Daily Archives

September 29, 2023

ବିଶ୍ୱ ହୃଦୟ ଦିବସରେ ଆମ୍ରି ହସ୍ପିଟାଲ ପକ୍ଷରୁ ୱାକାଥନ । ସାଧାରଣ ଜନତାଙ୍କୁ ହୃଦରୋଗ ବିଷୟରେ କଲେ ସଚେତନ

କନକ ବ୍ୟୁରୋ : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ , ଭୁବନେଶ୍ଵର…

ଦେଶରେ ବଢୁଛି ହୃଦଘାତ । ୫୦ ପ୍ରତିଶତ ହୃଦରୋଗୀଙ୍କ ବୟସ ୫୦ ବର୍ଷରୁ କମ୍

କନକ ବ୍ୟୁରୋ : ଦୁଇ ଦିନ ତଳେ ସୁରଟରେ ଜଣେ ୧୩ ବର୍ଷୀୟ ଛାତ୍ରୀ କ୍ଲାସରୁମରେ ଟଳି ପଡିଲେ, ହଠାତ୍ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ତେଣୁ ହୃଦରୋଗ ଏବେ କେବଳ ବୟସ୍କମାନେ ଆକ୍ରାନ୍ତ ହେଉନାହାନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ହୃଦରୋଗ ସମସ୍ୟା ବଢ଼ି ବଢ଼ି ଚାଲିଛି ।…

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ । ଫ୍ଲେକ୍ସ ଲଗାଇ ନଡିଆ ଭାଙ୍ଗିଲେ ମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳିରେ ବିରୋଧ କରାଯାଇଛି । ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ମହାକାଳପଡା ବତୀଘର ପଂଚାୟତ ନିପାଣିଆଠାରେ ମନ୍ତ୍ରୀଙ୍କ ନବ ନିର୍ମିତ ବିଜୁ…

ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା । ଦୁଇ ଦିନରେ ଗଲାଣି ୨ ଜୀବନ

କନକ ବ୍ୟୁରୋ : ଅଶାନ୍ତ ଗଂଜାମ, ଗଡ଼ୁଛି ମୁଣ୍ଡ । ଦୁଇ ଦିନରେ ଗଲାଣି ଦୁଇ ଜୀବନ । ଗୁରୁବାର ସୁନୀଲ ନାହାକ । ଆଜି ଅନିଲ ମହାନ୍ତି । ଏହି ଦୁଇ ହତ୍ୟାକାଣ୍ଡ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ । ଗଂଜାମ ଧରାକୋଟ୍ ଥାନା ବରିଗୁଡ଼ାରେ ଯୁବ ବିଜେଡ଼ି ନେତା ଅନିଲ ମହାନ୍ତିଙ୍କୁ ଅତି ନିର୍ମମ ଭାବେ…

୪ ଘଣ୍ଟାର କସରତ ପରେ ଲିଭିଲା ନିଆଁ । ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ପୋଡ଼ି ପାଉଁଶ

କନକ ବ୍ୟୁରୋ : ସାଲାସାର୍ ଲୁଗା ଦୋକାନରେ ହଠାତ୍ ଲାଗି ଯାଇଥିଲା ନିଆଁ । ଧୁଆଁ ମୟ ହୋଇ ଯାଇଥିଲା ଆଖପାଖ ଅଂଚଳ । ଏହାକୁ ନେଇ ହଇଚଇ ଖେଳିଗଲା । ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ପୂରା ଚାରି ମହଲା କୋଠା ହୁ ହୁ ହୋଇ ଜଳିଥିଲା । ଗୋଟିଏ ପ୍ରବେଶ ଦ୍ୱାର ହୋଇଥିବାରୁ ଆତଙ୍କ…

ପାଠ ଛାଡ଼ି ରୋଷଶାଳାରେ ଶିକ୍ଷକ । ଚକ୍, ଡଷ୍ଟର ବଦଳରେ ଧରିଲେ ଚଟୁ

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ଏହାର ସିଧାସଳଖ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଏବେ ସିଧାସଳଖ ସ୍କୁଲର ମଧ୍ୟାହ୍ନ ଭୋଜନ ଉପରେ ପଡିଛି । ମାଲକାନଗିରି ସ୍ୱାଭିମାନ ଅଂଚଳ ଜନ୍ତାପାଇ ସରକାରୀ ଉଚ୍ଚବିଦ୍ୟାଳୟର ପାଚିକା ଆନ୍ଦୋଳନରେ ଥିବାରୁ…