Daily Archives

September 17, 2023

ଗୁଆ ଗଛର ଭଣ୍ଡାରୁ ପ୍ରସ୍ତୁତ ହେଉଛି ଖାଇବା ଥାଳି । ଉପକୃତ ହେଉଛନ୍ତି ୩୦ରୁ ଅଧିକ ମହିଳା

କନକ ବ୍ୟୁରୋ : ଅଲୋଡ଼ା ହୋଇପଡ଼ିଥିବା ଗୁଆ ଗଛର ଭଣ୍ଡାରୁ ତିଆରି ହେଉଛି ଖାଇବା ଥାଳି ଓ ଦନା । ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ପରିବେଶକୁ କ୍ଷତି ପହଂଚାଉଥିବା ବେଳେ ଏଭଳି ପରିବେଶ ଉପଯୋଗୀ ସାମଗ୍ରୀ ତିଆରି ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବାଲେଶ୍ୱର ଜିଲ୍ଲା ଭୋଗରାଇ…

ଚର୍ଚ୍ଚାରେ ଚିଲିକା ଅଞ୍ଚଳର ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର

କନକ ବ୍ୟୁରୋ : ଚିଲିକା ଟାପୁରେ ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର । ଚିଲିକାର ଦଳ ଓ ନଳ ଘାସ ଖାଇ ମଇଁଷି ମାନେ ପ୍ରାକୃତିକ ଭାବେ ବଢ଼ିବା ସହ ପ୍ରଚୁର ପରିମାଣର କ୍ଷୀର ଦେଉଛନ୍ତି । ଆଉ ଏହି ଚାଷକୁ ଆପଣାଇ ଲାଭବାନ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର…

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର…

କନକ ବ୍ୟୁରୋ: ନିଜ ଜନ୍ମଦିନରେ କୌଳିକ ବୃତିଧାରୀଙ୍କୁ ମୋଦୀଙ୍କ ଭେଟି । ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶୀଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ…

ବନ୍ଧା ହେଲା ଇରାନୀ ଗ୍ୟାଙ୍ଗର ମୁଖିଆ: ପ୍ଲାନ କରୁଥିଲେ ସରପଞ୍ଚଙ୍କ ପୁତୁରା

କନକ ବ୍ୟୁରୋ: ଇାରାନୀଙ୍କ ମାୟାଜାଲକୁ ବିଛାଇବାରେ ସାହାଯ୍ୟ କରୁଥିବା ମାଷ୍ଟରମାଇଣ୍ଡ ଦେବାନନ୍ଦ ଗିରଫ । ଜଣେ ସରପଂଚଙ୍କ ପୁତୁରା ହୋଇଥିବାରୁ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ଚଳାଇଥିଲା କଳାକାରନାମା । ତମାଣ୍ଡୋ ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଥିବା ବେଳେ ଇରାନୀଙ୍କ ସ୍ୱାମୀ ନିଶିକଙ୍କୁ…

ଜଗତସିଂହପୁର ଆସି ଅତନୁ ସବ୍ୟସାଚୀ ହଟହଟା: ମନ୍ତ୍ରୀଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ସମର୍ଥକ

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ବିରୋଧ କଲେ ବିଜେଡି ସମର୍ଥକ । ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟବସାଚୀ ନାୟକ ଜଗତସିଂହପୁର ଯାଇ ହଟହଟା ହୋଇଛନ୍ତି । ଖୋଦ ନିଜ ଦଳର ବିଧାୟକଙ୍କ ସମର୍ଥକମାନେ ଅତନୁଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । ସେପଟେ କଥା ଉପରେ ସ୍ପଷ୍ଟତା ନଆସିଥିଲେ ବି ଅତନୁ ଓ…

ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ: ଦିଲ୍ଲୀରେ ଶେଷ ଶ୍ରଦ୍ଧାଂଜଳି ଜଣାଇଲେ ନବୀନ, ଆମେରିକାରୁ ପୁଅ ଫେରିବା ପରେ ହେବ…

କନକ ବ୍ୟୁରୋ: ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କୁ ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ । ବଡ଼ ଭଉଣୀଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ ।  ପ୍ରଖ୍ୟାତ ଲେଖିକା ଓ ବିଶିଷ୍ଟ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା । ସୂଚନା ଅନୁସାରେ ଆମେରିକାରୁ ପୁଅ…