Daily Archives

March 12, 2024

ପୁରୀ ଶ୍ରୀ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ସ୍ୱାସ୍ଥ୍ୟ ବୀମା ରାଶି…

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

କନକ ବ୍ୟୁରୋ: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର । ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ…

ଗରିବ ଝିଅ ନବୀନାଙ୍କୁ ମିଳିଲା ନୂଆ ଜୀବନ: କନ୍ୟାଦାନ କରି ମାନବିକତାର ପରିଚୟ ଦେଲେ ସୁନ୍ଦରଗଡ ରଙ୍ଗାଢିପାର ଦମ୍ପତି…

କନକ ବ୍ୟୁରୋ: ନିଜର ନହେଲେ ବି ଝିଅଠୁ ବଳି ଭଲ ପାଆନ୍ତି । ଏକ ଗରିବ ଅସହାୟ ଝିଅକୁ ଘରେ ରଖି ନିଜ ଝିଅ ଭଳି ପାଳିପୋଷି ବଡ କରିଲେ । ଆଉ ଏବେ ହାତକୁ ଦୁଇ ହାତ କରିଛନ୍ତି ସୁନ୍ଦରଗଡ ସହର ରଙ୍ଗାଢିପା ଅଚଂଳର ଏହି ଦମ୍ପତି ସଞ୍ଜୟ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଇଲା । ଛୋଟ ବେଳେ ଅସହାୟ ନବୀନାକୁ ନିଜ…

ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାମରେ ଚଞ୍ଚକତା ! ଠିକା ସଂସ୍ଥା ସାଙ୍ଘାତିକ ଠକୁଥିବା…

କନକ ବ୍ୟୁରୋ: ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର କାମ । ହେଲେ ନିମ୍ନ ମାନର ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାମ କରାଯାଉଛି । ହେଲେ ଲୋକଙ୍କ ଆଖିରେ ଧୂଳି ଦେଇ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି ।…

ମାହାଙ୍ଗାରେ ବଦଳିଲାଣି ରାଜନୈତିକ ପାଣିପାଗ । ସରଗରମ ହେଲାଣି ନିର୍ବାଚନୀ ମହୋଲ ।

କନକ ବ୍ୟୁରୋ: ସବୁଠି ନିର୍ବାଚନୀ ମହୋଲ । ଆଉ ଏହି ରାଜନୀତି ମାହୋଲ ଭିତରେ ସରଗରମ ହୋଇଛି ମାହାଙ୍ଗା ରାଜନୀତି । ମାହାଙ୍ଗାରେ ମଧ୍ୟ ଆରମ୍ଭ ନେତା ନିର୍ବାଚନୀ ରଣନୀତି ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ଦଳ ଛାଡି  ବିଜେଡି ଓ ବିଜେପିକୁ ଚାଲିଯାଇଥିବା କର୍ମୀ ଓ ଭୋଟରଙ୍କୁ ଦଳ ବାହୁଡା କରାଇବାକୁ…

ଆଜିଠୁ ହରିୟାଣାରେ ସୈନୀ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ ।

କନକ ବ୍ୟୁରୋ: ଆଜିଠୁ ହରିୟାଣାରେ ସୈନୀ ସରକାର । ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ପଦ ଓ ଗୌପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ସମାରୋହରେ ସାମିଲ ଥିଲେ ହରିୟାଣାର ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ତେବେ ହଠାତ୍ ହରିୟାଣା ରାଜନୀତିରେ ବଡ଼…