Monthly Archives

April 2024

କୋଭିସିଲ୍ଡ ଟିକା ବାବଦରେ ସତ ମାନିଲା କମ୍ପାନୀ । ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ…

କନକ ବ୍ୟୁରୋ : କରୋନା ଟିକା କୋଭିଶିଲ୍ଡକୁ ନେଇ ଆସିଲା ଚିନ୍ତାଜନକ ଖବର । ଏହି ଟିକା ନେଇଥିବା ଲୋକଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଉଥିବା ଅନେକ ସମୟରେ ଅଭିଯୋଗ ଆସିଥାଏ । ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆଷ୍ଟ୍ରାଜେନେକା ମଧ୍ୟ ଏନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା…

ଅମିତ ଶାହା ଫେକ ଭିଡିଓ ମାମଲାରେ ଆଉ ଦୁଇ ଗିରଫ । କଂଗ୍ରେସ-ଆମ ଆଦମୀ ପାର୍ଟି ସହ ଅଭିଯୁକ୍ତଙ୍କ ସମ୍ପୃକ୍ତି ସୂଚନା

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ ଭିଡିଓ ମାମଲାରେ ଆଉ ଦୁଇ ଗିରଫ । ଅଭିଯୁକ୍ତ ଆମ ଆଦମୀ ପାର୍ଟି ଓ କଂଗ୍ରେସ ସହ ସମ୍ପୃକ୍ତ । ଅହମଦାବାଦ ସାଇବର କ୍ରାଇମ ଟିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ହେଉଛନ୍ତି ସତୀଶ ବନସୋଲା, ଆରବି ବାରିୟା । ସତୀଶ ବନସୋଲା ହେଛନ୍ତି…

ଇନ୍ଦୋରରେ ସୁରଟ ନାଟକ, କଂଗ୍ରେସ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ । ନାମାଙ୍କନପତ୍ର ଫେରାଇଲେ, ବିଜେପିରେ ମିଶିଲେ

କନକ ବ୍ୟୁରୋ : ଗୋଟେ ପଟେ ପଡୁଛି ଭୋଟ । ଅନ୍ୟପଟେ ରାଜନୀତି ଗଳିରୁ ଏଭଳି ଖବର ଆସୁଛି ଯାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରାଜନୀତିରେ ସବୁ କିଛି ସମ୍ଭବ ଓ କେତେବେଳେ କିଛି ବି ହୋଇପାରେ । ଠିକ ସେମିିତି କିଛି ଘଟଣା ଘଟିଛି ଗୁଜରାଟ ସୁରଟରେ । ଇନ୍ଦୋର ଲୋକସଭା ଆସନରେ କଂଗ୍ରେସ…

କୋଭିସିଲ୍ଡ ଭାକ୍ସିନ୍ ନେବା ପରେ ଦେଖାଦେଇପାରେ ପାର୍ଶ୍ୱ ପ୍ରତିକ୍ରିୟା । ଶରୀରରେ ହୋଇପାରେ ରକ୍ତ ଜମାଟ । ମସ୍ତିଷ୍କ…

କନକ ବ୍ୟୁରୋ: ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିିକା ନେଇଥିବା ଲୋକଙ୍କ ଠାରେ ବିରଳ ସାଇଡ୍ ଇଫେକ୍ଟସ ଦେଖାଦେଇପାରେ । କମ୍ପାନୀ ଦ୍ୱାରା ବ୍ରିଟେନର ଏକ କୋର୍ଟରେ ସତ୍ୟାପାଠ ଦାଖଲ କରାଯାଇ ଏହା ସ୍ୱୀକାର କରାଯାଇଛି । ପାର୍ଶ୍ୱ -ପ୍ରତିକ୍ରିୟାର ଲକ୍ଷଣ ଏହି…

ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣରେ ଇଡି ଘାଇଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ସମୟ ଉପରେ ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣରେ ଘାଇଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି ଇଡିକୁ ପ୍ରଶ୍ନ କରିଛନ୍ତି କୋର୍ଟ । ଶୁକ୍ରବାର ସୁଦ୍ଧା ଜବାବ ରଖିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ଟାର୍ଗେଟ କଲା, ସମ୍ପର୍କ ବଢ଼ାଇଲା । ସୁଯୋଗ ଦେଖି, ଚୁନା ଲଗାଇଲା । ଠକଙ୍କ ଟାର୍ଗେଟରେ ବଡ଼ବଡିଆ!

କନକ ବ୍ୟୁରୋ: ନାଁ ରାଜେଶ ନାୟକ, ଘର ଭୁବନେଶ୍ୱର । ବିଭିନ୍ନ ଲୋକଙ୍କ ଠାରୁ ନିବେଶ ନାଁରେ ଟଙ୍କା ନେଇ ସେମାନଙ୍କୁ ଚୁନା ଲଗାଇବା ଭଳି ମାଳମାଳ ଅଭିଯୋଗ ରହିଛି ଏହି ବ୍ୟକ୍ତିଙ୍କ ନାଁରେ । କେତେବେଳେ ଟଙ୍କା ନିବେଶ କଲେ ଭଲ ରିଟର୍ଣ୍ଣ ଦେବାର ଲୋଭ ତ, ଆଉ କେତେବେଳେ ବିଜନେସରେ ପ୍ରଫିଟ ସେଆରିଂର…