Daily Archives

November 11, 2023

ଆଳି ରାଜା ବନାମ କନିକା ବୋହୂ । ଦୁର୍ଗାଦେବୀ ପଦ୍ମ ଧରିବା ପରେ ଆଳିରେ ବଢିଲା ଚର୍ଚ୍ଚା । ଏଥର ହୋଇପାରେ ରାଜ ପରିବାର…

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଅନେକ ରାଜ ପରିବାରର ରାଜନୈତିକ ଲଢେଇ ସମସ୍ତଙ୍କୁ ଜଣା । ଏବେ କିନ୍ତୁ ଆସନ୍ତା ନିର୍ବାଚନରେ କେନ୍ଦ୍ରାପଡାରେ ରାଜପରିବାର ମଧ୍ୟରେ ରାଜନୈତିକ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ଆଳି ରାଜା ତଥା ମନ୍ତ୍ରୀ ପ୍ରତାପ ଦେବ ଏବଂ ତାଙ୍କ କନିକା ରାଜ ପରିବାରର ବୋହୂ…

୨୦୨୪ ପାଇଁ ଟାର୍ଗେଟ ବଢ଼ାଇଲା କି ଶାସକ ଦଳ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବିଜେଡି ଟାର୍ଗେଟ ୧୩୦ ପୋଷ୍ଟର ।…

କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ଆସନ ହେଉଛି ୧୪୭ । ତେଣୁ ଆଗାମୀ ନିର୍ବାଚନରେ କିିଏ କେତେ ଆସନରେ ଜିତିବ ସେ ନେଇ ଅଙ୍କକଷା ଚାଲିଛି । ଆଉ ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି କିଛି ପେ।।ଷ୍ଟ । ଯେଉଁଥିରେ ଶାସକ ଦଳ ୧୩୦ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଥିବା ଲେଖା ଅଛି ।…

ପଶ୍ଚିମବଙ୍ଗ ବସ୍ ଅଗ୍ନିକାଣ୍ଡ : ମୃତ ମହିଳାଙ୍କ ଗାଁରେ ଶୋକାକୁଳ ପରିବେଶ । ସ୍ୱାମୀ ଏବଂ ପୁଅକୁ ବଞ୍ଚାଇ ନିଜେ ଚାଲିଗଲେ…

କନକ ବ୍ୟୁରୋ: ଦୀପାବଳିରେ ଦୀପ ଜାଳିବାକୁ କଲିକତାରୁ ଘରକୁ ଫେରୁଥିଲେ ପୁଷ୍ପାଞ୍ଜଳି । ହେଲେ ଘରେ ପହଞ୍ଚିବା ପୂର୍ବରୁ ଲିଭିଯାଇଛି ତାଙ୍କ ଜୀବନ ଦୀପ । ବସରେ ଥିବା ସ୍ୱାମୀ, ପୁଅ ଓ ଅନ୍ୟ ଯାତ୍ରୀମାନଙ୍କୁ ବାହାରିବାରେ ସେ ସହାୟତା କରିଥିଲେ । ହେଲେ ଶେଷ ମୁହୂର୍ତରେ ସେ ବାହାରିପାରିନଥିଲେ ।…

ରାସ୍ତାରେ ଜଳିଗଲା ବସ୍ । ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ପ୍ରାୟ ୩୬ ଯାତ୍ରୀ । ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ବସରେ ଭର୍ତି ହୋଇଥିଲେ ଯାତ୍ରୀ । କିଏ ଦୀପାବଳୀ ପାଳିବାକୁ ଗାଁକୁ ଫେରୁଥିଲେ ତ, ଆଉ କିଏ ବ୍ୟବସାୟ ପାଇଁ ବିଭିନ୍ନ ସାମଗ୍ରୀ କିଣି ଫେରୁଥିଲେ । କିନ୍ତୁ ରାସ୍ତା ମଝିରେ ହଠାତ ବସରେ ଲାଗି ଯାଇଥିଲା ନିଆଁ । ସମୟ – ସନ୍ଧ୍ୟା ପ୍ରାୟ…

ନୂଆବର୍ଷରେ ଓଡ଼ିଶାକୁ ମିଳିବ ନୂଆ ପୋଲିସ ଡିଜି । ରାଜ୍ୟ ସରକାର ସୁପାରିସ କରିଛନ୍ତି ୭ ଆଇପିଏସଙ୍କ ନାମ । ଚର୍ଚ୍ଚାରେ ବି…

କନକ ବ୍ୟୁରୋ: ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ? ଏବେର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେଉଛି । ଏହା ଉପରେ ସମସ୍ତଙ୍କ ନଜର ଥିବାବେଳେ ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୭ ବରିଷ୍ଠ ଆଇପିଏସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ତେବେ ନୂଆ…

ବଢୁଛି ପ୍ଲାଷ୍ଟିକ୍ ଓ ଫ୍ୟାନସି ଦୀପର ଚାହିଦା । ବୁଡିବାକୁ ବସିଲାଣି କୁମ୍ଭକାରଙ୍କ କୂଳବେଉସା ।

କନକ ବ୍ୟୁରୋ: ଦିନକୁ ଦିନ ବଜାରରେ ବଢୁଛି ପ୍ଲାଷ୍ଟିକ୍ ଓ ଫ୍ୟାନସି ଦୀପର ଚାହିଦା । ଆଉ ବୁଡିବାକୁ ବସିଲାଣି କୁମ୍ଭକାରଙ୍କ କୂଳବେଉସା । ମାଟି ଦୀପକୁ ଛାଡି ପ୍ଳାଷ୍ଟିକ୍ ଦୀପ ମୁହାଁ ଆଜି କାଲିର ଲୋକେ । ଯାହାକୁ ନେଇ ଚିନ୍ତାରେ କୁମ୍ଭାକାର ପରିବାର । ପରମ୍ପରା ଅନୁସାରେ ଦୀପାବଳୀ ଆସିଲେ…