Daily Archives

January 24, 2024

ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ…

କନକ ବ୍ୟୁରୋ : ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବଡ଼ ବିମାନ ଦୁର୍ଘଟଣା । ୬୫ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ…

ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର

କନକ ବ୍ୟୁରୋ: ଗାଁ ପରେ ଏବେ ସହର ଭୋଟରଙ୍କ ଉପରେ ଆଖି । ସହରବାସୀଙ୍କୁ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବେ ସରକାର । ୧୧୫ଟି ପୌରାଂଚଳରେ ୪୯୭ ସଚେତନତା ଶିବିର କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗରଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଫେବୃଆରୀ ୭ ତାରିଖ ପାଇଁ ଏହି…

‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଶକ୍ତ ହେଉଛି ହାତ । ନିର୍ବାଚନ ଆଗରୁ ରାଜ୍ୟ କଂଗ୍ରେସରେ ସାମିଲ ହେଉଛନ୍ତି ବରିଷ୍ଠ ନେତା । କଳାହାଣ୍ଡି କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ ନ୍ୟାୟ ଯାତ୍ରା ସମାବେଶରେ ହାତ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ସମର୍ଥକଙ୍କ ସହ ବିଶାଳ ରାଲିରେ ଆସିି…

ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ…

କନକ ବ୍ୟୁରୋ : ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ହିଂସାକୁ ଉସୁକାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୋଲି ଅଭିଯୋଗ ଆଣିଛି ବିଜେପି । ଆସାମ ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏଠାରେ ଅଶାନ୍ତି ସୃଷ୍ଟି କରୁଥିବା କହିଛି ଦଳ । ନ୍ୟାୟ ଯାତ୍ରା ସମୟରେ ହିସାଂ ଘଟଣାକୁ…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂକୁଶ ଲଗାଇଛନ୍ତି । ଆସନ୍ତା ୩୦ ତାରିଖରେ ଏହି ମାମଲାରେ ପରବର୍ତୀ ଶୁଣାଣି କରିବେ ହାଇକୋର୍ଟ । ସେ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି…

ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ

କନକ ବ୍ୟୁରୋ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର…