Daily Archives

September 18, 2023

ଧରାପଡିଗଲା ନନ୍ଦିଘୋଷ ଟିଭି ମହାମିଛ । ବୈଜୟନ୍ତୀ କର ଫେରାର ଥିବା ନେଇ କରୁଥିଲା ମିଛ ଖବର ପ୍ରସାରଣ, କ୍ୟାମେରା…

କନକ ବ୍ୟୁରୋ : ଧରାପଡିଲା ନନ୍ଦିଘୋଷ ଟିଭିର ମହାମିଛ । ସତ ସାମ୍ନାକୁ ଆସିବା ପରେ ଖବର ବଦଳାଇଲା ନନ୍ଦିଘୋଷ ଟିଭି । ଘଣ୍ଟା ଘଣ୍ଟା ଧରି ମଛ ଖବର ଚଲାଇ ଆସୁଥିଲା ନନ୍ଦିଘୋଷ ଟିଭି । ଇଷ୍ଟର୍ଣ୍ଣ ମିଡ଼ିଆର ଏଚଆର ମୁଖ୍ୟ ବୈଜୟନ୍ତୀ କର ଫେରାର ଥିବା ନେଇ ବାରମ୍ବାର ଖବର ପ୍ରସାରଣ କରୁଥିଲା ନନ୍ଦିଘୋଷ…

‘ଗୋଟିଏ କ’ଣ ୪ ପୁଅ ହୋଇଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ପଠାଇଥାନ୍ତି’… ଅନନ୍ତନାଗରେ ସହିଦ ହୋଇଥିବା ସହିଦ…

କନକ ବ୍ୟୁରୋ: ଦେଶ ସେବାରେ ଗୋଟିଏ ବୋଲି ପୁଅ ସହିଦ ହୋଇଯିବା ପରେ ବି ସାହାସ ଓ ଧୈର୍ଯ୍ୟର ପ୍ରମାଣ ଦେଖାଇଛନ୍ତି ସିହିଦଙ୍କ ବାପା । ଅନ୍ତନାଗରେ ଏନକାଉଣ୍ଟରରେ ସହିଦ ହୋଇଥିବା ଯୋଗେଶ କୁମାରଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପାଇଁ ପୁରା ଅଞ୍ଚଳ ଲୁହ ଝରାଉଥିବାବେଳେ ବାପା କିନ୍ତୁ…

ଅପହରଣ ସମୟରେ ବର୍ତ୍ତିଗଲେ ଯୁବକ, ୨ ଅଭିଯୁକ୍ତଙ୍କୁ ଧରିପକାଇଲେ ସ୍ଥାନୀୟ ଲୋକେ, ଖସିଗଲେ ଅନ୍ୟ ୪

କନକ ବ୍ୟୁରୋ: ଯୁବକଙ୍କୁ ଅପହରଣ କରିବା ଯୋଜନା ପଣ୍ଡ । ରବିବାର ରାତିରେ ଅପହରଣକାରୀଙ୍କ କବଳରୁ ଖସିଯାଇଛନ୍ତି ଯୁବକ । ନିଜର ଉପସ୍ଥିତ ବୁଦ୍ଧି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ସ୍ଥାନୀୟ ଲୋକେ ୨ ଅପହରଣକାରୀଙ୍କୁ ଧରିଥିବାବେଳେ ଅନ୍ୟ ୪ଜଣ ଖସିପଳାଇଥିବା…

ସମ୍ବାଦରେ ଇଓଡବ୍ଲୁ ରେଡକୁ ନେଇ ବିରୋଧୀଙ୍କ ନିନ୍ଦା । ଏକସ୍ୱରରେ ବିରୋଧୀ କହିଲେ, ଗଣମାଧ୍ୟମର କରାଯାଉଛି କଣ୍ଠରୋଧ,…

କନକ ବ୍ୟୁରୋ : ସମ୍ବାଦରେ ଇଓଡବ୍ଲୁ ଚଢାଉକୁ ନେଇ ବିରୋଧୀଙ୍କ ନିନ୍ଦା । ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ନିନ୍ଦା କରିବା କହିଛନ୍ତି, ସରକାର ପ୍ରତିଶୋଧ ପରାୟଣ ହେଉଛନ୍ତି । ସଚିବଙ୍କୁ ପ୍ରଶ୍ନ କଲେ ସରକାରଙ୍କୁ ବାଧୁଛି ବୋଲି କହିଛନ୍ତି ବିରୋଧୀ । ବୋଧହୁଏ ସରକାର ଚାହୁଁଛନ୍ତି ଲୋକେ ଜବାବ…

ମନ୍ତ୍ରୀଙ୍କ ବେକ ଧରି ଟାଣି ଆଣିଲେ ନୀତିଶ କୁମାର । ତାଜୁବ୍ ହେଲେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ଅଧିକାରୀ

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ସମୟରେ ବିହାର କ୍ୟାବିନେଟର ମନ୍ତ୍ରୀଙ୍କ ବେକ ଧରିପକାଇଲେ ନୀତିଶ । ତାଙ୍କର ଏଭଳି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଜୁବ ହୋଇଯାଇଥିଲେ । ସୂଚନା ମୁତାବକ, ପାଟଣାରେ ମରିସସ୍ ପ୍ରଧାନମନ୍ତ୍ରୀ…

ସଚିବଙ୍କୁ ପ୍ରଶ୍ନ, ସମ୍ବାଦ ଭବନରେ ରେଡ୍ । ସମ୍ବାଦ ଗ୍ରୁପକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ।

କନକ ବ୍ୟୁରୋ : ସମ୍ବାଦ ଭବନରେ ପଶିଲା ଇଓଡବ୍ଲୁ । ସମ୍ବାଦ ଭବନରେ ଇଓଡବ୍ଲୁ କରୁଛି ଛାନଭିନ । ମିଛ ଅଭିଯୋଗର ଚାଲିଛି ସତ ଯାଞ୍ଚ । ଇଓଡବ୍ଲୁର ଏକ ଟିମ୍ ସମ୍ବାଦ ଭବନରେ ପହଞ୍ଚି ଛାନଭିନ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁ ଲଗା ଯାଇଥିବା ଆଶଙ୍କା କରାଯାଉଛି । ପ୍ରତିଶୋଧ ପରାୟଣ ହୋଇ…