Daily Archives

February 18, 2024

ସୁବର୍ଣ୍ଣପୁର ଲାତୁରପେଟ ଗାଁର ମହିଳା ମିତା ମହାକୁର କରିଛନ୍ତି ବହୁମୁଖୀ ଚାଷ । ମାଛ, ବତକ, ଧାନ, ପନିପରିବା, ଫଳ ଓ ଫୁଲ…

କନକ ବ୍ୟୁରୋ : ସଫଳତା ଆଣିଦେଲା ସମନ୍ୱୀତ କୃଷି । ଫୁଲ, ପନିପରିବା, ମାଛ ଚାଷ ଓ ଗୋ-ପାଳନ କରି ଭଲ ରୋଜଗାର କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବ୍ଲକ ଲାତୁରପେଟ ଗାଁର ମିତା ମହାକୁର । ଜଣେ ସଫଳ ମହିଳା ଚାଷୀ ଭାବେ ସେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାକୁ ଆସିଛନ୍ତି ।…

ଅସହାୟ ଅବସ୍ଥାରେ ଛାଡି ଦେଇଥିଲା ପରିବାର । ହେଲେ ବଦଳିଲା ଭାଗ୍ୟ, ଏବେ ସ୍ୱିଡେନ ଯିବ କୋରାପୁଟର କୁନିପୁଅ । ପୋଷ୍ୟ…

କନକ ବ୍ୟୁରୋ: କୁନିପୁଅ ରାଜେନ୍ଦ୍ର ଏବେ ହୋଇଯାଇଛି ରାଜେନ୍ଦ୍ର ଥୋମାସ । ତାକୁ ପୋଷ୍ୟସନ୍ତାନ ଭାବେ କୋଳେଇ ନେଇଛନ୍ତି ସ୍ୱିଡେନର ଥୋମାସ୍ ଦମ୍ପତି । ଦୁନିଆକୁ ଚିହ୍ନି ନଥିବା ବେଳେ ପରିବାର ଯାହାକୁ ଅଲୋଡ଼ା କରି ଅସହାୟ ଭାବେ ଛାଡ଼ି ଦେଇଥିଲା, ତା’ର ଭାଗ୍ୟ ଏବେ ବଦଳି ଯାଇଛି । ପୁଣିଥରେ…

ରବିବାର ପାଲଟିଲା ଦୁର୍ଘଟଣାର ଦିନ । ରାଜ୍ୟର ବିଭିନ୍ନ ସ୍ଥାନରେ ୪ ମୃତ, ୪୦ରୁ ଅଧିକ ଆହତ

କନକ ବ୍ୟୁରୋ: ରବିବାର ପାଲଟିଲା ଦୁର୍ଘଟଣାର ଦିନ । କେଉଁଠି ସ୍କୁଟି ଉପରେ ଟ୍ରକ ଚଢି ଯାଇଛି ତ ଆଉ କେଉଁ ଓଲଟି ପଡିଛି ପିକଅପ୍ ଭ୍ୟାନ । ରାଜ୍ୟର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ କିଛି ଯାତ୍ରୀଙ୍କୁ ଗୁରୁତର…

ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । ଗଡ଼ ଶ୍ରୀରାମପୁର ଆପାର୍ଟମେଣ୍ଟ ଓ ଭୀମଟାଙ୍ଗିର ବନ୍ଦ ଘରେ କଳାକନା ବୁଲାଇଲେ…

କନକ ବ୍ୟୁରୋ: ପୁଣି ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ । ଏଥର ସହର ଭିତରେ ନୁହେଁ, ଭୁବନେଶ୍ୱର ଉପକଣ୍ଠ ଗଡ ଶ୍ରୀରାମପୁରରେ ଥିବା ଏକ ଆପାର୍ଟମେଣ୍ଟରେ ଲୁଟ ହୋଇଛି । ମାତ୍ର କେଇ ଘଣ୍ଟାରେ ଆପାର୍ଟମେଣ୍ଟରେ କଳାକନା ବୁଲାଇ ଛୁ ମାରିଛନ୍ତି ଲୁଟେରା । ଗୋଟିଏ କିମ୍ବା ଦୁଇଟି ନୁହେଁ,…

ଦିନକ ପରେ ମାଟ୍ରିକ ପରୀକ୍ଷା । ପିଲା ପ୍ରସ୍ତୁତ, ଏପଟେ ଲୋୟର ପିଏମଜିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା ଜାରି ।…

କନକ ବ୍ୟୁରୋ: ଦିନକ ପରେ ମାଟ୍ରିକ ପରୀକ୍ଷା । ଏପଟେ ସଡକରେ ବସିଛନ୍ତି ସାର୍ । ୩ଟି ଦାବି ନେଇ ୧୨ ଦିନ ହେଲା ଧାରଣାରେ ବସିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ସୋମବାର ଆଲୋଚନା ପାଇଁ ସରକାର ଡାକିଛନ୍ତି । କିନ୍ତୁ ଦାବି ପୂରଣ ନହେଲେ ପରୀକ୍ଷା ଅସହଯୋଗ ପାଇଁ ଚେତାବନୀ ଦେଇଛି ସଂଘ ।…

କଂଗ୍ରେସ ଯୋଡୁଛି କମ୍, ଛିଡୁଛି ଅଧିକ । ହାତ ଛାଡି ବିଜେଡିରେ ମିଶିଲେ ବିପ୍ଳବ ଜେନା । ରାଜନୈତିକ ସମୀକ୍ଷକଙ୍କ ମତ,…

କନକ ବ୍ୟୁରୋ: ଗତ ୧୦ ବର୍ଷ ହେଲା, ନିର୍ବାଚନ ବେଳେ ରାଜ୍ୟରେ କଂଗ୍ରେସ ଛାଡୁଛନ୍ତି ନେତା । ୨୦୧୪, ୨୦୧୯ ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ, ନିର୍ବାଚନ ଆସିଲେ କିଛି କଂଗ୍ରେସ ନେତା ଦଳ ଡେଇଁଥାନ୍ତି । ୨୦୨୪ରେ ଆରମ୍ଭ ହୋଇଛି ସେହି ପ୍ରକ୍ରିୟା । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ…