Daily Archives

February 7, 2024

ଗାଁ ଗାଁରେ ଖଣ୍ଡିଆ ଖାବରା ରାସ୍ତାକୁ ନେଇ ବିଧାୟକଙ୍କ ଉଦବେଗ । ନିର୍ବାଚନ ପୂର୍ବରୁ ରାସ୍ତା କାମ ସାରିବାକୁ ବିଭାଗୀୟ…

କନକ ବ୍ୟୁରୋ : ଗାଁ ଗାଁରେ ରାସ୍ତା ଖଣ୍ଡିଆ ଖାବରା । କେବେ ମରାମତି କାମ ଆରମ୍ଭ ହେବ, କେବେ ଅଧା ପଡିଥିବା କାମ ସରିବ, ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ, ସନ୍ତୋଷଜନକ ଉତର ମିଳୁନାହିଁ । ଅନେକ ସ୍ଥାନରେ ପଂଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଉନାହିଁ । ଏପଟେ ପାଖେଇ ଆସୁଛି…

ଆଦିବାସୀ ଜମୀ ବିକ୍ରି ପ୍ରସଙ୍ଗ । ରାଜ୍ୟସଭାରେ ଧର୍ମେନ୍ଦ୍ର ପ୍ରଧାନ ଓ ସସ୍ମିତ ପାତ୍ରଙ୍କ ମଧ୍ୟରେ କଥା କଟାକଟି

କନକ ବ୍ୟୁରୋ : ରାଜ୍ୟସଭାରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର । ଅନୁସୂଚିତ ଜାତି ଓ ଜନଜାତି ଆଦେଶ ସଂଶୋଧନ ବିଲ-୨୦୨୪ ପାଇଁ ଗୃହରେ ଚାଲିଥିଲା ବିତର୍କ । ଧର୍ମେନ୍ଦ୍ର ପ୍ରଧାନ... ଏହି ଅବସରରେ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ…

ବିଧାନସଭାରେ ହଙ୍ଗାମା, ବାଚସ୍ପତିଙ୍କ ମାଇକ ଭାଂଗିଲେ ବିଧାୟକ । ପରୀ ମାମଲାରେ ବିଜେଡିର ହଟ୍ଟଗୋଳ, ଅର୍ପଣ ରଥ ଉଷୁନା…

କନକ ବ୍ୟୁରୋ : ବାରମ୍ବାର ଗୃହ ମୁଲତବି ହେବା ପରେ ୪ଟାରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ଅଳ୍ପ ସମୟ ପରେ ପୁଣି ହଙ୍ଗାମା କରିଥିଲେ ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ ରାଗିଯାଇ ମାଇକ୍ ଭାଙ୍ଗି ଥିବା ଅଭିଯୋଗ ହୋଇଥିଲା । ଫଳରେ ପୁଣି ଥରେ ଅଚଳାବସ୍ଥାର ସ୍ଥିତି ସୃଷ୍ଟି ହୋଇଥିଲା ।…

ବିଧାନସଭା ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ଦାରିଦ୍ର ସୀମାରେଖା ତଳେ ରାଜ୍ୟରେ ରହିଛନ୍ତି ୧୦ ପ୍ରତିଶତ ଲୋକ

କନକ ବ୍ୟୁରୋ : ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି କି, ପରୀ ହତ୍ୟା ପ୍ରସଙ୍ଗ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି । ଗତକାଲି ପରୀ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡବିଧାନ…

ସକାଳୁ କଲେ ମହାଦେବଙ୍କ ଦର୍ଶନ । ବାଟରେ ଲୋକଙ୍କ ସହ କଲେ ଆଲୋଚନା । ନ୍ୟାୟ ଯାତ୍ରାରେ ରାହୁଲଙ୍କ ଭିନ୍ନ ଅନ୍ଦାଜ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାବେଳେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । କେତେବେଳେ ସାଇକେଲରେ କୋଇଲା ବୋହୁଥିବା ଶ୍ରମିକ ସହ ଆଲୋଚନା କରିଛନ୍ତି ତ, ଆଉ କେତେବେଳେ ବିଡି ଶ୍ରମିକଙ୍କ ସହ କରିଛନ୍ତି ଭାବ ବିନିମୟ । ରାହୁଲଙ୍କ ଓଡିଶା ଗସ୍ତରେ ମଧ୍ୟ ଏଭଳି ଅନେକ ରୋଚକ ଦୃଶ୍ୟ…

ରାଉରକେଲାରୁ ରାହୁଲଙ୍କ ଟାର୍ଗେଟ୍ । ଉଭୟ ବିଜେଡି ଓ ବିଜେପିକୁ କଲେ ସମାଲୋଚନା । କହିଲେ, ଓଡିଶାରେ ଚାଲିଛି ସହଭାଗୀ…

କନକ ବ୍ୟୁରୋ: ଓଡିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଉଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତରୁ କିଛି ଏଭଳି ଆଭାସ ମିଳିଛି । କାରଣ ରାଉରକେଲାରେ ପଦଯାତ୍ରାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ । ତେଲେଙ୍ଗାନାରେ ବିଆରଏସ୍ ଯେମିତି ବିଜେପି ସହ ମିଶି ରହିଥିବା…