ଯୁଦ୍ଧ…